ଜଣେ ଧନୀ ଲୋକ ଓ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହା ଘରେ ନିଆଁ ଲିଭେଇବ ? ଏହାର ଉତ୍ତର କଣ ? 15+ GK Quiz

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା । 1- କେଉଁ ପଡୁ ଦିନ ରାତି ମଧ୍ୟରେ ମାତ୍ର 2 ଘଣ୍ଟା ଶୋଇଥାଏ ?

ଉତ୍ତର- ହାତୀ ।

2- କେଉଁ ପକ୍ଷୀ ମେଘ ଦେଖିଲେ ନାଚେ ?

ଉତ୍ତର- ମୟୂର ।

3- କେଉଁ ଦେଶର ଭିକାରି ମାନେ ଘୋଡା ରେ ଚଢି ଭିକ ମାଗନ୍ତି ?

ଉତ୍ତର- ଅଷ୍ଟ୍ରେଲିୟା ।

4- କେଉଁ ପକ୍ଷୀ ର ଥଣ୍ଟ ନାଲି ହୋଇଥାଏ ?

ଉତ୍ତର- ଶୁଆ ।

5- ଆକାଶରେ କେଉଁ ତାରା ଟି ସର୍ବଦା ସ୍ଥିର ଥାଏ ?

ଉତ୍ତର- ଧୃବ ତାରା ।

6- ଗାଁ ଗହଳିରେ କେଉଁ ଆଲୋକ ଲୋକପ୍ରିୟ ଥିଲା ?

ଉତ୍ତର- ଡିବିରି ।

7- କେଉଁ ପରିବା ପାଣିରେ ଭାସିଥାଏ ?

ଉତ୍ତର- ବାଇଗଣ ।

8- କେଉଁ ଗଛରେ ଡାଳ ନ ଥାଏ ?

ଉତ୍ତର- ଗୁଆ ।

9- ସବୁଠାରୁ ମୂଲ୍ୟବାନ ଗଛର ନାମ କଣ ?

ଉତ୍ତର- ଚନ୍ଦନ ।

10- ଗାଈ ଦେହରୁ କେଉଁ ପୋକ ରକ୍ତ ଶୋଷୀ ନେଇଥାଏ ?

ଉତ୍ତର- ଟିଙ୍କ ।

11- ଷ୍ଟାଚ୍ୟୁ ଅଫ ୟୁନିଟି ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଗୁଜୁରାଟ ।

12- ଭାରତରେ ସବୁଠାରୁ ବେସୀ କୁହା ଯାଉଥିବା ଭାଷା କଣ ?

ଉତ୍ତର- ହିନ୍ଦୀ ।

13- ଭାରତର ସୁପ୍ରିୟ କୋର୍ଟ କେଉଁ ମସିହାରେ ସ୍ଥାପନ କରା ଯାଇଥିଲା ?

ଉତ୍ତର- 1950 ।

14- ବିଶ୍ଵ ରେ ସବୁଠାରୁ ବେସୀ ଦିନ ବଞ୍ଚୁଥିବା ଜୀବ ର ନାମ କଣ ?

ଉତ୍ତର- କଇଁଛ ।

15- ଆଧାର କାର୍ଡ ରେ କେତୋଟି ନମ୍ବର ରହିଛି ?

ଉତ୍ତର- 12 ।

16- ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ କିଏ ଥିଲେ ?

ଉତ୍ତର- ସୁରେନ୍ଦ୍ର ସାଏ ।

17- ଓଡିଶାର ପ୍ରଥମ ବୈଜ୍ଞାନିକ ଙ୍କ ନାମ କଣ ?

ଉତ୍ତର- ଡାକ୍ତର ପ୍ରାଣ କୃଷ୍ଣ ପରିଜା ।

18- ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର କିଏ ଲଗେଇ ଥିଲେ ?

ଉତ୍ତର- ଭୀମରାଓ ଆମ୍ବେଦକର ।

19- ଜଣେ ଧନୀ ଲୋକ ଓ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହା ଘରେ ନିଆଁ ଲିଭେଇବ ?

ଉତ୍ତର- ପୋଲିସ ଲିଭାଏ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *