ଯେଉଁ ଝିଅ ମାନଙ୍କର ନାମ ଏହି 4ଟି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଅଧିକ କ୍ରୋଧୀ ପ୍ରକୃତିର ହୋଇଥାନ୍ତି ।

ବନ୍ଧୁଗଣ ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ମାନେ ବହୁତ ବ୍ୟସ୍ତ ରେ ରହୁଛୁ । ଯାହା ପାଇଁ ଅନେକ ସମୟରେ ଆମେ ଆମର ପ୍ରିୟଜନ, ଜୀବନ ସାଥି, ବନ୍ଧୁ ଉପରେ ଝଗଡା କରିଥାଉ । ଓ ରାଗି ଯାଇଥାଉ । ଇଚ୍ଛା ନ ଥାଇ ମଧ୍ୟ ସେମାନଙ୍କୁ ଏମିତି କିଛି କଥା କହି ଦେଇଥାଉ ଯାହା ଫଳରେ ପରେ କ୍ଷମା ମାଗିଲେ ବି କିଛି ଲାଭ ହୁଏ ନାହିଁ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏମିତି 4ଟି ଅକ୍ଷର ର ଝିଅ ଯେଉଁ ମାନଙ୍କର କ୍ରୋଧ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ହୋଇଥାଏ । ଏମାନଙ୍କୁ ପ୍ରାୟତଃ ଅଧିକ କ୍ରୋଧ ଆସିଥାଏ । ଆସନ୍ତୁ ଜାଣିବା ସେହି 4ଟି ଝିଅଙ୍କ ବିଷୟରେ ।

1- B ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସିଧା ସଳଖ କଥା କହିଥାନ୍ତି । ଏମାନଙ୍କୁ କେତେବେଳେ କେଉଁ କଥାକୁ ନେଇ ରାଗ ଆସିଥାଏ ତାହା କେହି ଜାଣି ପାରନ୍ତି ନାହିଁ । ଏମାନେ ଅନ୍ୟ ର ରାଗ ଆଉ କାହା ଉପରେ ସୁଝାଇଥାନ୍ତି । କିନ୍ତୁ ଯେବେ ଏମାନଙ୍କର ରାଗ ଶାନ୍ତ ହୋଇଥାଏ ଏମାନେ କ୍ଷମା ମାଗିବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ ।

2- H ନାମର ଝିଅ : ଇଂରାଜୀ ଅକ୍ଷର H ରୁ ଆରମ୍ଭ ହୋଇଥିବା ଝିଅ ମାନଙ୍କୁ ବହୁତ ଜଲ୍ଦି କ୍ରୋଧ ଆସିଥାଏ । ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ ମାନେ ସମ୍ପର୍କ ପାଇଁ ବହୁତ ଅଧିକ ସଚ୍ଚା ହୋଇଥାନ୍ତି । କିନ୍ତୁ ଅନେକ ସମୟରେ ଇଚ୍ଛା ନ ଥାଇ ମଧ୍ୟ କ୍ରୋଧରେ ଏପରି କଥା କହିଥାନ୍ତି ଯାହା ଦ୍ଵାରା ଏମାନଙ୍କର ସମ୍ପର୍କ ଅନ୍ୟ ମାନଙ୍କ ସହ ଖରାପ ହୋଇଥାଏ । ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।

3- L ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର L ରୁ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ଵଭାବ ଅଳ୍ପ କ୍ରୋଧୀ ହୋଇଥାଏ । କିନ୍ତୁ ଏମାନଙ୍କ ରାଗ ଅନ୍ୟ କୁ କଷ୍ଟ ଦେଲା ଭଳି ହୋଇ ନ ଥାଏ । ଏମାନଙ୍କୁ କେବେ ରାଗ ଆସିଥାଏ ସେମାନେ ନିଜର ହିଁ କ୍ଷତି କରିଥାନ୍ତି । ଯେମିତି କି ରାଈ କି ନ ଖାଇବା, ଏକା ବସିବା, କାନ୍ଦିବା, କାହା ସହ କଥା ନ ହେବା ଇତ୍ୟାଦି । ହେଲେ ଯେବେ ଏମାନଙ୍କୁ କେହି ସ୍ନେହ ରେ ବୁଝାଇଥାଏ ଏମାନଙ୍କ ରାଗ ଶାନ୍ତ ହେବାକୁ ଅଧିକ ସମୟ ଲାଗେ ନାହିଁ ।

4- P ନାମର ଝିଅ : ରାଗି ସ୍ଵଭାବ ରୁ ଝିଅ ମାନଙ୍କ  ମଧ୍ୟରେ ଏହି ଅକ୍ଷର ରୁ ଆରମ୍ଭ ହୋଇଥିବା ଝିଅ ମାନେ ସାମିଲ ହୋଇଥାନ୍ତି । ଏହି ନାମର ଝିଅ ମନେ ଛୋଟ ଛୋଟ କଥାରେ ରାଗିଥାନ୍ତି । ଏମାନଙ୍କୁ ନିଜ ଅସୁବିଧା କାହାକୁ କହିବାକୁ ଭଲ ଲାଗେ ନାହିଁ । ସେଥିପାଇଁ ସାଧାରଣ କଥାରେ ରାଗି ଯାଇଥାନ୍ତି । କିନ୍ତୁ ଏମାନେ ହୃଦୟରୁ ସଫା ହୋଇଥାନ୍ତି ।  ଯେବେ ଏମାନଙ୍କ ରାଗ ଆସିଥାଏ ପଶ୍ଚତାପ କରିବାକୁ ଡେରି କରନ୍ତିନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *