ଜୀବନରେ ଏହି ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ! ନଚେତ ବହୁତ ପସ୍ତେଇବେ… ଶୀଘ୍ର ଦେଖନ୍ତୁ

ଭାରତ ନିଜ କଳା ଓ ସଂସ୍କୃତି ପାଇଁ ସମଗ୍ର ଦେଶରେ ପରିଚିତ । ଏହି ଭାରତର ପବିତ୍ର ଭୂମିରେ ଅସଂଖ୍ଯ ଜ୍ଞାନୀ ଓ ବିଦ୍ୟୋନ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି । ପ୍ରାଚୀନ କାଳରେ ଏପରି କିଛି ଜ୍ଞାନୀ ଥିଲେ ଯେଉଁମାନେ ନିଜ ଜ୍ଞାନ ବଳରେ ପୃଥିବୀର ଲୋକଙ୍କୁ ବଞ୍ଚିବାର ମାର୍ଗ ଦେଖାଇଥାନ୍ତି । ଓ ନିଜ ଜୀବନକୁ କିପରି ଭାବରେ ଖୁସିରେ ବିତାଇବେ ତାହା ମଧ୍ୟ କହିଛନ୍ତି ।ଚାଣକ୍ୟଙ୍କ କହିବା ଅନୁସାରେ ଜୀବନରେ ଏହି କଥା କାହାରି ଆଗରେ ପ୍ରକାଶ ନକରିବା ଦ୍ଵାରା ଜୀବନରେ କୌଣସି ସମସ୍ଯା ଆସିନଥାଏ ।

ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁସାରେ ଜୀବନରେ କେଉଁ କଥା କାହାରୀକୁ କହିବ ଉଚିତ ହୋଇନଥାଏ । ପ୍ରଥମ କଥାଟି ହେଉଛି ପଟି ପତ୍ନୀଙ୍କ ପାଇଁ ଯେତାଙ୍କ ସମ୍ପର୍କ କିପରି ଅଟେ । ଏହି କଥାଟି କାହାରି ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ । ଏହା ଜୀବନର ସବୁଠାରୁ ଗୁପ୍ତା କଥା ଅଟେ । ଯଦି ଅନ୍ୟ ଲୋକ ଆପଣଙ୍କ ସମ୍ପର୍କ ବିଷୟରେ ଜାଣିଲେ ତ ଏହା ବହୁତ ଲାଜ୍ୟା ଜଣକ କଥା ଅଟେ । ସେଥିଲାଗି କୌଣସି ପଟି ପତ୍ନୀ ନିଜ ସମ୍ପର୍କ ବିଷୟରେ କୌଣସି ଲୋକଙ୍କ ଆଗରେ ପ୍ରକାଶ କରିବା ଉଛି ହୋଇନଥାଏ ।

ଦ୍ବିତୀୟରେ କୌଣସି ବ୍ୟକ୍ତିଙ୍କୁ ନିଜ ବୟସ ସୀମା ପ୍ରକାଶ କରିବା ଉଚିତ ନୁହେଁ । ଏହା ମଧ୍ୟ ଗୁପ୍ତ ରଖିବା ଆବଶ୍ୟକ । ଯଦି ଏହା ଆପଣଙ୍କର ଶତ୍ରୁ ମାନେ ଜାଣିବା ଦ୍ଵାରା ଆପଣଙ୍କ ବିପକ୍ଷରେ ଫାଇଦା ଉଠାଇଥାନ୍ତି । ସେଥିଲାଗି କୌଣସି ଲୋକଙ୍କ ଆଗରେ ଜିନ ବୟସ ସୀମା ପ୍ରକାଶ କରିବା ଉଚିତ ନୁହେଁ । ତୃତୀୟରେ କୌଣସି ବ୍ୟକ୍ତି ନିଜ ଘରର କଥା ବାହାର ଲୋକଙ୍କ ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ । ବାହାର ଲୋକଙ୍କ ଆଗରେ ନିଜ ଘରର କଥା ପ୍ରକାଶ କରିବେ ନାହିଁ ।

ଏହା ଦ୍ଵାରା ଦୁହିଙ୍କ ମଧ୍ୟରେ ମତାନ୍ତର ହେଉଥିବା ସମୟରେ ଆପଣ କହିଥିବା ଗୁପ୍ତ କଥାର ଫାଇଦା ଉଠାଇଥାନ୍ତି । ସେଥିଲାଗି କୌଣସି ବନ୍ଧୁ ବା ବାହାର ଲୋକଙ୍କ ଆଗରେ ନିଜ ଘରର କୌଣସି ବିଷୟରେ କହିବ ଉଚିତ ନୁହେଁ । ଚତୁର୍ଥରେ ନିଜର ଟଙ୍କା ପଇସା ବିଷୟରେ କାହାରୀକୁ କହିବ ଉଚିତ ହୋଇନଥାଏ । ଟଙ୍କା ପଇସା ବିଷୟରେ କାହାରୀକୁ କହିବ ଦ୍ଵାରା ନିଜ ଜୀବନରେ ଅନେକ ସମସ୍ଯା ଆଣିଥାଏ । ପଞ୍ଚମରେ ଯଦି କୌଣସି ବ୍ୟକ୍ତି ଅନ୍ୟକୁ ଦେଖାଇବା ପାଇଁ ଦାନ କରୁଥାଏ ,ସେହି ବ୍ୟକ୍ତିକୁ ଦାନର ଫଳ କଦାପି ମିଳିନଥାଏ ।

ଷଷ୍ଠରେ ଯଦି ଆପଣ ଭଗବାନଙ୍କୁ ସନ୍ତୁଷ୍ଠ ରଖିବା ପାଇଁ କୌଣସି ମନ୍ତ୍ରର ପାଠ କରୁଛନ୍ତି ,ସେହି ମନ୍ତ୍ର କାହାରୀକୁ କହିବ ଉଚିତ ହୋଇନଥାଏ । ସପ୍ତମରେ ନିଜ ମନାସନ୍ନମାନ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଅଷ୍ଟମରେ ନିଜ ମନାସନ୍ନମାନ ଭଳି ନିଜ ଅପମାନକୁ ମଧ୍ୟ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ନିଜ ଅପମାନକୁ ଅନ୍ୟ ଆଗରେ କହିବ ଦ୍ଵାରା ନିଜରହିଁ ଅପମାନ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *