କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- LOVE

ବନ୍ଧୁଗଣ ଆପଣଙ୍କ ଲାଇଫରେ କେହି ନା କେହି ସାଥି ବା ହମସଫର ନିଶ୍ଚୟ ଥିବେ । ଯିଏ ଆପଣଙ୍କର ସୁଖ ଦୁଖରେ ସାଥ ଦେଉଥିବେ । ତେବେ ଆପଣଙ୍କ ସାଥୀଙ୍କୁ ନେଇ ଆପଣ ପଜେଟିଭ ମଧ୍ୟ ଥିବେ । କିନ୍ତୁ ଆପଣଙ୍କ ସାଥି ଆପଣଙ୍କୁ ନେଇ କେତେ ପଜେଟିଭ ଅଛନ୍ତି ତାହା ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି ? ଯଦି ନାଁ ତେବେ ଆଜି ଜାଣି ନିଅନ୍ତୁ ଆମର ଏହି ଟାର୍ଟୋ କାର୍ଡ ଜରିଆରେ । ଏଥିପାଇଁ ଆପଣଙ୍କୁ 5ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତା ପରେ ଆପଣ ନିଜ ସାଥିଙ୍କ ମନର ବିଚାର ବା ଚିନ୍ତାଧାରା ବିଷୟରେ ବେଶ ଭଲ ଭାବେ ଜାଣି ପାରିବେ ।

1- ଯଦି ଆପଣ ପ୍ରଥମ ନମ୍ବରଟି ବାଛିଛନ୍ତି ତେବେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ତାଙ୍କୁ ଲାଗୁଛି ଆପଣ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି । କିନ୍ତୁ ତୃତୀୟ ବ୍ଯକ୍ତିର ହସ୍ତକ୍ଷେପ ରହୁଛି । ଏଥିପାଇଁ ଆପଣଙ୍କ ସମ୍ପର୍କରେ ଦୂରତା ଆସି ଯାଇଛି । ଆପଣ ପରସ୍ପର ପାଇଁ କିଛି ବି କରି ପାରିବେ । ଏମିତି ଏକ ଏନର୍ଜି ରହିଛି ଯାହା ଆପଣ ଦୁହିଙ୍କୁ ଯୋଡିକି ରଖିଛି । ସେ ଆପଣଙ୍କୁ ପାଇବାକୁ ଚାହୁଁଛନ୍ତି ।

2- ଆପଣଙ୍କୁ ଦ୍ଵିତୀୟ ନମ୍ବରଟି ପସନ୍ଦ ଆସିଥିଲେ ସେ ବହୁତ ବ୍ୟସ୍ତରେ ରହୁଛନ୍ତି । ଆପଣ ବହୁତ କାମ କରୁଛନ୍ତି । ଆପଣ ସଫଳ ହେବାକୁ ଚାହୁଁଛନ୍ତି । ଆପଣ ନିଜକୁ କିଛି ସମୟ ଦିଅନ୍ତୁ । ତାଙ୍କୁ ଲାଗୁଛି ଆପଣ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ଯାହା ବି କାମ କରୁଛନ୍ତି ତାହା ପାଇଁ ସମୟ ଲାଗୁଛି ।

3- ଆପଣ ତୃତୀୟ ନମ୍ବରଟି ବଛିଥିଲେ ଆପଣଙ୍କ ଜୀବନରେ ଯାହା ବି ହୋଇଯାଉ ଆପଣ କେବେ ବି କମ ପ୍ରତି ଅବହେଳା କରୁ ନାହାନ୍ତି । ଆପଣ ସମସ୍ତଙ୍କୁ ନ୍ୟାୟ ଦେଇଥାନ୍ତି । ଆପଣ ନିଜର କ୍ଷତି କରିପାରିବେ କିନ୍ତୁ ଅନ୍ୟ କାହାର ନୁହେଁ । ଆପଣଙ୍କ ସାଥି ଆପଣଙ୍କୁ ପଜେଟିଭ ଦେଖୁଛନ୍ତି ।

4- ଆପଣ ଚତୁର୍ଥ ନମ୍ବରଟି ବାଛିଥିଲେ ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣ ସମ୍ପର୍କର କେୟାର କରିଥାନ୍ତି । ଆପଣଙ୍କୁ ନେଇ ସେ ବହୁତ ଖୁସି ଅଛନ୍ତି । ସେ ଆପଣଙ୍କୁ ତାଙ୍କର ସବୁ କିଛି ଦେଖୁଛନ୍ତି । ସେ ଆପଣଙ୍କର ଲାଫ ବା ଲଭ ପାର୍ଟନର ହୋଇ ପାରନ୍ତି । ଆପଣ ତାଙ୍କର ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । ଆପଣ ଦେଖିବାକୁ ବହୁତ ସୁନ୍ଦର ଓ ନ୍ୟାଚର ବହୁତ ଭଲ ଲାଗେ ।

5- ଆପଣ ଶେଷ ନମ୍ବର ଟି ଯଦି ଚୟନ କରିଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ବୁଝିବାକୁ ଚାହୁଁ ନାହାନ୍ତି । ସେ ଆପଣଙ୍କୁ ଏମିତି ଏନର୍ଜି ରେ ଦେଖୁଛନ୍ତି ଯାହା ପାଇଁ ସେ ଜାଣିପାରୁ ନାହାନ୍ତି ଆପଣଙ୍କ ମନରେ କଣ ଚାଲିଛି । ତାଙ୍କୁ ଲାଗୁଛି ଆପଣଙ୍କ ପାଖରେ ସବୁ କିଛି ଅଛି । ଆପଣ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ସେ ଚାହୁଁ ନାହାନ୍ତି ଆପଣ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ ।

ବନ୍ଧୁଗଣ ଆପଣ କେଉଁ ନମ୍ବର ଟି ପସନ୍ଦ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *