କଣ ସେ ଆପଣଙ୍କୁ ମିସ କରୁଛନ୍ତି ? ବାଛନ୍ତୁ କୌଣସି ଏକ ଫୁଲ ଓ ଜାଣନ୍ତୁ – Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଆପଣ ମାନେ ୫ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ଦ୍ଵାରା ଆପଣ ଜାଣିପାରିବେ ସେ ଆପଣଙ୍କୁ ମନେ ପକାଉଛନ୍ତି କି ନାହି ଯାହା ଆମର ବିଷୟ ବସ୍ତୁ ରହିଛି । ଆପଣ ୫ ଜଣଙ୍କ ପାଇଁ ଏହା ଚୁଜ କରିପାରିବେ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ଲଭ ଫିଲିଙ୍ଗ ଅଛି । ସେ ଆପଣଙ୍କର ବୟଫ୍ରେଣ୍ଡ ବା ଗାର୍ଲଫ୍ରେଣ୍ଡ ହୋଇପାରନ୍ତି କିମ୍ବା ବନ୍ଧୁ ହୋଇପାରନ୍ତି । ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି କିନ୍ତୁ ତାଙ୍କୁ ଲାଗୁଛି ଆପଣ ତାଙ୍କୁ ପସନ୍ଦ କରୁ ନାହାନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ମିସ କରୁଛନ୍ତି ଜରୁର କିନ୍ତୁ ତାଙ୍କ ଫିଲିଙ୍ଗ ଲୁଚିକି ରହୁଛି । ସେ ଆପଣଙ୍କ ଉପରେ ରାଗୁଛନ୍ତି । ତାଙ୍କୁ ଲାଗୁଛନ୍ତି ଆପଣ ତାଙ୍କର କେୟାର ନେଉ ନାହାନ୍ତି । ଅପାନଙ୍କ ବିଷୟରେ ଭାବୁଛନ୍ତି କେବେ କେବେ ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ମିସ କରୁଛନ୍ତି କିନ୍ତୁ ତାଙ୍କ ଲାଇଫ ବହୁତ ବୀଜୀ ଅଛି । ତାଙ୍କର ବନ୍ଧୁ ଅନେକ ଅଛନ୍ତି । ସେ କାହାର କେୟାର ନିଅନ୍ତି ନାହି । ସେ ଆପଣଙ୍କ ସହ କଥା ବା ଫୋଟୋ ବା ପୋଷ୍ଟ ଦେଖିକି ମିସ କରୁଛନ୍ତି ଆପଣଙ୍କୁ । ତାଙ୍କ ଲାଇଫରେ ବହୁତ ମସ୍ତି ଅଛି । ସେ ନିଜକୁ ଲାଇଫରେ ଆକ୍ଟିଭ ମୋଡରେ ରଖୁଛନ୍ତି ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କଇଛନ୍ତି ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ହୋଇପାରେ ଆପଣଙ୍କ ବନ୍ଧୁ ବା ଜୀବନ ସାଥି ବା ଲଭର ହୋଇପାରନ୍ତି । ସେ ଆପଣଙ୍କୁ ଏତେ ମିସ କରୁଛନ୍ତି କି କାହାକୁ ଜଣା ପଡେ ନାହି । ଆପଣଙ୍କୁ ମିସ କରିବା ପାଇଁ ସେ ଅଲଗା ଟାଇମ ବାହାର କରନ୍ତି । ଆପଣଙ୍କ ଫୋଟୋ, ମ୍ଯାସେଜ, ପ୍ରୋଫାଇଲ ଦେଖିକି ମିସ କରୁକନ୍ତି । ଟୃ ଲଭ ଫିଲିଙ୍ଗ ରହିଛି ତାଙ୍କ ପାଇଁ ଆପଣଙ୍କ ମନରେ ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ମିସ କରୁଛନ୍ତି କିନ୍ତୁ ସେ ଲାଇଫରେ ବହୁତ ବ୍ୟସ୍ତ ଅଛନ୍ତି । ହୋଇପାରେ ଆପଣ ଦୁହିଙ୍କର ମ୍ୟାରେଜ ସରିଛି । ଆପଣଙ୍କ ପର୍ସନ ନିଜ ବିଷୟରେ ନ ଭାବି ଅନ୍ୟର ଖୁସି ବିଷୟରେ ଅଧିକ ଭାବନ୍ତି । ତାଙ୍କୁ ଅନୁଭବ ନାହି କି କେହି ତାଙ୍କ ଲାଇଫରେ ନିଜର ଅଛନ୍ତି । ସେ ତାଙ୍କ ଫିଲିଙ୍ଗକୁ ଇଙ୍ଗନୋର କରନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *