କଣ କେବେ ପ୍ରେମ ଦ୍ଵିତୀୟ ଥର ହୋଇପାରେ କି ? Krishna Vani

ବନ୍ଧୁଗଣ ପ୍ରତେକ ମଣିଷ ଥରେ ହେଉ ପଛେ ନିଜ ଜୀବନରେ ପ୍ରେମ କରିଥାଏ । ପ୍ରଥମ ପ୍ରେମ ରେ ନିଜ ସାଥୀଙ୍କୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ । ସକାଳୁ ସନ୍ଧ୍ୟା ହୋଇଯାଏ କଥା ହୋଇଥାଉ କିନ୍ତୁ ମନ ବୁଝେ ନାହିଁ । ଏମିତି ଲାଗେ ସମୟ କିଛି କ୍ଷଣ ପାଇଁ ଅଟକି ଯାଆନ୍ତି କି । ଏହା ହୋଇଥାଏ ପ୍ରଥମ ପ୍ରେମ । ପ୍ରଥମ ପ୍ରେମ ସଚ୍ଚା ହୋଇଥାଏ । ନିଜ ସାଥିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

ତାଙ୍କ ଖୁସି ରେ ହିଁ ଦୁନିଆ ମିଳିଯାଏ । ଆମେ ଆମର ବନ୍ଧୁଙ୍କ ସମ୍ମାନ କରୁ କି ନ କରୁ କିନ୍ତୁ ତାଙ୍କର ହୃଦୟ ରୁ ସମ୍ମାନ କରିଥାନ୍ତି । କାରଣ ଆମେ ଆମର ସାଥି ଙ୍କୁ ବହୁତ ଅଧିକ ଭଲ ପାଇଥାଉ । ନିଜ ଜୀବନ ଠାରୁ ବି ଅଧିକା । କିନ୍ତୁ ଏମିତି ବି ଗୋଟେ ସମୟ ଆସେ ଯେବେ ସବୁ କିଛି ଭାଙ୍ଗି ଚୂରମାର ହୋଇଯାଏ । ମନ ଭାଙ୍ଗି ଯାଏ ଯେବେ କେହି ଆମକୁ ଧୋକା ଦିଏ ।

ପ୍ରେମ ଉପରୁ ଭରସା ଉଠିଯାଏ । ଆମେ ନିଜର ପସନ୍ଦ ଉପରେ ବା ଯାହାଙ୍କୁ ଭଲ ପାଇଥାଉ ତାଙ୍କୁ ନେଇ ଲଜ୍ଜିତ ଅନୁଭବ କରୁ ଏମିତି ବି ଗୋଟେ ସମୟ ଆସେ ଆମ ଜୀବନରେ । ଏବେ ପ୍ରଶ୍ନ ଉଠିଥାଏ କଲି କଣ ପ୍ରେମ ଆଉ ଥରେ ହୋଇପାରେ କି ? ଆଜି ଆମେ ଆପଣଙ୍କୁ କହିବୁ ଯଦି ଜୀବନରେ ପ୍ରଥମ ପ୍ରେମ ଠାରୁ ଧୋକା ମିଳେ ତେବେ କଣ ଆଉ ଥରେ ଦ୍ଵିତୀୟ ଥର ପ୍ରେମ ହୋଇପାରେ ।

ଜରୁରୀ ନୁହେଁ କି କେହି ଜଣେ ଆପଣଙ୍କର ଭଲ ପାଇବାକୁ ନ ବୁଝିଲା ଅନ୍ୟ କେହି ବୁଝିବେ ନାହିଁ । ନିଜ ଜୀବନରେ ଆଗକୁ ବଢନ୍ତୁ ଯେବେ ଆପଣଙ୍କୁ ପ୍ରଥମ ପ୍ରେମ ଠାରୁ ଧୋକା ମିଳିବ । ସବୁ କିଛି ଭୁଲି ଯାଆନ୍ତୁ ଆଉ ସବୁବେଳେ ମୁହଁ ରେ ଏକ ସ୍ମାଇଲ ରଖନ୍ତୁ । ହୋଇପାରେ ଏହା ଠାରୁ ବେହତର ପ୍ରେମ ଆପଣଙ୍କ ଅପେକ୍ଷା ରେ ରହିଛି । ହୋଇପାରେ ଆପଣଙ୍କ ଭଲ ପାଇବା ଆଉ କାହା ପାଇଁ ତିଆରି ହୋଇଥିବ ।

କାରଣ ସମସ୍ତେ ଏକା ଭଳି ହୋଇ ନ ଥାନ୍ତି । କିନ୍ତୁ ପ୍ରେମ ଦ୍ଵିତୀୟ ଥର ହୋଇପାରେ । ପ୍ରତେକ ବ୍ୟକ୍ତି ନିଜର ମନର ଇଚ୍ଛା କୁ କେବେ ବି ନଷ୍ଟ କରିପାରେ ନାହିଁ । କାହା ପ୍ରତି ଆକର୍ଷଣ ଭାବ ଆପଣଙ୍କ ପ୍ରେମ କୁ ଆହୁରି ଦୁଇ ଗୁଣା କରି ଦେବ । ଆପଣ ଯାହାଙ୍କ ଠାରୁ ଥରେ ଧୋକା ଖାଇଛନ୍ତି ତା ମାନେ ନୁହେଁ ଆଉ ଜଣେ ବି ସେମିତି କରିବ ।

ତେବେ ବ୍ୟକ୍ତି ଜୀବନରେ ପ୍ରେମ ଦ୍ଵିତୀୟ ଥର ହୋଇ ପାରିବ ଏହା କିଛି ଅସମ୍ଭବ ନୁହେଁ । ବାସ ଭଲ ଜୀବନ ସାଥି ଟି ମିଳିବା ଦରକାର । ତା ହେଲେ ଯାଇ ଜୀବନ ସ୍ଵର୍ଗ ସମାନ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *