କେବଳ ଶୋଇବା ପୂର୍ବରୁ ଜପନ୍ତୁ 1 ଥର, ପ୍ରଭୁ ହନୁମାନଙ୍କର ଏହି 2ଟି ଚୌପାଇ… ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ କଳି ଯୁଗରେ ଭଗବାନ ହନୁମାନ ଙ୍କ ପୂଜା କରିବା ସବୁଠାରୁ ବିଶେଷ ମାନ୍ୟତା ଦିଆ ଯାଇଛି । ତାଙ୍କ ପୂଜା କରିବା ଦ୍ଵାରା ଫଳ ପ୍ରାପ୍ତ ହୋଇଥାଏ । କାରଣ ଆଜି ବି ଭଗବାନ ହନୁମାନ କଳି ଯୁଗରେ ଜାଗୃତ ଅଛନ୍ତି । ପୁରାଣରେ କୁହା ଯାଇଛି କି କଳି ଯୁଗରେ ଭଗବାନ ହନୁମାନ ଜାଗୃତ ରହିବେ । ଏହା ବାସ୍ତବରେ ସତ୍ୟ ଅଟେ । ସ୍ଵୟଂ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ହନୁମାନ ଙ୍କୁ ବରଦାନ ଦେଇଥିଲେ କି ସେ ପୃଥିବୀ ରେ ଚିରଞ୍ଜିବୀ ରହି ଲୋକ ମାନଙ୍କର କଲ୍ୟାଣ କରିବେ ।

ଭଗବାନ ହନୁମାନ ହେଉଛନ୍ତି ଅଳ୍ପ ପୂଜାରେ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଭକ୍ତଙ୍କର ସବୁ ଦୁଖ କଷ୍ଟ ଦୂର କରିବା ସହ ସାକ୍ଷାତ ଭୋଳାନାଥଙ୍କର ଅବତାର ଅଟନ୍ତି । ଯଦି ଆପଣ ହନୁମାନଙ୍କର ପୂଜା କରନ୍ତି ତେବେ ମୃତ୍ୟୁ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯିବ । ଆଜି ଆମେ ଆପଣଙ୍କୁ ହନୁମାନଙ୍କର ଦୁଇଟି ଚଉପାଇ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଦୁଖ କଷ୍ଟ, ରୋଗ ସବୁ କିଛି ଦୂର ହେବ ।

ଭଗବାନ ହନୁମାନଙ୍କର ଏହି ୨ଟି ଚଉପାଇ ଏତେ ଚମତ୍କାରୀ କୁହା ଯାଇଛି ପୁରାଣ ଅନୁସାରେ ଭଗବାନ ରାମଚନ୍ଦ୍ର ହିଁ ରାବଣର ଅନ୍ତ ପାଇଁ ଆପଣେଇ ଥିଲେ । ତେଣୁ ଲଙ୍କା ପ୍ରତି ରାବଣ ମହାଦେବଙ୍କର ପରମ ଭକ୍ତ ହୋଇଥିଲେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କର କିଛି ବି କରିପାରି ନ ଥିଲେ । ଏହି ଚଉପାଇ ଏତେ ଚମତ୍କାରୀ ଯେ ମାତ୍ର ଏହାର ଜପ ଦ୍ଵାରା ବଡ ରୁ ବଡ ରୋଗ ମଧ୍ୟ ଦୂର ହେବ । ପ୍ରଥମ ଚଉପାଇ ହେଉଛି “ନାସେ ରୋଗ ହରେ ସବ ପିରା, ଜପତ ନିରନ୍ତର ହନୁମନ୍ତ ବୀରା” ।

ଏହାର ଅର୍ଥ ଯଦି କୌଣସି ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ଯେତେ ଚିକିତ୍ସା ପରେ ମଧ୍ୟ ସୁସ୍ଥ ହୋଇପାରୁ ନାହାନ୍ତି ତେବେ ଏହି ଖାସ ଚଉପାଇ ର ଜପ କରିବା ଉଚିତ । ଏହି ଚଉପାଇ ର ଲଗାତାର ଜପ ସନ୍ଧ୍ୟା ସମୟରେ ୧୦୮ ଥର କରିବା ଉଚିତ । ଏହା ସହ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ବହୁତ ଜଲ୍ଦି ରୋଗମୁକ୍ତ ହୋଇ ପାରିବ ।

ଦିତୀୟ ଚଉପାଇ ହେଉଛି “ଜୟ ଜୟ ଜୟ ହନୁମାନ ଗୋସାଇଁ, କୃପା କରହୁ ଗୁରୁଦେବ କି ନାଇ, ଜୋ ସତ ବାର ପାଠ କର କୋଇ, ଛୁଟଇ ବନ୍ଦୀ ମହାସୁଖ ହୋଇ” । ଏହାର ଅର୍ଥ ହେଉଛି ଭକ୍ତଙ୍କର ହନୁମାନ ଜି ଆପଣଙ୍କର ଜୟ ହେଉ, ଆପଣ ମୋ ଉପରେ ଶ୍ରୀଗୁରୁଦେବଙ୍କ ପରି କୃପା କରନ୍ତୁ, ଯେ କେହି ବି ଏହି ଚଉପାଇର ୧୦୮ ଥର ପାଠ କରିବ ତାର ସବୁ ଦୁଖ କଷ୍ଟ ଦୂର ହେଉ । ଏହା ସହ ମହାସୁଖ ବା ମୋକ୍ଷ ପ୍ରାପ୍ତି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *