ବନ୍ଧୁଗଣ ଅନେକ କାରଣରୁ ଆମ ସ୍କିନରେ ଇନଫେକସନ ହୋଇଯାଏ । ଖାସ କରି ଶୀତଦିନରେ ଅନେକ ଲୋକଙ୍କୁ ସ୍କିନ ସମସ୍ଯା ଦେଖାଯାଏ । ଅନେକ ଲୋକଙ୍କୁ ଆଲର୍ଜି ଥିବା କାରଣରୁ ସ୍କିନ ଇନଫେକସନ ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କୁ ସ୍କିନ ଇନଫେକସନ ଅଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରଥମ ଦିନରୁ ଆପଣଙ୍କୁ ରେଜଲ୍ଟ ଦେଖି ପାରିବେ ।
ଏହି ରେମେଡି ବନାଇବା ବହୁତ ସହଜ ଅଟେ । ଆପଣ ଘରୋଇ ସାମଗ୍ରୀ ଦ୍ଵାରା ବ୍ୟବହାର କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ବ୍ୟବହାର କିପରି କରିବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି କଞ୍ଚା କଦଳୀ । ଏଥିପାଇଁ ଆପଣଙ୍କୁ ଫାଳେ କଞ୍ଚା କଦଳୀ ଦରକାର । ଏହାର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ଖୁବ ଲୋକ ଜାଣିଥାନ୍ତି ।
ଏଥିରେ ଅନେକ ପ୍ରାକାରର ମିନେରାଲ୍ସ ଓ ଭିଟାମିନ ମିଳିଥାଏ । ସ୍କିନ ସମସ୍ଯା ଠିକ କରିବାକୁ ଏହାର ପ୍ରୟୋଗ ଭୂ ପୁରାତନ କାଳରୁ ହୋଇ ଆସୁଛି । ଫାଲେ କଞ୍ଚା କଦଳୀ ନେଇ ଏହା ଚୋପା ଛଢାଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ବିନା ପାଣିରେ କଦଳୀ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଦୁଇ ଚାମଚ ଦହି ପ୍ରୟୋଗ କରନ୍ତୁ । ଏହା ପରେ ଆପଣ ଅଧ ଚାମଚ ହଳଦୀ ଆଡ କରନ୍ତୁ ।
ହଳଦୀ ରେ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ ଯାହା ସ୍କିନ ସମସ୍ଯା ଦୂର କରିବାରେ ଚମତ୍କାରୀ ଅଟେ । ଏହି 3ଟି ସାମଗ୍ରୀ ଦ୍ଵାରା ଆପଣ ଏଭଳି ରେମେଡି ତିଆରି କରନ୍ତୁ । ଆପଣଙ୍କର ସ୍କିନ ଇନଫେସକନ ସମସ୍ଯା ଏତେ ପୁରୁଣା ହୋଇଥାଉ ତାହା ଏହି ରେମେଡି ର ପ୍ରୟୋଗ ଦ୍ଵାରା ଜଲ୍ଦି ଭଲ ହୋଇଯିବ । ଆପଣ ଏହି 3ଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରି ନିଅନ୍ତୁ ।
ଏବେ ଆପଣ ଏହାର ପ୍ରୟୋଗ କରିବା ଆଗରୁ ଇନ୍ଫକେସନ ହୋଇଥିବା ଜାଗାକୁ ଗରମ ପାଣି ରେ ସଫା କରନ୍ତୁ । ଏହା ପରେ ଫାଲେ ଲେମ୍ବୁ ନେଇ ସ୍କିନରେ ଘଷି ଦିଅନ୍ତୁ । ତା ପରେ ସ୍କିନ ଜାଗାକୁ ପାଣିରେ ଧୋଇ ଦିଅନ୍ତୁ । ତା ପରେ ଆପଣ ଏହି ରେମେଡି ନିଜ ସ୍କିନ ଇନଫେକସନ ରେ ଲଗାଇବେ । ଯଦି ଆପଣ ଦିନକୁ 2 ରୁ 3 ଥର ଲେମ୍ବୁ ସ୍କିନ ଇନଫେକଟେଡ଼ ଏରିୟା ରେ ଲଗାଇବେ ତାହା ଦୂର ହୋଇଯିବ ।
ଏହି ରେମେଡି କୁ ଆପଣ ଭଲ ଭାବେ ସ୍କିନ ଇନଫେକସନ ହୋଇଥିବା ଜାଗାରେ ଭଲ ଭାବେ ଲଗାଇ ଦିଅନ୍ତୁ । ଆପଣ ରାତିରେ ଶୋଇବା ପୂର୍ବରୁ ଲଗାଇ ପାରିବେ ଓ ସକାଳୁ ଧୋଇ ନେବେ । କେବଳ ଗୋଟେ ଦିନ ପ୍ରୟୋଗ କରିଲେ ଆପଣଙ୍କୁ ବହୁତ ଜଲ୍ଦି ଫରକ ଦେଖିବାକୁ ମିଳିବ ।
ଆପଣଙ୍କର ବହୁ ପୁରାତନ ସ୍କିନ ସମସ୍ଯା ହୋଇଥିଲେ ଏକ ସପ୍ତାହ ଏହାର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।