ଶିବରାତ୍ରୀ ଦିନ ନନ୍ଦି କାନରେ କହି ଦିଅନ୍ତୁ ଏହି ଦୁଇ ଶବ୍ଦ, 24 ଘଣ୍ଟାରେ ସବୁ ଇଚ୍ଛା ହେବ ପୁରଣ

ବନ୍ଧୁଗଣ ଆପଣ ମାନେ ବର୍ଷ ସାରା ପରିଶ୍ରମ କରୁଛନ୍ତି କିନ୍ତୁ ଇଚ୍ଛା ପୂରଣ ହେଉ ନାହି । ଆପଣ ଯାହା ଚାହୁଁ ଛନ୍ତି ତାହା ପୁରା ହୋଇପାରୁ ନାହି । କିନ୍ତୁ ଏହା ପୂରଣ ହେବାକୁ କରିବାକୁ ପଡିବ ଗୋଟେ ଉପାୟ । ଖାଲି ବିଶ୍ଵାସ କରିବା ଦରକାର । ଏହି ଉପାୟ କରିବା ପାଇଁ ଆପଣଙ୍କୁ ଶିବ ମନ୍ଦିର ଯିବାକୁ ପଡିଥାଏ । ଆଉ ଶିବ ମନ୍ଦିର ରେ ନନ୍ଦି ମଧ୍ୟ ରହିଥାନ୍ତି ତାହା ଆପଣ ନିଶ୍ଚୟ ଦେଖିଥିବେ ।

ଶାସ୍ତ୍ର ଅନୁଯାୟୀ ନନ୍ଦି ଙ୍କ କାନରେ ଯାହା ଚୁପଚାପ କହିବେ ତାହା ନିଶ୍ଚୟ ପୂରଣ ହୋଇଥାଏ । ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଉପାୟ ଟି ଆପଣଙ୍କୁ ପବିତ୍ର ମହା ଶିବରାତ୍ରି ଦିନ କରିବାକୁ ହେବ । ନନ୍ଦି ଭଗବାନ ଶିବ ଙ୍କ ବିଶେଷ ବାହନ ଅଟନ୍ତି । ଯେବେ ଭଗବାନ ଶିବ ଙ୍କ ଆହ୍ଵାନ ଆସେ ଜଲ୍ଦି ପ୍ରସ୍ତୁତ ହୋଇ ଯାଆନ୍ତି ନନ୍ଦି । ଏଥିପାଇଁ ଭଗବାନ ଶିବ ଙ୍କ ନିକଟରେ ନନ୍ଦୀ ବିରାଜମାନ ହୋଇଥାନ୍ତି ।

ଯଦି ଆପଣଙ୍କ ମନରେ କିଛି ଇଚ୍ଛା ଅଛି ତେବେ ପ୍ରଥମେ ଭଗବାନ ଶିବ ଙ୍କ ବାହନ ନନ୍ଦି ଙ୍କୁ ଜଣାଇବାକୁ ପଡିବ । ଏହି ବର୍ଷ ଶିବରାତ୍ରୀ ଫେବୃଆରୀ 18 ଶନିବାର ଦିନ ପଡିବାକୁ ଯାଉଛି । ଆପଣ ଏହି ଦିନ ବାସ ଏହି ଛୋଟ ଉପାୟ ଟି କରନ୍ତୁ । ଆପଣ ଶିବରାତ୍ରି ଦିନ ଭଗବାନ ଶିବ ଙ୍କ ମନ୍ଦିର କୁ ଯାଇ ଭଗବାନ ଶିବ ଙ୍କର ପୂଜା କରନ୍ତୁ । ଆପଣ ବିଧି ବିଧାନ ସହ ମନ୍ତ୍ର ଦ୍ଵାରା ପୂଜା କାରଣରୁ ।

ଆପଣ କ୍ଷୀର, ଦହି, ଚିନି ରେ ଶିବଲିଙ୍ଗ ର ଅଭିଷେକ କରନ୍ତୁ । ଚାଉଳ, ଚନ୍ଦନ, ଫୁଲ ଓ ବେଲପତ୍ର ଚଢାଇ ଆଳତି କରନ୍ତୁ ଏବଂ ନନ୍ଦି ଙ୍କର ମଧ୍ୟ ଆଳତି କରନ୍ତୁ । ନନ୍ଦି ଆଗରେ ଗୋଟେ ଦୀପ ଜଳାନ୍ତୁ । ଏହା ପରେ ଆପଣଙ୍କ ମନସ୍କାମନା କହିବା ଆଗରୁ ଆପଣ ଭଗବାନ ଶିବ ଙ୍କ ଆଗରେ 3 ଥର ତାଳି ମାରନ୍ତୁ । ତାଳି ମାରିବା ପରେ ନନ୍ଦି ଙ୍କ ଦୁଇ ସିଙ୍ଗ ଉପରେ ନିଜର ତର୍ଜନୀ ଓ କନିଷ୍ଠ ଆଙ୍ଗୁଳି କୁ ଉପରେ ରଖିବେ ।

ଏହା ପରେ ମନ୍ତ୍ର କହି ନନ୍ଦି ଙ୍କୁ ଜାଗୃତ କରା ଯାଇଥାଏ । ଆପଣ ମନ୍ତ୍ର କହିବେ ତତ ପୁରୁଷାୟ ବିଘାହେ ମହାଦେବାୟ ଧିମାହି ତନୋ ରୁଦ୍ର ପ୍ରଚୋଦୟା । ଏହି ମନ୍ତ୍ର ଟି କହିବା ପରେ ଆପଣ ଏମିତି ଚମତ୍କାର ଦେଖିଲେ ଯାହା ଆପଣ ବିଶ୍ଵାସ କରି ପାରିବେ ନାହି ।

ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହା ନିଶ୍ଚୟ ବହୁତ ଜଲ୍ଦି ପୂରଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *