କେଉଁ ଗଛରୁ କି ପ୍ରକାର ଔଷଧ ମିଳେ ? ଜାଣନ୍ତୁ କିଛି ଏମିତି ଗଛ ଯେଉଁଥି ରେ ଔଷଧୀୟ ଗୁଣ ରହିଛି ?

ବନ୍ଧୁଗଣ ଆମ ଚାରି ପାଖରେ ଅନେକ ଗଛ ଲତା ରହିଛି । ଯାହାର ବିଶେଷ ମହତ୍ଵ ରହିଛି । କିଛି ଗଛ ଗୁଡିକ ଆମ ଜୀବନରେ ଅନେକ ଉପକାରିତା କରିଥାନ୍ତି । ଗଛ ମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଥାଏ । ଯାହାର ପ୍ରୟୋଗ କରି ଆମେ ଆମ ସ୍ୱାସ୍ଥ୍ୟ ଠିକ କରିଥାଉ । ଆଜି ଆମେ ଜାଣିବା ଏମିତି କିଛି ଗଛ ବିଷୟରେ ଯେଉଁଥି ରୁ ଔଷଧୀୟ ଗୁଣ ମିଳିଥାଏ ।

1- ଅରଖ ଗଛ : ଅରଖ ଗଛ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହାର ଉପଜିୟଗି ଅଂସ ହେଉଛି ଏହାର କ୍ଷୀର । ଏହି ଗଛର ଉପକାରିତା ହେଉଛି ଏହା ଘା ଓ ପରିସ୍ରା ପୋଡା ବନ୍ଦ କରେ ।

2- ଗୁଡମାରୀ : ଏହି ଗଛର ଉପୋଯୋଗୀ ଅଂସ ହେଉକି ଏହାର ପତ୍ର । ଏହା ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

3- ଚିରେଇତା : ଚିରେଇତା ଗଛର ଉପୋଜିଗୀ ଅଂସ ହେଉଛି ଏହାର ଡାଳ, ମୂଳ । ଏହାର ଉପକାରିତା କୃମି ଓ ପିତା ର ନାସ କରିଥାଏ ।

4- ଡାଳିମ୍ବ ଗଛ : ଡାଳିମ୍ବ ଖାଇବାକୁ ବହୁତ ମିଠା ଲାଗିଥାଏ । କିନ୍ତୁ ଏହାର ଉପୋଜିଗୀ ଅଂସ ହେଉଛି କଢି ଓ କଷି । ଏହା ଝାଡା ବନ୍ଦ କରେ ।

5- ପୋଦିନା ଗଛ : ଏହି ଗଛର ଉପୋଯୋଗୀ ଅଂସ ହେଉଛି ଏହାର ପତ୍ର । ଏହାର ଉପକାରିତା ହେଉଛି ଏହି ଗଛର ପତ୍ର ଖାଇଲେ ବାନ୍ତି ବନ୍ଦ ହେବା ସହ ହଜମ ଭଲ ଭାବେ ହୋଇଥାଏ ।

6- ପୋଟଳ ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଏହା ପିତା ନାସ କରିଥାଏ ।

7- ପଶାରୁଣୀ ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଉପକାରିତା ଏହା ଗଣ୍ଠି ଓ ଆଁଠୁ ବିନ୍ଧା ବନ୍ଦ କରିଥାଏ ।

8- ତୁଳସି ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଉପକାରିତା ଏହା ଥଣ୍ଡା, କାଶ, କଫ ର ନାସ କରିଥାଏ ।

9- ମଞ୍ଜୁଆତି : ଏହି ଗଛର ଉପୋଯୋଗୀ ଅଂସ ପତ୍ର ଚେର । ଏହା କାମକ ରୋଗର ନିବାରଣ କରିଥାଏ ।

10- ଦୁବ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଏହା ନାକ ରୁ ରକ୍ତ ପଡିବା ବନ୍ଦ କରିଥାଏ ।

11- ବେଲଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର ଓ ଫଳ । ଏହା ପେଟ ରୋଗ ଭଲ କରିଥାଏ ।

12- ବିଶଲ୍ୟକରଣୀ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଏହା କଟା ଘା ଭଲ କରିଥାଏ ।

13- ଗେଣ୍ଡୁ ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଏହା କଟା ଘା ଭଲ କରିଥାଏ ।

14- ବାସଙ୍ଗ ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଏହା କାଶ ଭଲ କରିଥାଏ ।

15- ନିମ୍ବ ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର ଓ ଛେଲି । ଏହା ଚର୍ମ ଓ ବହୁମୂତ୍ର ରୋଗ ଭଲ କରିଥାଏ ।

16- ସପୁରି ଗଛ : ଏହି ଗଛର ଉପୋଯୋଗୀ ଅଂସ ପତ୍ର । ଏହା କୃମି ନାସ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *