GK- କେଉଁ ମାଂସ ଖାଇଲେ ମଣିଷ ସବୁବେଳେ ସୁସ୍ଥ ରହିଥାଏ ? ଏହା ସହ 10ଟି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କେଉଁ ପକ୍ଷୀ ଘୋଡା ଠାରୁ ବି ଦ୍ରୁତ ଗତି ରେ ଦୌଡିପାରେ ?

ଉତ୍ତର- ଓଟ ପକ୍ଷୀ ।

2- ସିଙ୍ଗଡା ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

3- ଏମିତି କେଉଁ ପକ୍ଷୀ ଯିଏ ସବୁବେଳେ ରାତି ରେ କାନ୍ଦି ଥାଏ ?

ଉତ୍ତର- ଚକୋର ।

4- ପାଟି ରେ ଘା ରେ କଣ ଲଗାଇଲେ 1 ଦିନରେ ଭଲ ହୋଇଥାଏ ?

ଉତ୍ତର- ଉଷୁମ ଘିଅ ।

5- ପିଲାଙ୍କ ଶରୀର ରେ କଣ ଅଭାବ ରହିଲେ ପାଠ ପଢା ରେ ମନ ଲାଗେ ନାହିଁ ?

ଉତ୍ତର- ଭିଟାମିନ ଏ ଓ ବି ।

6- ପଥର କୁ କାହା ସାହାର୍ଯ୍ୟ ରେ କଟା ଯାଇଥାଏ ?

ଉତ୍ତର- ପାଣି ।

7- ଟାଇଟାନିକ ଜାହଜ କେଉଁ ଦେଶର ଜାହଜ ଥିଲା ?

ଉତ୍ତର- ଗ୍ରେଟ ବ୍ରିଟେନ ।

8- କେଉଁ ଦେଶରେ ବିଲେଇ କୁ ମାରିଲେ ମୃତ୍ୟୁ ଦଣ୍ଡ ମିଳିଥାଏ ?

ଉତ୍ତର- ମିଶ୍ର ।

9- ଏମିତି କେଉଁ ଗଛ ଅଛି ଯିଏ କି ଦିନ ରାତି ଅମ୍ଳଜାନ ଦେଇଥାଏ ?

ଉତ୍ତର- ଓସ୍ତ ଗଛ ।

10- କେଉଁ ମାଂସ ଖାଇଲେ ମଣିଷ ସବୁବେଳେ ସୁସ୍ଥ ରହିଥାଏ ?

ଉତ୍ତର- କୋଚିଆ ମାଂସ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *