କେଉଁ ପତ୍ର ଖାଇବା ଦ୍ଵାରା ମଳ କଣ୍ଟକ ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଥାଏ ? 15+ GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ ନିହାତି କାମରେ ଆସିବ ।

ଏହାକୁ ନିଜର ଦୈନିକ ଜୀବନରେ କାମରେ ଲଗାଇଲେ ଆପଣ ବେଶ ଉପକୃତ ହେବେ । ଓ କିଛି ନୂଆ ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ପାଇବେ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଭାରତର କେଉଁ ରାଜ୍ୟରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?

ଉତ୍ତର- ଅରୁଣାଚଳ ପ୍ରଦେଶ ।

2- କେଉଁ ଦେଶରେ କୁକୁର ର ପୂଜା କରାଯାଏ ?

ଉତ୍ତର- ନେପାଳ ।

3- ଭାରତର କେଉଁ ରାଜ୍ୟ ମସାଲା ଉତ୍ପାଦନ ପ୍ରସିଦ୍ଧ ଅଟେ ?

ଉତ୍ତର- କେରଳ ।

4- ଦୁନିଆରେ ସବୁଠାରୁ ପରିଶ୍ରମୀ ଜୀବ କିଏ ?

ଉତ୍ତର- ପିମ୍ପୁଡି ।

5- ଘରେ କେଉଁ ଗଛ ଲଗାଇଲେ ମଶା ରହେ ନାହିଁ ?

ଉତ୍ତର- ତୁଳସୀ ଗଛ ।

6- ଭାରତର ସବୁଠାରୁ ଧନୀ ରାଜ୍ୟ ର ନାମ କଣ ?

ଉତ୍ତର- ମହାରାଷ୍ଟ୍ର ।

7- କେଉଁ ଗ୍ରହ କୁ ଲାଲ ଗ୍ରହ ବୋଲି କୁହାଯାଏ ?

ଉତ୍ତର- ମଙ୍ଗଳ ଗ୍ରହ ।

8- କଣ ଖାଇଲେ ମଣିଷ ର ରକ୍ତ ଅପରିଷ୍କାର ହୋଇଥାଏ ?

ଉତ୍ତର- ଶୁଖୁଆ ।

9- କେଉଁ ଜୀବ ମୁହଁ ରେ ମଳ ତ୍ୟାଗ କରେ ?

ଉତ୍ତର- ବାଦୁଡି ।

10- କେଉଁ ଫଳର ମଞ୍ଜି ରେ କିଛି ମାତ୍ରା ରେ ଆଲକୋହଲ ରହିଥାଏ ?

ଉତ୍ତର- ଖଜୁରୀ ।

11- ଗେଣ୍ଡା ମାଂସ ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ବ୍ଲଡ଼ ପ୍ରେସର ।

12- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋରିଷ ଉତ୍ପାଦନ ହୋଇଥାଏ ?

ଉତ୍ତର- କର୍ଣ୍ଣାଟକ ।

13- ସିଂହ ଦିନକୁ ପ୍ରାୟ କେତେ କିଲୋ ମାଂସ ଖାଇଥାଏ ?

ଉତ୍ତର- 15 କିଲୋ ।

14- କଣ ଖାଇଲେ ମଣିଷ ର ସ୍ମରଣ ଶକ୍ତି ବଢିଥାଏ ?

ଉତ୍ତର- ବାଦାମ ।

15- ପ୍ରଜାପତି ର ଜୀବନ କାଳ କେତେ ଦିନ ?

ଉତ୍ତର- 15 ଦିନ ।

16- ଜନସଂଖ୍ୟା ଦ୍ରୁଷ୍ଟି ରୁ ଭାରତର କେଉଁ ରାଜ୍ୟ ବଡ ଅଟେ ?

ଉତ୍ତର- ଉତ୍ତର ପ୍ରଦେଶ ।

17- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପିଆଜ ଚାଷ କରାଯାଏ ?

ଉତ୍ତର- ମହାରାଷ୍ଟ୍ର ।

18- ଓଟ ବିନା ଖାଦ୍ୟ ଓ ଜଳ ନ ପିଇ କେତେ ଦିନ ଯାଏଁ ବଞ୍ଚିପାରେ ?

ଉତ୍ତର- 6 ମାସ ।

19- କେଉଁ ପତ୍ର ଖାଇବା ଦ୍ଵାରା ମଳ କଣ୍ଟକ ସମସ୍ଯା ସଂପୂର୍ଣ୍ଣ ଦୂର ହୋଇଥାଏ ?

ଉତ୍ତର- ତେତୁରି ପତ୍ର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *