କେଉଁ ପତ୍ର ଖାଇଲେ ମଳକଣ୍ଟକ ପୁରା ଠିକ ହୋଇଯାଏ ? ଏହା ସହ ଜାଣନ୍ତୁ 10+ GK ଓ ଏହାର ଉତ୍ତର ।

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।

ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ବହୁତ ସହଜ ଓ ସରଳ ଅଟେ । ଯାହା ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣିବା ନିହାତି ଜରୁରୀ ଅଟେ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

1- cold drinks ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- ମଧୁମେହ ।

2- ଚିତାବାଘ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- 12 ବର୍ଷ ।

3- ଭାରତ ର ସବୁଠାରୁ ସଫା ସହର ର ନାମ କଣ ?

ଉତ୍ତର- ଇନ୍ଦୋର ।

4- ମ୍ୟାଗୀ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- ରକ୍ତହୀନତା ।

5- କେଉଁ ଫଳ ଖାଇବା ଦ୍ଵାରା ମୁହଁ ର ସୁନ୍ଦରତା ବଢିଥାଏ ?

ଉତ୍ତର- କମଳା ।

6- ଶରୀରର କେଉଁ ଅଙ୍ଗ ନିଆଁ ରେ ବି ଜଳେ ନାହିଁ ?

ଉତ୍ତର- ନଖ ।

7- ଭାରତର କେଉଁ ରାଜ୍ୟରେ କେଦାରନାଥ ମନ୍ଦିର ଅଛି ?

ଉତ୍ତର- ଉତ୍ତରାଖଣ୍ଡ ।

8- ମାଛ କାହା ସାହାର୍ଯ୍ୟ ରେ ଶ୍ଵାସକ୍ରିୟା କରିଥାଏ ?

ଉତ୍ତର- ଗାଲି ।

9- କୁକୁଡା କେଉଁ ଦେଶର ଜାତୀୟ ପକ୍ଷୀ ଅଟେ ?

ଉତ୍ତର- ଶ୍ରୀଲଙ୍କା ।

10- ମାଟିରେ ସୋଇଲେ କେଉଁ ରୋଗ ଠିକ ହୋଇଯିବ ?

ଉତ୍ତର- ହାର୍ଟ ଆଟାକ ।

11- ବିଶ୍ଵର କେଉଁ ଦେଶରେ ସବୁଠାରୁ ଅଧିକ ତରଭୁଜ ଉତ୍ପାଦନ ହୁଏ ?

ଉତ୍ତର- ଚୀନ ।

12- ମନୁଷ୍ୟର ରକ୍ତ କେତେ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବ ?

ଉତ୍ତର- 35 ଦିନ ।

13- ଅଜଗର ସାପ କେତେ ଫୁଟ ଲମ୍ବା ହୋଇଥାଏ ?

ଉତ୍ତର- 20 ।

14- କେଉଁ ପତ୍ର ଖାଇଲେ ମଳକଣ୍ଟକ ପୁରା ଠିକ ହୋଇଯାଏ ?

ଉତ୍ତର- ତେତୁରି ପତ୍ର ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *