ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ କିଛି ମିଠା ମିଠା ଗୁରୁତ୍ୱପୂର୍ଣ୍ଣ କଥା, ଥରେ ନିଶ୍ଚୟ ଦେଖନ୍ତୁ

ଆମେ ଜାଣିଛେ କି ଆମେ ଆମର 12 ଟି ରାଶିର ର ସ୍ଵଭାବ ଅଲଗା ଅଲଗା ହୋଇ ଥାଏ । ତେଣୁ କହିବା କୁ ଗଲେ ଆଜି ଆମେ ଏକ ବିଶେଷ ରାଶି ବିଶାୟରେ କହିବ ଯାହା ହେଉଛି ମିଥୁନ ରାଶି । ଏହି ରାଶିର କାରକ ଗ୍ରହ କିମ୍ବା ସ୍ଵାମୀ ଗ୍ରହ ବୁଦ୍ଧ ଗ୍ରହ ଅଟନ୍ତି । ଏମାନେ ଦେଖିବା ପାଇଁ ଆକର୍ଷିତ, ସୁନ୍ଦର, ମୃଦୁହାଶୀ ଅଟନ୍ତି । ସବୁ ବୀଲ ଖୁଶି ରହିବା ସବୁ ଙ୍କ ସହ ମିସିକି ରହିବା ଏମାନଙ୍କୁ ଭଲ ଲାଗେ । ଏମାନଙ୍କ ମଧ୍ୟରେ ନାମନିୟତା ଭାରି ରହି ଥାଏ । ଏମାନେ ପ୍ରତେକ ବ୍ଯକ୍ତିର ଚିତ କୁ ନିଜ ଆଡକୁ ତାନିକି ଆଣି ଥାନ୍ତି ।

ଏମାନେ ଅନ୍ୟ ରାଶି ମାନଙ୍କ ଅପେକ୍ଷା ବହୁମୂଖୀ ପ୍ରତିଭାର ସ୍ଵାମୀ ହୋଇ ଥାନ୍ତି । ଏମାନେ ସବୁ ବେଳେ ବୁଦ୍ଧି ସମ୍ପୂର୍ଣ ଦୟାଳୁ ହୋଇ ଥାନ୍ତି । ଏମାନେ କଠିନ ରୁ କଠିନ ଜିନିଷକୁ ନିଜ ଭିତରେ ରଖୀ ଏହା ସଂପୂର୍ଣ୍ଣ କାରୀ ଦେଇ ଥାନ୍ତି । ଏମାନେ ଯାହା ଭି କରିବେ କିମ୍ବା କରିବା ପାଇଁ ଚିନ୍ତା କାରନ୍ତି ଏହାକୁ ଅନେକ ଥର ଭାବି ଏହାକୁ ଚିନ୍ତା କରି ଥାନ୍ତି । କିଛି ଲୋକମାନେ ଏମାନଙ୍କ କାମକୁ ଦେଖି ଏମାନଙ୍କୁ ଅଳସୁଆ ମଧ୍ୟ କହି ଥାନ୍ତି ଏହା ସତ୍ୟ ମଧ୍ୟ ଅଟେ । କିଛି ମାତ୍ରାରେ ଏହା ଏମାନଙ୍କ ପାଇ ଅପବାଦ ହୋଇ ପାରେ କିନ୍ତୁ ଅନେକ ସମୟରେ ଅବହେଳା କରି ଏମାନେ ଏହି ଭଳି କଥା ର ଶିକାର ହୋଇ ଥାନ୍ତି ।

ଏମାନେ ଦୁଇ ପ୍ରକାର ବ୍ୟବାହାର ଅକ୍ରିୟ ଥାନ୍ତି ଏମାନେ ଚୁପ ହୋଇ ବଶି ପାରି ନଥାନ୍ତି । ଦୂର ଜାଗାକୁ ଯାତ୍ରା କରିବା ଓ କାହା ସହ କଥା ହେବା ଏମାନଙ୍କୁ ଅଧିକ ପସନ୍ଦ ଥାଏ । ଏମାନେ ପୁସ୍ତକରେ ନୀଜ ସମୟ ବିତାଇବା ଭଳି କାମ କରିବା କୁ ଅଧିକ ଭଲ ପାଇ ଥାନ୍ତି । ଏମାନଙ୍କ ପାଇଁ ଏହା ଭଲ ସମୟ ଅଟେ । ଏମାନେ ନିଜ ଜୀବନ ସାଥି ପାଇଁ ଏମାନେ ଅଧିକ ସଚେତନ ଥାନ୍ତି । ଏମାନେ ମାନଶିକ କାମ ଅଧିକ ଭଲ ଭାବେ କରନ୍ତି । ଏମାନେ ଏକା ସହ ଏକ ରୁ ଅଧିକ କାମ କରିବା ପାଇଁ ଭଲ ପାନ୍ତି ।

ଏମାନଙ୍କ ପାଇଁ ଶୁଭ ରଙ୍ଗ ସବୁଜ ଓ ଶୁଭ ରଙ୍ଗ 5 । ଆପଣ ସବୁଜ ପନିପରିବା ନିତ୍ୟ ବ୍ୟବହାର କରନ୍ତୁ ନିଜ ଖାଦ୍ଯରେ । ନିଜ ବନ୍ଧୁ ମାନଙ୍କ ସହ ଏମାନନକ ସମ୍ପର୍କ ଏତେ ଭଲ ନଥାଏ । ଏମାନେ କିଛି କରିବା ଆଗରୁ ଏକ କଥା ଚିନ୍ତା କରି ଥାନ୍ତି ଏମାନେ ଯାହା ଭି କରୁଛନ୍ତି କିମ୍ବା କରିବା ପାଇଁ ଚାହୁଁ ଛନ୍ତି ତାହା ଏମାନଙ୍କ ପାଇଁ ଖୁବ ଭଲ ଅଟେ । ଏମାନେ ନିଜ କୁ ପ୍ରେମ କ୍ଷେତ୍ର ରେ ବହୁତ ଭଲ ପାର୍ଟନର ଭାବେ ପରିଚିତ କରି ଥାନ୍ତି ଏମାନେ ଯାହାକୁ ବି ନିଜ ର ଭାବି ନେଇ ଥାନ୍ତି ତାକୁ ସବୁ କ୍ଷେତ୍ର ରେ ବଞ୍ଚାଇବା ପାଇଁ ଚେଷ୍ଟା କରି ଥାନ୍ତି ।

Leave a Reply

Your email address will not be published. Required fields are marked *