ମୋଟାପଣ, ଦାନ୍ତବିନ୍ଧା, ଚର୍ମ ରୋଗ, ହାତଗୋଡ ବିନ୍ଧା ସହ ୧୦୦ ପ୍ରକାର ରୋଗକୁ ଠିକ୍ କରେ ଏହି ପତ୍ର ।

ବନ୍ଧୁଗଣ ଭାରତ ବିଭିନ୍ନ ପ୍ରକାରର ପ୍ରାକୃତିକ ଔଷଧ ଓ ଚେରା ମୂଳି ରେ ପୂର୍ଣ୍ଣ ହୋଇ ରହିଛି । ଭାରତ ଦେଶରେ ଯେତେ ପ୍ରକାରର ଗଛ ଅଛି ଅନ୍ୟ କୌଣସି ଦେଶରେ ବୋଧ ହୁଏ ନ ଥିବ । ସେଥିପାଇଁ ଆମ ଦେଶକୁ ଚେର ମୂଳିର ସଂଗ୍ରହାଳୟ କୁହାଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା କେଉଁଠୁ ବି ମିଳିଯିବ । କିନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ଜଣା ନ ଥିବାରୁ ଆମେ ଏହାକୁ ଅବହେଳା କରିଥାଉ । ଆଜି ଆମେ ଆପଣଙ୍କୁ ବରକୋଳି ପତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ ।

ଯେଉଁ ମାନଙ୍କୁ ବାରମ୍ବାର ପରିସ୍ରା ଭଳି ସମସ୍ଯା ଥାଏ ବା ପରିସ୍ରା କରିବା ସମୟରେ ଜ୍ଵଳନ ହୋଇଥାଏ ବରକୋଳି ପତ୍ରର ସେବନ ଏହାକୁ ଦୂର କରିଥାଏ । ମୋଟାପଣ ଦୂର କରିବା ପାଇଁ ଏହି ପତ୍ର  ଖୁବ ଲାଭଦାୟକ ହୋଇଥାଏ । ଅନେକ ଥର ଆଖି ରେ ଆଲୁଅ ହୋଇଯାଏ । ଏହାକୁ ବରକୋଳି ପତ୍ର ଠିକ କରିପାରେ । ଏମିତିକି ଦାନ୍ତ ବିନ୍ଧା ସମସ୍ଯା ପାଇଁ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ବରକୋଳି ପତ୍ର ।

ବରକୋଳି ପତ୍ରରେ ଆଣ୍ଟି ବାୟୋଟିକ ତତ୍ଵ ମିଳିଥାଏ । ଯାହା ଘା ଠିକ କରିଥାଏ । କୌଣସି ସ୍ଥାନରେ କ୍ଷତ ହୋଇଥିଲେ ଏହି ପତ୍ରକୁ ବାଟି ଘା ଉପରେ ଲଗାନ୍ତୁ । ତୁରନ୍ତ ଶୁଖିଯିବ । ଯଦି ଆଖି ରେ ଆଲୁଅ ହୋଇଛି ତେବେ ଏହି ପତ୍ରକୁ ବାଟି ଏହାର ରସ ବାହାର କରନ୍ତୁ । ଏହାକୁ ଆଖି ରେ ବାହାର ପଟ ଲଗାନ୍ତୁ । ପରିଶ୍ରାମ ରେ ଅଧିକ ଜ୍ଵଳନ ହେଉଛି ବା ବାରମ୍ବାର ପରିସ୍ରା ଲାଗୁଛି ବରକୋଳି ପତ୍ରର ରସ କୁ ଉଷୁମ ପାଣି ସହ ସେବନ କରିଲେ ଏହି ସମସ୍ଯା ଦୂର ହୋଇଯିବ ।

ବୟସ୍କ ଲୋକଙ୍କ ଠାରେ ହାତ ଗୋଡ ରେ ଜ୍ଵଳନ ଅନୁଭବ ହୁଏ । ଅଧିକ ସମୟ ଯାଏଁ ବସିବା ଦ୍ଵାରା ହାତ ପାଦ ରେ ଜ୍ଵଳନ ହୋଇଥାଏ । ଏହି କ୍ଷେତ୍ରରେ ବରକୋଳି ପତ୍ରର ରସ ମାଲିସ କରନ୍ତୁ । ବରମୁଳି ସମସ୍ଯା ଥିଲେ ଏହି ପତ୍ରକୁ ବାଟି ସେହି ଜାଗାରେ ଲଗାନ୍ତୁ । ଦାନ୍ତ ବିନ୍ଧା ସମସ୍ଯା ଅଛି ତେବେ ଏହି ପତ୍ରକୁ ନିଅନ୍ତି । ଏହାକୁ ଏକ ଗ୍ଳାସ ପାଣିରେ ଫୁଟାଇ ଦିଅନ୍ତୁ ।

ଯେମିତି ଏହି ପତ୍ରର ପୋଷାକ ତତ୍ଵ ପାଣିରେ ଆସିଯିବ । ଏହି ପାଣିରେ କୁଳା କରନ୍ତୁ । ଏହା ଦ୍ଵାରା ଦାନ୍ତ ବିନ୍ଧା କମିବା ସହ ମଧ୍ୟ ଫୁଲ କାମ ହୋଇଥାଏ । ଗଳା ସଂକ୍ରମଣ ହୋଇଥିଲେ ଏହି ପାଣି ରେ କୁଳି କରନ୍ତୁ । ଏହି ପାଣି ରେ ଅଳ୍ପ ଲୁଣ ଓ ଗୋଲମରୀଚ ମିଶାଇ ପାରିବେ । ବରକୋଳି ପତ୍ରରେ କ୍ୟାଲୋରି ର ମାତ୍ର କମ ଥାଏ ।

ଯେଉଁ ମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ କିଛି ବରକୋଳି ପତ୍ରକୁ ଦର ଛେଚା କରି ଦିଅନ୍ତୁ । ଏକ ଗ୍ଳାସ ପାଣିରେ ଏହି ପତ୍ରକୁ ଭିଜାଇ ସକାଳୁ ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥାଏ ଆମ ପେଜକୁ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *