ସମସ୍ତ ମନୁଷ୍ୟ ବୈବାହିକ ଜୀବନ ସୁଖ ସମୃଦ୍ଧିରେ ରହିବା ପାଇଁ ଅନେକ ପ୍ରକାର ପ୍ରତିକାର କରିଥାନ୍ତି । ହେଲେବି ଅନେକ ବ୍ୟକ୍ତି ସମସ୍ୟାର ସମ୍ମଖୀନ ହୋଇଥାନ୍ତି । ପରିବାରରେ ଶାନ୍ତି , ଖୁସି ,ବିଶ୍ଵାସ ରହିବା ପାଇଁ ସମସ୍ତେ ଚାହାନ୍ତି । ଏହି ନବରାତ୍ରିରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡିବା ଦ୍ଵାରା ଜୀବନରେ କଣ ପରିବର୍ତ୍ତନ ହେଉଛି ଆସନ୍ତୁ ଜାଣିବା । ଏହି ନବରାତ୍ରିରେ ରାତିରେ ପେଚା ଦେଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।
ପେଚା ଦେଖିବା ଦ୍ଵାରା ଆମେ ଜାଣିବା ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିଛି ।ପେଚା କୁ ଦେଖିବା ଦ୍ଵାରା ସମସ୍ତେ କୁହନ୍ତି ଅଶୁଭ ହୋଇଥାଏ । ନା ପେଚା ଦେଖିବା ଦ୍ଵାରା ବହୁତ ଶୁଭ ମାନାଯାଇଥାଏ । ପେଚା ହେଉଛନ୍ତି ମା ଲକ୍ଷ୍ମୀଙ୍କ ବହନ ପେଚା ଦେଖିବା ଯାହା ମା ଲକ୍ଷ୍ମୀଙ୍କୁ ଦେଖିବା ସେଇଆ ।ପେଚା ଦେଖିବା ଦ୍ଵାରା ସମସ୍ତ ସମସ୍ଯା ଦୂର ହୋଇଯାଏ । ବ୍ୟବସାୟରେ ବହୁତ ପରିବର୍ତନ ଆସିବାକୁ ଯାଉଛି ।ବା ମା ଲକ୍ଷ୍ମୀଙ୍କ କୃପାରୁ ଧନର ଅଭାବ ରହିବା ନାହିଁ ।
ପରିବାରରେ ଅଶାନ୍ତି ଥିଲେ ଦୂର ହୋଇଯିବ । କୌଣସି କାର୍ଯ୍ୟ ପାଇଁ ସମାଜରେ ସନ୍ନମାନିତ ହେବେ । ଏହି ନବରାତ୍ରିରେ ଯଦି ଘର ଆଗରେ ଧଳା ଗାଈ ଦେଖିବେ ତାକୁ ଖାଇବାକୁ ଦେବେ ତ ବହୁତ ଶୁଭ ହୋଇଥାଏ । ଜୀବନରେ ବହୁତ ସୁଖ ଶାନ୍ତି ଆସିବ ।କୌଣସି ସମସ୍ଯା ଥିଲେ ତାହା ଦୂର ହୋଇଜୀବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମଧ୍ୟ ହେବ । ଏହି ନବରାତ୍ରିରେ କୌଣସି ସାପ ଦେଖିଲେ ତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି ବୋଲି ଜାଣିବେ ।
କୌଣସି ଶତ୍ରୁ ଥିବେ ଦୂର ହୋଇଯିବେ ।ମା ଲକ୍ଷ୍ମୀଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଧନର ପ୍ରାପ୍ତି ହେବ । କିଛି କ୍ଷେତ୍ରରେ ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ସମାଧାନ ହୋଇଯିବ । କୌଣସି ନୂଆ ବନ୍ଧୁଙ୍କ ସହ ମିଳନ ହେବ । ଏହି ନଅ ଦିନ ମଧ୍ୟରେ ଶଙ୍ଖ ,ଘଣ୍ଟର ଶବ୍ଦ ଶୁଣାଯାଏ ବହୁତ ଶୁଭ ସଙ୍କେତ ମିଳିଥାଏ । ଏହି ସମୟରେ କୌଣସି ଅଭୁଲ କାମ କରିବେ ନାହିଁ । କି କୌଣସି ଖରାପ କାମ କରିବେ ନହିଁ ।
ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବିପଦରେ ପକାଇପାରେ । ଯାହା କରୁଛନ୍ତି ଭାବି ଚିନ୍ତି କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ବହୁତ କ୍ରୋଧିତ ହିଯିବେ । ହେବାକୁ ଯାଉଥିବା କାର୍ଯ୍ୟ ରେ ସଫଳତା ମିଳିବ ନାହିଁ । ନବରାତ୍ରିରେ ପୂଜା କରିବା ସମୟରେ ମା ଙ୍କ ମଥାରୁ ଫୁଲ ଖସିଯାଏ ତ ଏହି ଫୁଲକୁ ନିଜ ପାଖରେ ରଖିବେ । ଏହା ବହୁତ ଶୁଭ ହୋଇଥାଏ । ବ୍ୟବସାୟ ବା ଚାକିରି କ୍ଷେତ୍ରରେ ଉନ୍ନତି କରିବାର ସମୟ ଆସିଯାଇଛି । ପରିବାରରେ କୌଣସି ସମସ୍ଯା ରହିବା ନାହିଁ ।ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ,ଶେୟାର କରନ୍ତୁ ।