ନବରାତ୍ରିରେ ମିଳିଲେ ଏହି 4ଟି ସଂକେତ, ବୁଝି ଯାଅନ୍ତୁ ମା ଦୂର୍ଗା ଆପଣଙ୍କ ଘରକୁ ଆସି ସାରିଛନ୍ତି… ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ମାତାରାଣୀ

ସମସ୍ତ ମନୁଷ୍ୟ ବୈବାହିକ ଜୀବନ ସୁଖ ସମୃଦ୍ଧିରେ ରହିବା ପାଇଁ ଅନେକ ପ୍ରକାର ପ୍ରତିକାର କରିଥାନ୍ତି । ହେଲେବି ଅନେକ ବ୍ୟକ୍ତି ସମସ୍ୟାର ସମ୍ମଖୀନ ହୋଇଥାନ୍ତି । ପରିବାରରେ ଶାନ୍ତି , ଖୁସି ,ବିଶ୍ଵାସ ରହିବା ପାଇଁ ସମସ୍ତେ ଚାହାନ୍ତି । ଏହି ନବରାତ୍ରିରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡିବା ଦ୍ଵାରା ଜୀବନରେ କଣ ପରିବର୍ତ୍ତନ ହେଉଛି ଆସନ୍ତୁ ଜାଣିବା । ଏହି ନବରାତ୍ରିରେ ରାତିରେ ପେଚା ଦେଖିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ପେଚା ଦେଖିବା ଦ୍ଵାରା ଆମେ ଜାଣିବା ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିଛି ।ପେଚା କୁ ଦେଖିବା ଦ୍ଵାରା ସମସ୍ତେ କୁହନ୍ତି ଅଶୁଭ ହୋଇଥାଏ । ନା ପେଚା ଦେଖିବା ଦ୍ଵାରା ବହୁତ ଶୁଭ ମାନାଯାଇଥାଏ । ପେଚା ହେଉଛନ୍ତି ମା ଲକ୍ଷ୍ମୀଙ୍କ ବହନ ପେଚା ଦେଖିବା ଯାହା ମା ଲକ୍ଷ୍ମୀଙ୍କୁ ଦେଖିବା ସେଇଆ ।ପେଚା ଦେଖିବା ଦ୍ଵାରା  ସମସ୍ତ ସମସ୍ଯା ଦୂର ହୋଇଯାଏ । ବ୍ୟବସାୟରେ ବହୁତ ପରିବର୍ତନ ଆସିବାକୁ ଯାଉଛି ।ବା ମା ଲକ୍ଷ୍ମୀଙ୍କ କୃପାରୁ ଧନର ଅଭାବ ରହିବା ନାହିଁ ।

ପରିବାରରେ ଅଶାନ୍ତି ଥିଲେ ଦୂର ହୋଇଯିବ । କୌଣସି କାର୍ଯ୍ୟ ପାଇଁ ସମାଜରେ ସନ୍ନମାନିତ ହେବେ । ଏହି ନବରାତ୍ରିରେ ଯଦି ଘର ଆଗରେ ଧଳା ଗାଈ ଦେଖିବେ ତାକୁ ଖାଇବାକୁ ଦେବେ ତ ବହୁତ ଶୁଭ ହୋଇଥାଏ । ଜୀବନରେ ବହୁତ ସୁଖ ଶାନ୍ତି ଆସିବ ।କୌଣସି ସମସ୍ଯା ଥିଲେ ତାହା ଦୂର ହୋଇଜୀବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମଧ୍ୟ ହେବ ।  ଏହି ନବରାତ୍ରିରେ କୌଣସି ସାପ ଦେଖିଲେ ତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି ବୋଲି ଜାଣିବେ ।

କୌଣସି ଶତ୍ରୁ ଥିବେ ଦୂର ହୋଇଯିବେ ।ମା ଲକ୍ଷ୍ମୀଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଧନର ପ୍ରାପ୍ତି ହେବ । କିଛି କ୍ଷେତ୍ରରେ ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ସମାଧାନ ହୋଇଯିବ । କୌଣସି ନୂଆ ବନ୍ଧୁଙ୍କ ସହ ମିଳନ ହେବ । ଏହି ନଅ ଦିନ ମଧ୍ୟରେ ଶଙ୍ଖ ,ଘଣ୍ଟର ଶବ୍ଦ ଶୁଣାଯାଏ  ବହୁତ ଶୁଭ ସଙ୍କେତ ମିଳିଥାଏ । ଏହି ସମୟରେ କୌଣସି ଅଭୁଲ କାମ କରିବେ ନାହିଁ । କି କୌଣସି ଖରାପ କାମ କରିବେ ନହିଁ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବିପଦରେ ପକାଇପାରେ । ଯାହା କରୁଛନ୍ତି ଭାବି ଚିନ୍ତି କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ବହୁତ କ୍ରୋଧିତ ହିଯିବେ । ହେବାକୁ ଯାଉଥିବା କାର୍ଯ୍ୟ ରେ ସଫଳତା ମିଳିବ ନାହିଁ । ନବରାତ୍ରିରେ ପୂଜା କରିବା ସମୟରେ ମା ଙ୍କ ମଥାରୁ ଫୁଲ ଖସିଯାଏ ତ ଏହି ଫୁଲକୁ ନିଜ ପାଖରେ ରଖିବେ । ଏହା ବହୁତ ଶୁଭ ହୋଇଥାଏ । ବ୍ୟବସାୟ ବା ଚାକିରି କ୍ଷେତ୍ରରେ ଉନ୍ନତି କରିବାର ସମୟ ଆସିଯାଇଛି । ପରିବାରରେ କୌଣସି ସମସ୍ଯା ରହିବା ନାହିଁ ।ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *