ନିଜ ରାଶି ଅନୁସାରେ ଜାଣନ୍ତୁ ପୂର୍ବ ଜନ୍ମରେ ଆପଣ କଣ ଥିଲେ- ଥରେ ନିଶ୍ଚୟ ଦେଖନ୍ତୁ

ଶାସ୍ତ୍ର ଅନୁସାରେ ଏହା ମାନାଯାଏ କି ମନୁଷ୍ୟ ଏହି ଦୁନିଆର ସବୁଠୁ ଶେଷ୍ଟ ପ୍ରାଣୀ । ମନୁଷ୍ୟ ରୂପରେ ଜନ୍ମ ନେଇଥିବା ମଣିଷ ନିଜକୁ ଜନ୍ମ-ମରଣର ଚକ୍ରରୁ ମୁକ୍ତ କରେ । ନିଜକୁ ଇଶ୍ଵରଙ୍କୁ ସମର୍ପିତ କରି ମୋକ୍ଷ ପ୍ରାପ୍ତି କରିଥାନ୍ତି, କିନ୍ତୁ ମୋହ ମାୟାରେ ଫଶୀ ଥିବା ମନୁଷ୍ୟ ନିଜର ଉଦେଶ୍ୟ ଭୁଲିଯାଏ । ଯଦି ଆମେ କୌଣସି ସମସ୍ୟାରେ ପଡୁ ତେବେ ଆମେ ଭାବୁ ଏହା ଆମ ପୂର୍ବ ଜନ୍ମର ଫଳ ଅଟେ । ଜୋତିଷ୍କଙ୍କ ମତରେ ଏହି ଜନ୍ମର ସୁଖ-ଦୁଃଖର ସମ୍ବନ୍ଧ ପୂର୍ବଜନ୍ମ ସହିତ ମଧ୍ୟ ହୋଇଥାଏ ।

ଜ୍ୟୋତିଷଙ୍କ ମତରେ ଯଦି ଆପଣ ନିଜେ ଚାହିଁବେ ତ ନିଜର ପୂର୍ବ ଜନ୍ମରେ କଣ ଥିଲେ ତାହା ଜାଣିପାରିବେ । ଆଜି ଆମେ ଆପଣଙ୍କୁ ରାଶିଙ୍କ ଅନୁସାରେ କହିବୁ ପୂର୍ବ ଜନ୍ମରେ ଆପଣ କଣ ଥିଲେ ।

ମେଷ ରାଶି –  ଯଦି ଆପଣଙ୍କର ମେଷ ରାଶି ତେବେ ଆପଣ ପୂର୍ବ ଜନ୍ମରେ ମୂଷା ଥିଲେ ।

ବୃଷଭ ରାଶି – ଯଦି ଆପଣଙ୍କର ବୃଷଭ ରାଶି ତେବେ ଆପଣ ପୂର୍ବ ଜନ୍ମରେ ସର୍ପ ଥିଲେ ।

ମିଥୁନ ରାଶି – ଯଦି ଆପଣଙ୍କର ମିଥୁନ ରାଶି ତେବେ ଆପଣ ପୂର୍ବ ଜନ୍ମରେ ହରିଣ ଥିଲେ ।

କର୍କଟ ରାଶି – ଯଦି ଆପଣଙ୍କର କର୍କଟ ରାଶି ତେବେ ଆପଣ ପୂର୍ବ ଜନ୍ମରେ ବିଲେଇ ଥିଲେ ।

ସିଂହ ରାଶି – ଯଦି ଆପଣଙ୍କ ସିଂହ ରାଶି ତେବେ ଆପଣ ପୂର୍ବ ଜନ୍ମରେ ଘୋଡା ଥିଲେ ।

କନ୍ୟା ରାଶି – ଯଦି ଆପଣଙ୍କର କନ୍ୟା ରାଶି ତେବେ ଆପଣ ପୂର୍ବ ଜନ୍ମରେ ବାଘ ଥିଲେ ।

ତୁଳା ରାଶି – ଯଦି ଆପଣଙ୍କର ତୁଳା ରାଶି ତେବେ ଆପଣ ପୂର୍ବ ଜନ୍ମରେ ମଇଁଷି ଥିଲେ ।

ବିଛା ରାଶି – ଯଦି ଆପଣଙ୍କର ମିଥୁନ ରାଶି ତେବେ ଆପଣ ପୂର୍ବ ଜନ୍ମରେ କୁକୁର ଥିଲେ ।

ଧନୁ ରାଶି – ଯଦି ଆପଣଙ୍କର ଧନୁ ରାଶି ତେବେ ଆପଣ ପୂର୍ବ ଜନ୍ମରେ ମାଙ୍କଡ ଥିଲେ ।

ମକର ରାଶି – ଯଦି ଆପଣଙ୍କର ମକର ରାଶି ତେବେ ଆପଣ ପୂର୍ବ ଜନ୍ମରେ ସିଂହ ଥିଲେ ।

କୁମ୍ଭ ରାଶି- ଯଦି ଆପଣଙ୍କର କୁମ୍ଭ ରାଶି ତେବେ ଆପଣ ପୂର୍ବ ଜନ୍ମରେ ବଳଦ ଥିଲେ ।

ମୀନ ରାଶି- ଯଦି ଆପଣଙ୍କର ମୀନ ରାଶି ତେବେ ପୂର୍ବ ଜନ୍ମରେ ଆପଣ ହଂସ ଥିଲେ ।

ତେବେ ଆପଣ ତ ଏବେ ଜାଣି ସାରିଲେ ଆପଣ ପୂର୍ବ ଜନ୍ମ ରେ କଣ ଥିଲେ, ଏହା ଉପରେ ଆପଣଙ୍କ ମତ ନିଶ୍ଚୟ ଜଣାଇବେ । ଆଶା କରୁଛୁ ଆପଣମାନଙ୍କୁ ଏହି ଲେଖା ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *