ପବିତ୍ର ଦୁର୍ଗା ପୂଜାରେ ୮ ରାଶିରେ ଟଙ୍କା ବର୍ଷା କରିବେ ଜଗତ ଜନନୀ ମା ଦୂର୍ଗା, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଜଗତ ଜନନୀ ମା ଦୂର୍ଗା ଧରା ପୃଷ୍ଠ ରେ ଅବତରଣ କରି ସାରିଛନ୍ତି । ମା ଦୂର୍ଗାଙ୍କ ଆଶୀର୍ବାଦ ରୁ 8ଟି ରାଶି ଉପରେ ଧନର ବର୍ଷା ହେବ । ଏହି ବର୍ଷ ମା ଦୂର୍ଗା ଗଜ ଉପରେ ବିରଜମାନ କରି ଆସିଛନ୍ତି । ସେଥିପାଇଁ ଏହି ବର୍ଷ ଏହି 8ଟି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ମା ଦୂର୍ଗା ଏହି ରାଶିଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଏମାନଙ୍କୁ ଲାଭ ହିଁ ଲାଭ ଦେଖିବାକୁ ମିଳିବ । ଏମାନଙ୍କ ଭାଗ୍ୟ ସୌଭାଗ୍ୟରେ ପରିଣତ ହେବ । କିଏ ସେହି ଲକି ରାଶି, କେଉଁ ମାନଙ୍କର ଭାଗ୍ୟ ବଦଳିଯିବ ଦଶହରା ପର୍ବ ଠାରୁ ଆସନ୍ତୁ ଆଲୋଚନା କରିବା ।

ସିଂହ ରାଶି : ଆସୁଥିବା ସମୟ ବହୁତ ଖାସ ରହିବ । ଆପଣଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ବିଦ୍ୟାର୍ଥୀ ସଫଳତା ହାସଲ କରିବେ । ଯେଉଁ ମାନଙ୍କୁ ଚାକିରି ମିଳୁ ନ ଥିଲା ସେମାନଙ୍କୁ ନୂଆ ଅବସର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ମା ଦୂର୍ଗାଙ୍କର କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଏହି ସମୟରେ ହେବାକୁ ଥିବା ପରିବର୍ତ୍ତନ କାରଣରୁ ସମୟ ଖାସ ରହିବ । ବ୍ୟାପାରରେ ଲାଭ ପ୍ରାପ୍ତ ହେବ । ଅଧିକ ମାତ୍ରାରେ ଧନ ଅର୍ଜନ କରିବେ । ଯୋଜନା ଅନୁଯାୟୀ କାମ ସମ୍ପନ୍ନ ହେବ ।

ତୁଳା ରାଶି : ଆପଣଙ୍କୁ ମା ଦୂର୍ଗାଙ୍କୁ କୃପାରୁ ବିଶେଷ କୃପା ପ୍ରାପ୍ତ ହେବ । ବଡ ଖୁସି ଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମା ଦୂର୍ଗାଙ୍କ କୃପାରୁ ପ୍ରଚୁର ମାତ୍ରାରେ କୌଣସି ଦିଗରୁ ଅର୍ଥ ଲାଭ କରିବେ । ଭୂମି, ବାହନ କ୍ରୟ କରିପାରିବେ ।

କନ୍ୟା ରାଶି : ଆପଣଙ୍କ ଉପରେ ମା ଦୂର୍ଗାଙ୍କ କୃପା ରହିବ୍ନ । ସବୁ ଖରାପ ସମୟ ଶେଷ ହେବ । ଚାକିରି ବ୍ୟାପାର କ୍ଷେତ୍ରରେ ଅର୍ଥ ଲାଭ କରିବେ । ପରିଶ୍ରମ ଉଚିତ ଫଳ ମିଳିବ । ଆପଣ ପ୍ରତେକ କ୍ଷେତ୍ରରେ ବିଜୟ ହାସଲ କରିବେ ।

ବୃଷ ରାଶି : ମା ଦୂର୍ଗାଙ୍କ କୃପାରୁ ଭାଗ୍ୟ ଆସନ୍ତା ସମୟରେ ଚମକିବ । ଖୁଶିର ଆଗମନ ହେବାକୁ ଯାଉଛି । ଆଗାମୀ ସମୟରେ ସୁଖ ସମୟର ଜୀବନ ବ୍ଯତୀତ କରିବେ । ମହିଳା ହସ ଖୁସିରେ ସମୟ ବିତାଇବେ ।

ମେଷ ରାଶି : ଏହି ସମୟରେ ଆପଣଙ୍କର ଯାହା ବି ସମସ୍ଯା ଥିଲା ତାହା ମା ଦୂର୍ଗାଙ୍କ କୃପାରୁ ଦୂର ହେବ । ଶତ୍ରୁ ଦମନ ହେବେ । ଆସୁଥିବା ସମୟ ଭଲ ରହିବ । ଜୀବନରେ ବିନାଶକାରୀ ଶକ୍ତିର ଅନ୍ତ ଘଟିବ ।

ମିଥୁନ ରାଶି : ମା ଦୂର୍ଗାଙ୍କ କୃପାରୁ ଆଗାମୀ ସମୟ ଶୁଭ ସାବ୍ୟସ୍ତ ହେବ । ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ । ଗଛିତ ଧନ ଖର୍ଚ୍ଚ ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ ।

ମକର ରାଶି : ଆର୍ଥିକ ସମସ୍ଯା ଦୂର ହେବ । ମା ଦୂର୍ଗାଙ୍କ କୃପାରୁ ସବୁ ସମସ୍ଯା ସୁର ହେବ । ନିଜର ଧ୍ୟାନ କେନ୍ଦ୍ରିତ କରିବେ । ସାମାଜିକ କ୍ଷେତ୍ରରେ ଲାଭବାନ ହେବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *