ପୁରୁଷମାନେ ଭୁଲରେ ଏହି ସବୁ କାମ କରନ୍ତୁ ନାହିଁ ନର୍କରେ ପଡିବେ

ଆଜି ଆମେ ଆପଣଙ୍କୁ ଜଣାଇବୁ ଚାରୋଟି ବଦ୍ ଅଭ୍ୟାସ ପୁରୁଷଙ୍କ ପୁରୁଷତ୍ବ ଛଡାଇ ନିଏ । ଆଜିର ଜୁବ ପିଡି ଜୀବନ ଶୈଳୀରେ ଏତେ ବ୍ୟସ୍ତ ଯେ ଏମାନେ ନିଜ ଶରୀରର ଯତ୍ନ ନେବାକୁ ଭୁଲିଯାଇଛନ୍ତି । ସବୁବେଳେ ଲ୍ୟାପଟପ ଓ ସ୍ମାଟଫୋନ ରେ ଜଡିତ ହୋଇ ରହିବା ଏବଂ ଦିନ ସାରା ଏସି ରେ ବସିବା ଓ ଗରମ ପାଣିରେ ଗାଧୋଇବା ଭଳି ଅନେକ ଅଭ୍ୟାସ ଶରୀର ଉପରେ ପ୍ରଭାବ ପକାଉଛି ।

ଟାଇଟ୍ ଜିନ୍ସ ପ୍ୟାଣ୍ଟ ପିନ୍ଧିବା ଭଳି ଅଭ୍ୟାସ ଜୀବନକୁ ବିପଦ ଆଡକୁ ଟାଣି ନେଉଛି । ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ଏହି ସବୁ ଅଭ୍ୟାସ କ୍ଷତି କାରକ । ଫଳରେ ପୁରୁଷମାନଙ୍କ କ୍ଷେତ୍ରରେ ଶୁକ୍ରାଣୁର ଅଭାବ ଦେଖାଦେବା ସହିତ ପଜନନ ସକ୍ତି ହ୍ରାସ ପାଇଥାଏ । ଯାହାକୁ ନେଇ ଅଶାନ୍ତି ଲାଗି ରହିବା ସହ କେତେକ ସ୍ଥଳେ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି ।

ପ୍ରଥମ ଅଭ୍ୟାସ ହେଉଛି ଗରମ ପାଣିରେ ଗାଧୋଇବା । ଏହା ଦ୍ବାରା ପ୍ରଜନନ ଗ୍ରନ୍ଥିର ତାପମାତ୍ର ବଢିଯାଏ ଫଳରେ ଶୁକ୍ରାଣୁ ଦୃବଳ ହେବା ସଙ୍ଗେ ସଂଖ୍ୟା ହ୍ରାସ ପାଏ । ଦ୍ବିତୀୟରେ ଟାଇଟ୍ ଅଣ୍ଡରଓୟେର କିଛିଲୋକ ଏହାକୁ ପିନ୍ଧିପିନ୍ଧିବାକୁ ପସନ୍ଦ କରନ୍ତି କିନ୍ତୁ ଏହା ପିନ୍ଧିବା ଦ୍ବାରା ପ୍ରଜନନ ଗ୍ରନ୍ଥର ତାପମାତ୍ରା କଟିଯାଇଥାଏ ।

ତୃତୀୟରେ ହେଉଛି ସ୍ବୋୟା ଜାତୀୟ ଖାଦ୍ୟକୁ ଖାଇବା ଦ୍ବାରା ପ୍ରଜନନ ଗ୍ରନ୍ଥିର ତାପମାତ୍ରା ବଢ଼ିଯାଏ । ଚତୁର୍ଥରେ ହେଉଛି ଅଧିକ ସମୟ ଶୋଇକି ଟିଭି ଦେଖିବା । ଏହାଦ୍ବାରା ର୍ଚବି ଲାଗିବା ସହ ପ୍ରଜନନ ଗ୍ରନ୍ଥିର ତାପମାତ୍ରା ବୃଦ୍ଧି ପାଏ ଯାହାଦ୍ବାରା ଶୁକ୍ରାଣୁ ଲୋପ ପାଏ ଏବଂ ପୁରୁଷ ମାନେ ପୁରୁଷତ୍ବ ହରାଇଥାନ୍ତି ।

Leave a Reply

Your email address will not be published. Required fields are marked *