ବନ୍ଧୁଗଣ ଅନେକ ସମୟରେ ମଣିଷ ଏତେ ଛୋଟ ଛୋଟ ଭୂଲ କରିଥାଏ ଯାହା ଅନେକ ଥର ଆଗକୁ ଯାଇ ଅନେକ ସମସ୍ୟାର ସମୁଖିନ୍ନ କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାୟୀ ସବୁ କାମ କରିବାର ଏକ ସଠିକ ଉପାୟ ଥାଏ । ଏମିତି ରେ କହିବାକୁ ଗଲେ ଅନେକ ସମୟରେ ଦେଖାଯାଏ କି ରାତିରେ ଶୋଇବା ସମୟରେ ଲୋକ ମାନେ ଏମିତି ଭୁଲ କରି ଦେଇଥାନ୍ତି ଯାହା ତାଙ୍କୁ କରିବା ଉଚିତ ହୋଇ ନ ଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏଭଳି କିଛି ଭୁଲ ବିଷୟରେ ଯାହାକୁ ରାତିରେ କରିବା ଦ୍ଵାରା ଧନ ହାନି ହୋଇଥାଏ ଓ ଗରିବୀ ର ସାମ୍ନା କରିବାକୁ ପଡିଥାଏ ।
1- ବାସ୍ତୁ ଶାସ୍ତ୍ର ଅନୁଯାୟୀ ରାତି ରେ ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ପର୍ସ ରଖିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଖର୍ଚ୍ଚ ବଢିଥାଏ । ଏମିତି କି ମୁଣ୍ଡ ପାଖରେ ରାତି ରେ ଶୋଇବା ସମୟରେ ଟଙ୍କା ପଇସା ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଅଯଥା ଖରଚ ବଢିଥାଏ । ଯାହା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଯାଇଥାଏ । ଏହା ଦ୍ଵାରା ବ୍ୟକ୍ତି ଦାରିଦ୍ରତା ର ଶିକାର ହୋଇଥାଏ ।
2- ବ୍ୟକ୍ତି ଙ୍କୁ ଭୁଲରେ ବି ଶୋଇବା ସମୟରେ ଜୋତା ବା ଚପଲ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ବାସ୍ତୁ ସାସ୍ତ୍ର ଅନୁଯାୟୀ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହି କାରଣରୁ ଘରେ ସମସ୍ଯା ଆସିବାକୁ ଲାଗିଥାଏ । ଓ ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ମୁଣ୍ଡ ପାଖରେ ବା ଶୋଇବା ଘରେ ଭୁଲରେ ବି ଜୋତା କି ଚପଲ ରଖିକି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ ଅଭାବ ଦେଖା ଯାଇଥାଏ ।
3- ବାସ୍ତୁ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ରାତିରେ ଶୋଇବା ସମୟରେ କେବ ବି ସୁନା କି ଚାନ୍ଦି ର ଜିନିଷ କୁ ମୁଣ୍ଡ ପାଖରେ ରଖିକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଭାଗ୍ୟ ବି ଦୁର୍ଭାଗ୍ୟ ରେ ପରିଣତ ହୋଇଥାଏ । ମଣିଷ ଜୀବନରେ ଦୁଃଖ ଆସିଥାଏ ଓ ବ୍ୟକ୍ତି ଗରିବ ହୋଇ ଯାଇଥାଏ ।
4- ଶାସ୍ତ୍ର ଅନୁଯାୟୀ ଏହା ମଧ୍ୟ ଉଲେଖ ଅଛି କି ବ୍ୟକ୍ତି କୁ ମୁଣ୍ଡ ପାଖରେ କୌଣସି ଧାତୁ ରେ ତିଆରି ଚାବି ରଖିକି ଶୋଇବା ଉଚିତ ନୁହେଁ । ଲୁହା ବ୍ଯତୀତ ଅନ୍ୟ କୌଣସି ଧାତୁ ନିର୍ମିତ ଚାବି ମୁଣ୍ଡ ପାଖରେ ରଖିକି ସୋଇଲେ ଏହା ଜୀବନରେ ଅଭାବ ଅନଟନର କାରଣ ହୋଇଥାଏ । ତେଣୁ ଅନ୍ୟ କୌଣସି ଧାତୁ ର ନିର୍ମିତ ଚାବି ରଖିକି ଶୋଇବା ଉଚିତ ନୁହେଁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।