ଯେବେ ବି ଝିଟିପିଟି ଘରେ ଦେଖୁଛନ୍ତି ତା ଉପରେ ପକେଇ ଦିଅନ୍ତୁ ଏହି ଗୋଟେ ଜିନିଷ, ଗରିବୀ ହେବ ଦୂର ଓ ଧନ ସମ୍ପତି ବୃଦ୍ଧି ହେବ…

ବନ୍ଧୁଗଣ ଝିଟିପିଟି ଘରେ ଦେଖାଯିବା ସାଧାରଣ କଥା ଅଟେ । ପର୍ବ ପର୍ବାଣି ରେ ଝିଟିପିଟି ଭଉତ ଅଧିକ ଦେଖାଯାଏ । ଆଉ କେତେକ ଲୋକ ଏହାକୁ ଦେଖି ଭୟ ମଧ୍ୟ କରିଥାନ୍ତି । କିନ୍ତୁ ସେମାନେ ଜାଣି ନାହାନ୍ତି କି ଯାହାକୁ ଦେଖି ସେମାନେ ଭୟ କରୁଛନ୍ତି ତାହା କେତେ ଶୁଭ ଫଳ ଦେଇଥାଏ । ଶାସ୍ତ୍ର ରେ ଝିଟିପିଟି କୁ ନେଇ ଅନେକ କଥା କୁହା ଯାଇଛି । ଏମିତିକି ଆମ ଭାରତରେ କିଛି ମନ୍ଦିର ରେ ଝିଟିପିଟି ପୂଜା କରାଯାଏ । ମାନାଯାଏ ଝିଟିପିଟି ଦେଖିବା ଶୁଭ ହୋଇଥାଏ । ଆଜି ଆମେ ଜାଣିବା ଝିଟିପିଟି ଦେଖିବାର କିଛି ସଂକେତ ବିଷୟରେ ।

ଅନେକ ଲୋକ ଝିଟିପିଟି ଦେଖିବା ମାତ୍ରେ ତାକୁ ଘୃଣା କରିଥାନ୍ତି । କିନ୍ତୁ ମାନ୍ୟତା ଅନୁଯାୟୀ ଝିଟିପିଟି ମା ଲକ୍ଷ୍ମୀ ଙ୍କ ପ୍ରତୀକ ହୋଇଥାଏ । ଘରେ ଝିଟିପିଟି ଦେଖାଯିବା ବହୁତ ଶୁଭ ମାନା ଯାଇଥାଏ । ଝିଟିପିଟି ଦେଖିବାର ଅନେକ ଶୁଭ ଓ ଅଶୁଭ ସଂକେତ ହୋଇଥାଏ ଯାହା ଶାସ୍ତ୍ର ରେ ଉଲେଖ  ରହିଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ସଂକେତ ଗୁଡିକ ବିଷୟରେ ।

1- ଶାସ୍ତ୍ର ଅନୁଯାୟୀ ଖାଇବା ସମୟରେ ଯଦି ଝିଟିପିଟି ଦେଖାଯାଏ ତେବେ ଏହାର ଅର୍ଥ ସେହି ଦିନ କିଛି ଶୁଭ ଖବର ମିଳିପାରେ ବା ଶୁଭ କାର୍ଯ୍ୟ ହୋଇପାରେ ।

2- ଯଦି ଦୁଇଟି ଝିଟିପିଟି ଏକତ୍ର ଦେଖା ଯାଆନ୍ତି ତେବେ ଏହାର ଅର୍ଥ କି ଆପଣ ପୁରୁଣା ବନ୍ଧୁ ଙ୍କ ସହ ମିଶି ପାରନ୍ତି ।

3- ଦୀପାବଳି ଦିନ ରାତିରେ ଝିଟିପିଟି ଦେଖାଗଲେ ବହୁତ ଶୁଭ ମାନାଯାଏ । ଏମିତି ମାନ୍ୟତା ଅଛି ଦୀପାବଳି ରାତିରେ ଝିଟିପିଟି ଦେଖିଲେ ପ୍ରତି ବର୍ଷ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଆଜି ଆମେ ଜାଣିବା ଝିଟିପିଟି କୁ ନେଇ ଏମିତି ଏକ ଚମତ୍କାରୀ ଉପାୟ ବିଷୟରେ ଯାହା ଦ୍ଵାରା ଘରେ ଧନର ବୃଦ୍ଧି ହେବ । ଘରର କାନ୍ଥ ରେ ଯଦି ଝିଟିପିଟି ଦେଖାଯାଏ ତେବେ ଠାକୁର ଘରୁ କୁଙ୍କୁମ ଓ ଚାଉଳ ଆଣି ତୁରନ୍ତ ଝିଟିପିଟି ଉପରେ ପକାଇ ଦିଅନ୍ତୁ ।

କୁଙ୍କୁମ ଚାଉଳ ପକାଇବା ସମୟରେ ମନରେ ଯାହା ବି ଇଚ୍ଛା ଥିବ ଓ ତାହା କେମିତି ଜଲ୍ଦି ପୂରଣ ହୋଇଯିବ ତାହା କହିବାକୁ ହେବ । ଶାସ୍ତ୍ର ଅନୁଯାୟୀ ଝିଟିପିଟି କୁ ପୂଜା କରିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଓ ଧନ ପ୍ରାପ୍ତି ର ନୂଆ ନୂଆ ମାର୍ଗ ଖୋଲିଥାଏ । ତେବେ ଏହା ଥିଲା ଯଦି ଘରେ ଝିଟିପିଟି ଦେଖାଯାଏ ତେବେ ଏହି ଦୁଇ ତି ଜିନିଷ ପକାଇବା ଦ୍ଵାରା ଘରେ ଧନର ବର୍ଷା ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ତି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *