ଶିବ ମନ୍ଦିର ଯାଉଛନ୍ତି କି ତେବେ ଜାଣି ରଖନ୍ତୁ ଏହି ଭୟଙ୍କର କଥା! ଯଦି ଏପରି ଭୁଲ କରୁଛନ୍ତି ତୁରନ୍ତ ବନ୍ଦ କରି ଦିଅନ୍ତୁ…

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଶିବ ମନ୍ଦିର ଯାଉଥିବେ । ଆଉ ଏମିତି କିଛି ଭୁଲ କରୁଥିବେ । ଯଦି ଏହି ଭୁଲ କରୁଛନ୍ତି ତେବେ କିଛି ପାଇବା ଆଶାରେ ଯାଉଥିଲେ ତାହା ପାଇବେ ନାହିଁ । ଶିବ ମନ୍ଦିର କୁ ଯିବା ସମୟରେ କେଉଁ ନିୟମ ମାନିବା ଉଚିତ ତାହା ବିଷୟରେ କହିବାକୁ ଯାଉଛୁ । ଯଦି ଏପରି ଭୁଲ କରନ୍ତୁ ତେବେ ରାଜା ଭିକାରି ହୋଇଥାଏ ଓ ଧନର ଅଭାବ ଦେଖା ଯାଇଥାଏ ।

ଜାଣି ରଖନ୍ତୁ ଯେବେ ଆପଣ ଶିବ ମନ୍ଦିର ଯାଉଛନ୍ତି ତେବେ ସିଧା ସଳଖ ଶିବ ଭଗବାନଙ୍କୁ ଦର୍ଶନ କରିବାକୁ ଯାଆନ୍ତୁ ନାହିଁ । କିଛି ଭୋଗ, ଦୀପ, ଧୂପ ନେଇ ଜାଣନ୍ତୁ । ଶିବ ମନ୍ଦିର ଯେବେ ଯାଉଛନ୍ତି ପ୍ରଥମେ ଭଗବାନ ଗଣେଶ ଙ୍କ ନିକଟକୁ ଜାଣନ୍ତୁ । ଏହା ପରେ ଭଗବାନ ଙ୍କୁ ଦୀପ, ଧୂପ ଇତ୍ୟାଦି ଅର୍ପଣ କରନ୍ତୁ । ଏହା ପରେ ଭଗବାନଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ଭଗବାନ କାର୍ତ୍ତିକ ଙ୍କ ପାଖକୁ ଜାଣନ୍ତୁ ଓ ସ୍ତୁତି କରନ୍ତୁ ।

ଏହା ପରେ ମା ପାର୍ବତୀ ଙ୍କ ନିକଟକୁ ଯାଆନ୍ତୁ । ଠିକ ସେହିପରି ଭୂମିଷ୍ଠ ପ୍ରଣାମ କରନ୍ତୁ । ଏହା ଅପରେ ସିଧା ସଳଖ ଶିବ ମନ୍ଦିର କୁ ଯାଆନ୍ତୁ ନାହିଁ । କାରଣ ପ୍ରତେକ ଶିବ ମନ୍ଦିର ରେ ପାଦୁକ କୁଣ୍ଡ ନିକଟରେ ମା ପାର୍ବତୀ ରହିଥାନ୍ତି । ସେହି କୁଣ୍ଡ କୁ ଅତିକ୍ରମ କରି ରଖିଲେ ମହାପାପ ଲାଗିଥାଏ । ଯଦି କିଛି ପାଇବା ଆଶାରେ ଯାଇଥିବେ ତେବେ ସବୁ କିଛି ହରାଇ ବସିବେ ।

ଏହି ଭୁଲ କାରଣରୁ ଅନେକ ଧନୀ ଗରିବ ହୋଇ ଯାଆନ୍ତି ଓ ରାଜା ଭିକାରି ହୋଇ ଯାଆନ୍ତି । ମା ପାର୍ବତୀ ଙ୍କ ଠାରୁ ପଛକୁ ଫେରି ଆସି ସୂର୍ଯ୍ୟ ଙ୍କୁ ଚାହିଁ ପ୍ରଣାମ କରନ୍ତୁ । ଓ ସ୍ତୁତି କୁହନ୍ତୁ । ଭଗବାନ ଗଣେଶ ଓ କାର୍ତ୍ତିକ ଙ୍କୁ ଅତିକ୍ରମ କରି ଭଗବାନ ଶିବ ଙ୍କ ନିକଟକୁ ଯାଆନ୍ତୁ । ଶିବ ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ବୃଷଭ ଙ୍କୁ ପ୍ରଣାମ କରନ୍ତୁ । ଯଦି କିଛି ମନ୍ତ୍ର ଜାଣିଛନ୍ତି ତେବେ ପାଠ କରନ୍ତୁ ଓ ପ୍ରଣାମ କରନ୍ତୁ ।

ଏହା ପରେ ଭଗବାନ ଶିବ ଙ୍କୁ ଦର୍ଶନ କରନ୍ତୁ । ସ୍ତୁତି କରନ୍ତୁ ଓ ଭୋଗ ଲଗାନ୍ତୁ । ଏହା ପରେ ନବ ଗ୍ରହଙ୍କୁ ପ୍ରଣାମ କରନ୍ତୁ । ଏହି ସବୁ ନିୟମ ମାନି ଶିବ ମନ୍ଦିର ପରିକ୍ରମା କରିବେ ତେବେ ସବୁ କିଛି ପାଇଯିବେ । ଯାହା ମନରେ ଇଚ୍ଛା ଥିବ ତାହା ପୂରଣ ହେବ । ଯଦି ଏମିତି ନ ହୁଏ ତେବେ ଯାହା ଇଚ୍ଛା ରଖିଥିବେ ତାହା ପାଇବା ବଦଳରେ ସବୁ କିଛି ହରାଇ ବସିବେ ।

ଏହା ହେଉଛି ଶିବ ମନ୍ଦିର ଯିବାର ନିୟମ ବିଧି । ଏହି ନିୟମ ବିଧି କୁ ମାନି ଶିବ ମନ୍ଦିର କୁ ଯାଉଛନ୍ତି ତେବେ ଶୁଭ ଫଳ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ଶା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *