ତୁଳସୀ ରେ ବାନ୍ଧି ଦିଅନ୍ତୁ ଏହି 1 ଜିନିଷ, 24 ଘଣ୍ଟାରେ ମା ଲକ୍ଷ୍ମୀ କରିବେ ଧନର ବର୍ଷା…

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ ତୁଳସୀର ପୂଜା କରିଥିଲେ । ଓ କହିଥିଲେ ତୁଳସୀ ଗଛ ପ୍ରତେକ ହିନ୍ଦୁ ଘରେ ରହିଥାଏ । କିନ୍ତୁ ତୁଳସୀ ସମ୍ବଧିତ ଶାସ୍ତ୍ରରେ କୁହ ଯାଇଥିବା କେତେ ସବୁ ମହତ୍ବପୂର୍ଣ୍ଣ ନିୟମ ବିଷୟରେ ଜାଣି ନାହାନ୍ତି । ତୁଳସୀ ପୂଜା କେମିତି କରିବା, କେଉଁ ବସ୍ତୁ ରଖିବା ଶୁଭ, କିପାୟ ଜଳ ଦେବା ଉଚିତ ଅନେକ ବିଧାନ ରହିଛି ଯାହାର ପାଳନ କରିବା ଉଚିତ । ଏହା ସହ ତୁଳସୀ ଗଛରେ ଏମିତି ଏକ ଗୁପ୍ତ ଜିନିଷ ବାନ୍ଧିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମାନ୍ୟତା ଅଛି ତୁଳସୀ ପୂଜା କରିବା ଦ୍ଵାରା ସବୁ ପାପ ନଷ୍ଟ ସେହିପରି ହୋଇଥାଏ ଯେମିତି ସୂର୍ଯ୍ୟଙ୍କର ଉଦୟ ହେବା ଦ୍ଵାରା ଅନ୍ଧକାର ନଷ୍ଟ ହୋଇଥାଏ । ତୁଳସୀ ଗଛ ଯେଉଁ ଘରେ ସବୁଜିମାରେ ଭରି ରହିଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଭଗବାନ ବିଶୁଣୁ ଙ୍କ ପୂଜାରେ ତୁଳସୀ ପତ୍ର ରହିବା ଉଚିତ । ଏଥିପାଇଁ ପ୍ରତେକ ଘରେ ତୁଳସୀ ଗଛ ରହିବା ଉଚିତ ।

ଘରର ସୁଖ ସମୃଦ୍ଧି ପାଇଁ ତୁଳସୀ ମା ଙ୍କୁ ଚୂନରୀ ଚଢାଇବା ଉଚିତ । ତୁଳସୀ ଙ୍କୁ ନାଲି ରଙ୍ଗର ଚୂନରୀ ଚଢାଇବା ଉଚିତ ନୁହେଁ । ବରଂ ସବୁଜ, ହଳଦିଆ, ନୀଳ ରଙ୍ଗର ଚୂନରୀ ଚଢାଇବା ଶୁଭ ହୋଇଥାଏ । ପ୍ରତେକ ଏକାଦଶୀ ଦିନ ଚୂନରୀ ବଦଳିବା ଉଚିତ । ତୁଳସୀ ଙ୍କର ବିବାହ କରାଇଲେ ସମସ୍ତ ଦୁଃଖ ଦୂର ହୋଇଥାଏ । ତୁଳସୀ ଙ୍କ ପାଖରେ ଅପଶବ୍ଦ ନ କହିବା, ଝାଡୁ ନ ରଖିବା, ଜୋତା ଚପଲ ରଖିବା ଅନୁଚିତ ।

ତୁଳସୀ ଥିବା ଆଖ ପାଖରେ ଛେପ ପକାଇବା ଅନୁଚିତ । ଏହା ସହ ଜଳ ପାତ୍ର ରଖିବା ଅନୁଚିତ । ତୁଳସୀ ଗଛ ପାଖରେ ଦୀପ ଲଗାଇ ସେଠାରୁ ହଟାଇବା ଉଚିତ । ତୁଳସୀ ଗଛ ପାଖରେ ସ୍ଵଚ୍ଛ ରଖିବା ଉଚିତ । ତୁଳସୀ ଗଛ ମୂଳରେ ଶିବଲିଙ୍ଗ ଓ ଗଣେଶଙ୍କ ପ୍ରତିମା ନ ରଖିବା ଅନୁଚିତ । ତୁଳସୀ ଗଛ ପାଖରେ ଅନ୍ୟ ଗଛ ଲଗାଇବା ଅନୁଚିତ । ତୁଳସୀରେ ପ୍ରତିଦିନ ଜଳ ଅର୍ପଣ କରିବା ସହ ସନ୍ଧ୍ୟାରେ ଦୀପ ଦାନ କରିବା ଉଚିତ ।

ଖୋଲା କେଶରେ ତୁଳସୀଙ୍କୁ ପାଣି ଦେବା ଅନୁଚିତ । ତୁଳସୀ ଗଛ ଶୁଖିଗଲେ ବିପଦ ଆସିବାର ସଂକେତ ଦେଇଥାଏ । ମାସିକ ଧର୍ମ ସମୟରେ ଓ ସ୍ନାନ ନ କରି ତୁଳସୀଙ୍କୁ ଜଳ ଚଢାଇବା ଅନୁଚିତ । କୌଣସି ଶୁଭ ଦିନ ବା ଗୁରୁବାର ଦିନ ରେ ସ୍ନାନ କରି ମାଟି ହାଣ୍ଡି ଆଣି ଚାଉଳ ଭରନ୍ତୁ । ଚାଉଳ ଉପରେ ସିନ୍ଦୁର, 1 ଟଙ୍କାର କଏନ, ତୁଳସୀ ପତ୍ର ଗୋଟେ ପକାଇ ଚୂନରୀ ଘୋଡାଇ ଦିଅନ୍ତୁ ।

ଏହା ପରେ ମା ଲକ୍ଷ୍ମୀ ଙ୍କୁ ଏହା ଅର୍ପଣ କରନ୍ତୁ । ଏହି ଉପାୟ ଟି କରିଲେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *