ସକାଳୁ ହଳଦୀ କ୍ଷୀର ପିଇଲେ କେଉଁ କେଉଁ ରୋଗ ଠିକ ହୋଇଥାଏ ? କେଉଁ ମାନେ ହଳଦୀ ପାଣି ପିଇବା ଉଚିତ ନୁହେଁ ?

ବନ୍ଧୁଗଣ ହଳଦୀ ର ବ୍ୟବହାର ଆମ ଶରୀର ପାଇଁ କେତେ ଜରୁରୀ ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହଳଦୀ ଏକ ଆୟୁର୍ବେଦିକ ଔଷଧ ଅଟେ । ଯାହାର ବ୍ୟବହାର ଅନେକ ପ୍ରକାରର ରୋଗକୁ ଠିକ କରିବା ପାଇଁ ହୋଇଥାଏ । ହଳଦୀ ରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଆଜି ଆମେ ଜାଣିବା କ୍ଷୀର ରେ ହଳଦୀ ମିଶାଇ ସେବନ କରିବା ଦ୍ଵାରା ଶରୀର ପାଇଁ ଏକା କେତେ ଉପକାରୀ ହୋଇଥାଏ । କେଉଁ ସମୟରେ ଏହାର ସେବନ କରିଲେ ଉତ୍ତମ ପରିମାଣ ଦେଇଥାଏ ଏବଂ କେଉଁ ଲୋକ ମାନେ ଏହି ହଳଦୀ କ୍ଷୀର ସେବନ କରିବା ଉଚିତ ନୁହେଁ ।

1- ହଳଦୀ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରାଇବାରେ ସାହାର୍ଯ୍ୟ କରିଥାଏ । ହଳଦୀ କ୍ଷୀରର ର ସେବନ କରିଲେ ଋତୁ ପରିବର୍ତ୍ତନ କାରଣରୁ ହେଉଥିବା ଥଣ୍ଡା, କାଶ, ଜ୍ଵର, ତଣ୍ଟି ବଥା ଭଳି ରୋଗକୁ ଠିକ କରିଥାଏ ।

2- ହଳଦୀ କ୍ଷୀରରେ ସେବନ କରିଲେ ଏହା ପାଚନ ତନ୍ତ୍ର କୁ ସେବନ କରିଥାଏ । ଏହାର ସେବନ କରିଲେ ଡାଇଜେସନ, ବଦ ହଜମି ସମସ୍ଯା ଦୂର କରିଥାଏ । ହଳଦୀ ପାଚନ ତନ୍ତ୍ରକୁ ଷ୍ଟ୍ରଙ୍ଗ କରେ ଓ ଖାଦ୍ୟ ଭଲ ଭାବେ ହଜମ ହୁଏ ।

3- ହଳଦୀ କ୍ଷୀରର ସେବନ କରିଲେ ଏହା ଅସ୍ଥିକୁ ଷ୍ଟ୍ରଙ୍ଗ କରିଥାଏ । କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । ଏଣୁ କ୍ଷୀରରେ ହଳଦୀ ମିଶାଇ ସେବନ କରିଳ ଏହା ଅସ୍ଥିକୁ ଷ୍ଟ୍ରଙ୍ଗ କରିଥାଏ । ହାଡ ଫ୍ୟାକଚର, ଆଁଠୁ ଗଣ୍ଠି ଯନ୍ତ୍ରଣା, ଆଘାତ କାରଣରୁ ଶରୀରର କୌଣସି ସ୍ଥାନ ଫୁଲି ଯାଇଥିଲେ ହଳଦୀ କ୍ଷୀର ସେବନ କରିବା ଉଚିତ ।

4- ଯେଉଁ ଲୋକ ମାନଙ୍କୁ ଡାଇବେଟିସ ଥାଏ ସେମାନଙ୍କ ପାଇଁ ହଳଦୀ କ୍ଷୀର ଔଷଧ ଭଳି କାମ କରିଥାଏ । ଏହାର ସେବନ କରିଲେ ରକ୍ତରେ ସୁଗାରର ପରିମାଣ ହ୍ରାସ ପାଇଥାଏ । କିନ୍ତୁ ସୁଗାର ଲେବଲ କମ ଥିଲେ ହଳଦୀ କ୍ଷୀର ସେବନ କରିବା ଅନୁଚିତ ।

5- ଫେସରେ ବାରମ୍ବାର ବ୍ରଣ ବା ସ୍କିନ ଶୁଖିଲା ହେଉଥାଏ ତେବେ ହଳଦୀ କ୍ଷୀର ସେବନ କରିବା ଉଚିତ । ଏହା ଦ୍ଵାରା ସ୍କିନରେ ଗ୍ଲୋ ଆସିଥାଏ ।

6- ପ୍ରତିଦିନ ହଳଦୀ କ୍ଷୀର ସେବନ କରିଲେ ଏହା କ୍ୟାନ୍ସର ସେଲ କୁ ବୃଦ୍ଧି ହେବାକୁ ଦିଏ ନାହିଁ । କ୍ୟାନସର ହୋଇଥିଲେ ହଳଦୀ କ୍ଷୀର ସେବନ କରିବା ଦ୍ଵାରା ଏକା କ୍ୟାନ୍ସର ସେଲ କୁ ବିକାଶ ହେବାରେ କମ କରିଥାଏ । 7- ହଳଦୀ କ୍ଷୀରର ସେବନ କରିଲେ ମାନସିକ ଚିନ୍ତା ଦୂର ହିଥାଏ । ଓ ଉତ୍ତମ ନିଦ୍ରା ହୋଇଥାଏ । ଏଣୁ ଶୋଇବା ପୂର୍ବରୁ ହଳଦୀ କ୍ଷୀର ସେବନ କରିବା ଉଚିତ । ମେମୋରୀ ପାୱାର କମୁଥିଲେ, ଅନିଦ୍ରା ପାଇଁ ହଳଦୀ କ୍ଷୀର ସେବନ କରିବା ଉଚିତ ।

8- ଯେଉଁ ମହିଳାଙ୍କର ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥାଏ ସେମାନେ ହଳଦୀ କ୍ଷୀର ସେବନ କରିବା ଉଚିତ । ଏହାଦ୍ବାରା ମାଂସପେଶୀକୁ ରିଲାକ୍ସ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *