A ନାମ ଥିବା ବ୍ୟକ୍ତିଙ୍କର ସ୍ଵଭାବ, ବ୍ୟକ୍ତିତ୍ବ, କ୍ଯାରିୟର କିପରି ହୋଇଥାଏ ?

ବନ୍ଧୁଗଣ ଆଜି ଆମେ ସେମାନଙ୍କ ବ୍ୟକ୍ତିତ୍ବ ଓ ସ୍ଵଭାବ ବିଷୟରେ ଜାଣିବା ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ । ନାମର ପ୍ରଥମ ଅକ୍ଷର ରୁ ବ୍ଯକ୍ତିର ରାଶି ଜଣା ପଡିଥାଏ । ସେହି ରାଶି ଅନୁସାରେ ବ୍ଯକ୍ତିର ବ୍ୟକ୍ତିତ୍ବ ଓ ଭବିଷ୍ୟତ ସହ ଜଡିତ କଥାମାନ ଜଣା ପଡିଥାଏ । ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଆକର୍ଷିତ ହୋଇଥାନ୍ତି । ଏମାନେ ସବୁବେଳେ ଆକର୍ଷଣର ଘେର ରେ ରହିଥାନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ଆକର୍ଷଣର ସ୍ଵାମୀ ହୋଇଥାନ୍ତି । ଏମାନଙ୍କର ଶାରୀରିକ ଗଠନ ଏପରି ହୋଇଥାଏ କି ଏମାନଙ୍କ ପ୍ରତି ଲୋକ ମାନେ ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଏମାନେ ସୁନ୍ଦରତା କୁ ବହୁତ ପସନ୍ଦ କରିଥାନ୍ତି । ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ଏପରି ଜାତକ ସ୍ଵଭାବରେ ବହୁତ ଭାବୁକ ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ଆବେଗରେ ଆସି ଯାଇଥାନ୍ତି ।

ଏମାନେ ଇଚ୍ଛା ରଖିଥାନ୍ତି କି ଘର ପରିବାର ଓ ସମାଜରେ ଠିକ ଭାବରେ ରୁହନ୍ତୁ । ଲୋକେ ଏମାନଙ୍କର କଥା ମାନିବେ ଏହା ଏମାନଙ୍କର ଇଚ୍ଛା ହୋଇଥାଏ । ଯେବେ ଏମାନଙ୍କର କିଛି କାମ ହୋଇ ନ ଥାଏ ତେବେ ଅଧିକ ଖରାପ ଲାଗିଥାଏ । ଏମାନେ ନିରାଶ ହୋଇଥାନ୍ତି । ପାଠ ପଢା ଠାରୁ ଆରମ୍ଭ କରି ନିଜ କ୍ଯାରିୟର ଯାଏଁ ଏହି ନାମର ବ୍ୟକ୍ତି ଗମ୍ଭୀର ରହିଥାନ୍ତି । ଯେଉଁ କାମକୁ କରିବାକୁ ନିସ୍ପତି ନିଅନ୍ତୁ ତାହାକୁ ଶେଷ ଯାଏଁ କରିବାକୁ ଭଲ ପାଆନ୍ତି ।

ଏମାନଙ୍କୁ କିଛି ଜୀବନରେ ଡେରି ରେ ମିଳିଥାଏ । କିନ୍ତୁ ଯେବେ ଏମାନଙ୍କୁ କୌଣସି କ୍ଷେତ୍ରରେ ସଫଳତା ମିଳିଥାଏ ତାହା କ୍ରମ ସୀମା ରେ ହୋଇଥାଏ । ଏମାଙ୍କର ଜୀବନ ସଂପୂର୍ଣ୍ଣ ସଙ୍ଘର୍ଷମୟ ହୋଇଥାଏ କିନ୍ତୁ ଏମାନେ ଲକ୍ଷ୍ୟ କୁ ନିଶ୍ଚୟ ପ୍ରାପ୍ତ କରିଥାନ୍ତି । ଏମାନେ ଅଧିକ ରୋମାଣ୍ଟିକ ହୋଇ ନ ଥାନ୍ତି । ଭଲ ପାଇବା କ୍ଷେତ୍ରରେ ଏମାନେ ଲକି ହୋଇଥାନ୍ତି । ଏମାନେ ଯାହା ଚାହିଁଥାନ୍ତି ତାହା ପାଇଥାନ୍ତି ।

ଏମାନେ ଜୀବନରେ ଯାହାକୁ ଭଲ ପାଇଥାନ୍ତି ସାରା ଜୀବନ ବିଶ୍ବାସର ପାତ୍ର ହୋଇ ରୁହନ୍ତି । ଏମାନେ ଯାହାକ୍ଲୁ ଭଲ ପାଇଥାନ୍ତି ତାଙ୍କୁ ପାଇବାକୁ କଠିନ ସ୍ଥିତିର ସମାନ କରିଥାନ୍ତି । ଏମାନେ ଯେପରି ଦେଖା ଯାଇଥାନ୍ତି ତା ଠାରୁ ଅଧିକ ସାହସୀ ହୋଇଥାନ୍ତି । ଏମାନେ ନିଜର ଗୁଣର କଥା କେବେ ମୁହଁ ରେ କହି ନ ଥାନ୍ତି । ଏମାନେ ନିଜର ଆବଶ୍ୟକତା ପ୍ରତି ଅଧିକ ଧ୍ୟାନ ରଖିଥାନ୍ତି ।

ଯେଉଁ ଲୋକଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କର ଗୁଣ ଜନ୍ମ ରୁ ହିଁ ଜଣା ପଡି ଯାଇଥାଏ । ଏହି ଗୁଣ କାରଣରୁ ଏମାନଙ୍କର ସମାଜ ରେ ବିଶେଷ ପ୍ରତିଷ୍ଠା ରହିଥାଏ । ଘର ପରିବାରରେ ଏମାନଙ୍କୁ ମାନ ସମାନ ଖୁବ ମିଳିଥାଏ । ଆବଶ୍ୟକ ପଡିଲେ ଏମାନେ ଏପରି କାମ କରନ୍ତି ଯାହା କେହି କେବେ ଚିନ୍ତା କରି ନ ଥିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *