2023 ମାର୍ଚ୍ଚ 30 ରାମନବମୀ, ଆଜି ବନୁଛି ଗୁରୁପୁଷ୍ୟା ଯୋଗ, କରନ୍ତୁ ଏହି ଉପାୟ ! ଧନ ବର୍ଷା ହେବ

ମନୁଷ୍ୟ ଜୀବନରେ ଅନେକ ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରତିକାର ମଧ୍ୟ କରିଥାନ୍ତି । ହେଲେବି କିଛି ନା କିଛି ସମସ୍ଯା ଜୀବନରେ ଆସିଥାଏ । ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଥାଉ । ତ ଆସନ୍ତୁ ଜାଣିବା ଏହି ରାମନବମିରେ ଗୁରୁପୁଷ୍ୟା ଯୋଗ ଥିବାରୁ କଣ କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଓ ଯାହା ପାଇବାକୁ ଇଚ୍ଛା କରିଥିବେ ତାହା ପ୍ରାପ୍ତି ହେବ ।

ଏହି ଗୁରୁପୁଷ୍ୟା ଯୋଗ ଓ ରାମନବମୀ ମହା ସଂଯୋଗ ସବୁବେଳେ ଆସେ ନାହିଁ । ଏହି ଗୁରୁପୁଷ୍ୟା ଯୋଗ ବହୁତ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବା ଆପଣଙ୍କ ଜୀବନରେ । ଗୁରୁବାର ଦିନ ପୁଷ୍ୟା ନକ୍ଷତ୍ର ଭୋଗ ହେବ ଏହା ଏକ ସଂଯୋଗ ଅଟେ । ନକ୍ଷତ୍ର ମାନଙ୍କ ମଧ୍ୟରେ ପୁଷ୍ୟା ନକ୍ଷତ୍ର ହେଉଛି ବହୁତ ଶୁଭ । ତ ଆସନ୍ତୁ ଜାଣିବା କଣ ସମସ୍ଯା ଥିଲେ କଣ କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଯଦି ଆପଣଙ୍କ ଧନର ଅଭାବ ରହିଛି ତ ଏହି ଉପାୟ କରିବା ଦ୍ଵାରା ଧନ ଅଭାବର ଚିନ୍ତା ଦୂର ହେବ ।

ଏହି ଗୁରୁପୁଷ୍ୟା ଯୋଗରେ ରାତି ୧୧ଟା ପରେ କୁବେର ଯନ୍ତ୍ରକୁ ପ୍ରତିଷ୍ଟ କରି ଶ୍ରୀସୂକ୍ତ ପାଠ କରିବେ । ଏହା କରିବା ଦ୍ଵାରା ଧନ ଜନିତ ସମସ୍ଯା ଥିଲେ ତାହା ଦୂରହେବ । ମା ଲକ୍ଷ୍ମୀଙ୍କ କୃପାରୁ ଧନର ଅଭାବ ରହିବା ନାହିଁ । ଦ୍ଵିତୀୟ ଉପାୟ ହେଉଛି ଯଦି ଆପଣ ସନ୍ତାନ ପାଇଁ କିଛି ସମସ୍ଯା ଥାଏ ବା ବହୁତ ଚିନ୍ତିତ ଥାନ୍ତି ତ ଏହି ସମସ୍ଯା ଏହି ଉପାୟ କରିବା ଦ୍ଵାରା ଦୂରହେବ । ଏହି ଗୁରୁପୁଷ୍ୟା ଯୋଗ ଦିନ ରାତି ୧୧ଟା ପରେ ସନ୍ତାନ ଗୋପାଳ ଯନ୍ତ୍ରକୁ ସ୍ଥାପନ କରନ୍ତୁ ।

୧୦୦୮ ଥର ଦେବକୀ ସୂତ ଗୋବିନ୍ଦ ବାସୁଦେବ ଜଗତପତେ ଦେହି ମେ ତନୟ କୃଷ୍ଣ ଶରଣ ଗତହ । ଏହି ମନ୍ତ୍ର ଜପ କରିବେ । ଏହା କରିବା ଦ୍ଵାରା ଯାହା ଆପଣ ସନ୍ତାନ ପୀଡା ଭୋଗ କରିଛନ୍ତି ସେଥିରୁ ବହୁତ ଶୀଘ୍ର ମୁକ୍ତ ହେବେ । ବହୁତ ଶୀଘ୍ର ସନ୍ତାନ ପ୍ରାପ୍ତି ହେବ । ତୃତୀୟ ଉପାୟ ହେଉଛି ଯଦି ଆପଣ ରାଜନୀତିରେ ବହୁତ ଆଗକୁ ଯିବା ପାଇଁ ଚାହାନ୍ତି ବା ଶତ୍ରୁ ପୀଡା ପାଉଛନ୍ତି ଶତ୍ରୁକୁ ବିନାଶ କରିବାକୁ ଚାହୁଛନ୍ତି ତ ଏହି ଉପାୟ କରିବା ଦ୍ଵାରା ସେଥିରେ ସଫଳ ହେବେ ।

ମଗଳା ମୁଖ୍ୟ ଜନ୍ତ୍ର ଆଣି ତାକୁ ସ୍ଥାପନ କରି ମଗଳା ର ମନ୍ତ୍ରକୁ ୧୦୦୮ଥର ଜପ କରିବା ଦ୍ଵାରା ସବୁ କ୍ଷେତ୍ରରେ ସଫଳ ହେବେ ଓ ଶତ୍ରୁ ମଧ୍ୟ ଦୂର ହେବେ । ଚତୁର୍ଥରେ ଯଦି ଆପଣଙ୍କର ବ୍ୟାପାରରେ ସମସ୍ଯା ଆସୁଥାଏ ତ ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ରାତି ୧୧ଟା ପରେ ୨୧ଟି ଗୋମତୀ ଚକ୍ର କୁ ଆଣି ଏକ ପିଢା ଉପରେ ନାଲି କପଡ଼ା ଉପରେ ରଖିବେ ଓ ଗୋମତୀ ଚକ୍ରକୁ ସ୍ଥାପନ କରିବେ । ଏହା କରିସାରିବା ପରେ ମା ଲକ୍ଷ୍ମୀଙ୍କର ମନ୍ତ୍ରକୁ ୧୦୦୮ଥର ଜପ କରିବେ । ଏହା କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଓ ବ୍ୟାପାରରେ କୌଣସି ସମସ୍ଯା ରହିବା ନାହିଁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *