2023 ରେ ରାହୁ ମେଷ ରାଶିରେ ପ୍ରବେଶ କରିବେ, ଏହା ଫଳରେ 12ଟି ରାଶି ଉପରେ କି ପ୍ରବାହ ପଡିବ… ଜାଣିବା ପାଇଁ ଦେଖନ୍ତୁ

ବନ୍ଧୁଗଣ ନମସ୍କାର । ଜ୍ଯୋତିଷ ଶାସ୍ତ୍ରର ନଅଟି ଗ୍ରହ ମଧ୍ୟରୁ ରାହୁ ଅନ୍ୟତମ ବୋଲି କୁହା ଯାଇଛି । ଅନ୍ୟ ସାତଟି ଗ୍ରହ ମଧ୍ୟରୁ ତାଙ୍କର କୌଣସି ଅସ୍ତିତ୍ଵ ନାହି । ଜୋତିଶ ଶାସ୍ତ୍ର ଅନୁସାରେ ଏହି ଗ୍ରହକୁ ବହୁତ ଗୁରୁତ୍ଵପୂର୍ଣ୍ଣ ଦିଆଯାଇଛି । ରାହୁଙ୍କୁ ଭ୍ରମର ଗ୍ରହ କୁହାଯାଇଥାଏ । ଏହି ଗ୍ରହ ମିଥ୍ୟା ଆଶା ଏବଂ ଅନ୍ଧବିଶ୍ୱାସ ଆଣିଥାଏ | ଏହା ନାକାରତ୍ମକ ପ୍ରବାହ ପକାଇଥାଏ । ଯଦି କୌଣସି ଜାତକର କୁଣ୍ଡଳିରେ ଶୁଭ ଭାବେ ରହିଥାଏ ତାହେଲେ ସେହି ଜାତକରେ ସାକାରାତ୍ମକ ଫଳ ମିଳିଥାଏ । ଏହା ବାହାରକଥାକୁ ଚିନ୍ତା କରିବାର ଏକ କାରଣ ବୋଲି କୁହାଯାଇଛି ।

ରାହୁ ମେଷ ରାଶିରେ ଗୋଚର କଲେ – ରାହୁ ମେଷ ରାଶିରେ ଏପ୍ରିଲ ମାସ ଠାରୁ ଗୋଚର କରିବ । ଏହା ଫଳରେ ଆପଣଙ୍କର ପରିବାରିକ କ୍ଷତ୍ର ଓ ବେପାର କ୍ଷେତ୍ରରେ କିଛି ଉଥାନ ପତନ ଦେଖା ଦବ। ଆପଣ ନିଜର ଚାକିରିକି ନେଇ ଚିନ୍ତିତ ରହିବେ । ପରିବାରରେ କିଛି ସୁଧାର ଆସିବ । ଆପଣ ଏଥି ପାଇଁ ନିଜର ଦୋଷ ଦେବେ ।

ବୃଷ ରାଶି –  ବୃଷ ରାଶିରେ ରାହୁ ତାଙ୍କର ଲଗ୍ନ ରେ ରହିବ। ଆପଣ ଏହି ବର୍ଷ କିଛିବି ଜରୁରୀ କାର୍ଯ୍ୟର ନିର୍ଣ୍ଣୟ ନେବେ ନାହିଁ । ଏହା ଆପଣଙ୍କ ପାଇଁ ଉଚିତ ସମୟ ନୁହେ । ଆପଣ ବହୁତ ଚିନ୍ତାରେ ପଡିବେ । ଆପଣ ବିଦେଶକୁ ଅଧ୍ୟୟନ କରିବାକୁ ଯିବେ । ଆପଣଙ୍କର ସ୍ଵପ୍ନପ୍ନ ପୁରା ହେବ ।

ମିଥୁନ ରାଶି –  ଏହି ସମୟଟି ଆପଣଙ୍କୁ ବହୁତ ମହଙ୍ଗା ପଡିବ । ଯଦି ଆପଣ ବ୍ଯବସାୟ କରୁଛନ୍ତି ତାହାଲେ ଆପଣ ଜଗି ରଖି ବ୍ଯବସାୟ କରନ୍ତୁ । ଆପଣଙ୍କର ବଡ ଭାଇ , ବଡ ଭଉଣୀ , ସାଙ୍ଗ ସାଥିଙ୍କ ସହିତ କିଛି ଭୁଲ ବୁଝାମଣା ହେବ । ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ।

କର୍କଟ ରାଶି –  ଆପଣଙ୍କର ବ୍ୟତିତ୍ଵ ସମସ୍ତଙ୍କ ଉପରେ ପ୍ରବାହିତ କରିବ । ଚାକିରି ଓ ପଇସା ପତ୍ର ମାମଲା କୁ ନେଇ ଟିକି ସାବଧାନ ରହିବେ । ଆପଣଙ୍କର ସମାଜରେ ପ୍ରତିଷ୍ଠା ହାସଲ କରିବେ । ଆପଣ ନିଜର ଚାକିରିକି ବଦଳାଇବାକୁ ଚିନ୍ତା କରିବେ ।

ସିଂହ ରାଶି –  ଆପଣଙ୍କର ପରିବାରରେ କିଛି ନୂଆ ଯୋଜନା କରିବେ । ଆପଣ ନିଜର ଲକ୍ଷ ଦିଗରେ ପହଞ୍ଚିଯିବେ । ଭଲ ପାଇବା ଦିଗରେ କିଛି ଉଥନ ପତନ ଦେଖା ଦବ । ଯେଉଁ ବ୍ୟକ୍ତି ଚାକିରି ଖୋଜୁଛନ୍ତି ସେମାନଙ୍କୁ ଚାକିରି ମିଳିଯିବ ।

କନ୍ୟା ରାଶି –  ଆପଣଙ୍କର ମନ ଅସ୍ଥିର ରହିବ । ନିଜର ପିତାଙ୍କ ସହିତ କିଛି ଯୁକ୍ତି ହେବାର ସମ୍ଭାବନା ଅଛି। ଆପଣ ନିଜର ପାଖା ପାଖି ଲୋକଙ୍କ ସହିତ ବହୁତ ଭଲ ବ୍ୟବହାର କରିବେ। ଆପଣ ନିଜର ଦକ୍ଷତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।

ତୁଳା ରାଶି – ଆପଣ ଏହି ବର୍ଷ ବହୁତ ଲାଭ ବାନ ହେବେ । ନିଜର ଲୋକଙ୍କ ସହିତ ଛୋଟ ମୋଟ ଝଗଡା ହବାର ସମ୍ଭାବନା ଅଛି। ବିବାହକରିଥିବା ବ୍ୟକ୍ତିଙ୍କର କିଛି ମାନ ମତାନ୍ତର ଦେଖା ଦେବ ।

ବିଛା ରାଶି –  ଆପଣଙ୍କର ପରିବାରରେ ସୁଖ ଶାନ୍ତି ଦେଖାଦବ । ଜୀବନ ସାଥିଙ୍କ ସହିତ ଦୁରସ୍ତନକୁ ବୁଲିବାକୁ ଯିବେ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋସନ ହେବ। ଆପଣଙ୍କର ଦରମା ବୃଦ୍ଧି ହବ ।

ଧନୁ ରାଶି –  ଆପଣଙ୍କର ଆଇନ ଗତ କିଛି ସମସ୍ଯା ଦେଖାଦେବ । ଆପଣଙ୍କର ପାରିବାରିକ ଜୀବନ ସୁଖ ଶାନ୍ତି ଦେଖା ଦେବ । ଅବିବାହିତ ବ୍ୟକ୍ତି ମାନଙ୍କର ବିବାହ ସ୍ଥିର ହୋଇଯିବ ।

ମକର ରାଶି –  ଆପଣଙ୍କର ଗୃହରେ କିଛି ମନୋରଞ୍ଜନ କାର୍ଯ୍ୟ ଅନୁଷ୍ଟିତ ହେବ । ଆପଣ ଅଧିକ ରୋଜଗାର କରିବାର ସକ୍ଷମ ହୋଇପାରିବେ । ଆପଣ କିଛି ସମ୍ପତି କ୍ରୟ କରିବେ । ପରିବାରରେ ହସ ଖୁସି ଦେଖାଦେବ ।

କୁମ୍ଭ ରାଶି – ଆପଣଙ୍କର ଏହି ବର୍ଷ କିଛି ନୂଆ କରିବାର ଇଛା ଶକ୍ତି ବୃଦ୍ଧିହେବ। ଆପଣ ଅଧିକ ଉପାର୍ଜନ କରିବେ । ଆପଣଙ୍କର ପରିବାରରେ ସୁଖ ଶାନ୍ତି ଦେଖା ଦେବ ।

ମୀନ ରାଶି – ଆପଣ ଏହି ବର୍ଷ ଦୁରସ୍ଥାନକୁ ଭ୍ରମଣ କରିବାର ସମ୍ଭାବନା ଅଛି। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପରିବାରରେ ସୁଖ ଶାନ୍ତି ଦେଖା ଦବ । ବ୍ୟବସାୟରେ ଲାଭବାନ ହେବେ ।

Leave a Reply

Your email address will not be published. Required fields are marked *