ବନ୍ଧୁଗଣ ତୁଳସୀ ଗଛ ପ୍ରତେକ ହିନ୍ଦୁ ଘରେ ରହିଥାଏ । ପ୍ରାଚୀନ ଗ୍ରନ୍ଥରେ ତୁଳସୀ ଗଛର ମହତ୍ଵ କୁହାଯାଇଛି । ତୁଳସୀ ପୃଥିବୀରେ ଥିବା ସମସ୍ତ ପବିତ୍ର ବନସ୍ପତି ଗଛ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତୁଳସୀ ଗଛ ଅନେକ ପ୍ରକାରର ରୋଗର ନାସ କରିବା ସହ ସାକାରାତ୍ମକ ଊର୍ଜା ସଂଚାର କରିଥାଏ । ତୁଳସୀ ଗଛ ଘରେ ରହିବା ଦ୍ଵାରା ସୁଖ ସମୃଦ୍ଧି ସହ ରୋଗ ଦୂରେଇ ଯାଇଥାଏ । ଏହି କାରଣରୁ ପ୍ରାଚୀନ କାଳରୁ ମୁନି ଋଷିମାନେ ତୁଳସୀ ଗଛକୁ ପୂଜା କରିବାର ବିଧାନ କରିଛନ୍ତି । ଆଜି ଆମେ ଆପଣଙ୍କୁ କେଉଁ ନାରୀ ତୁଳସୀ ପୂଜା କରିପାରିବେ ନାହି ସେହି ବିଷୟରେ କହିବାକୁ ଯାଉଛୁ ।
ତୁଳସୀ ଗଛ ଭୂମିର ପ୍ରତିନିଧି କରିଥାଏ ଯାହା ଭଗବବାନ ଶ୍ରୀ କୃଷ୍ଣଙ୍କର ଅବତାର ଭାବେ ମାନାଯାଏ । ହଗବାନ କୃଷ୍ଣଙ୍କୁ ସର୍ବାଧିକ ପ୍ରିୟ ଅଟେ । ଭଗବାନ କୃଷ୍ଣଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଲଗାଯାଏ ନାହି । ଯେଉଁ ପରିବାରର ଲୋକେ ଭଗବାନ କୃଷ୍ଣଙ୍କୁ ମାନିଥାନ୍ତି ସେହି ଘରେ ତୁଳସୀ ଗଛ ରହିବା ଜରୁରୀ ଅଟେ । ଭଗବାନଙ୍କ ପୂଜା କରିବା ସହ ତୁଳସୀ ଗଛର ପୂଜା କରିବା ଉଚିତ । ତୁଳସୀ ଗଛ ଭଗବାନ ବିଶୁଣୁଙ୍କର ପ୍ରିୟ ଅଟେ ।
ଯେପରି ଭାବେ ତାମସିକ କାର୍ଯ୍ୟ କରୁଥିବା ଲୋକଙ୍କ ଘରେ ଭଗବାନ ବିଶୁଣୁ ରୁହନ୍ତି ନାହି ଠିକ ସେହିପରି ତାମସିକ କାର୍ଯ୍ୟ କରୁଥିବା ଘରେ ତୁଳସୀ ଗଛ ଲଗାଇବା ଅନୁଚିତ । ଏହା ଅଶୁଭ ଫଳ ଦେଇଥାଏ । ଯେଉଁ ଘରେ ମାଂସ ରନ୍ଧା ଯାଇ ସେବନ କରଜେ ସେହି ଘରେ ତୁଳସୀ ଗଛ ଲଗାଇବା ଅନୁଚିତ । ଭଗବାନ ବିଶୁଣୁଙ୍କର ଭକ୍ତଙ୍କ ପାଇଁ ମଦ୍ୟପାନ ବର୍ଜିତ ହୋଇଥାଏ । ଯେଉଁ ଘରର ଲୋକେ ମଦ ବ୍ୟବହାର କରିଥାନ୍ତି ସେହି ଘରେ ତୁଳସୀ ଗଛ ଲଗାଇବା ଅନୁଚିତ । ଏପରି ହେଲେ ଲାଭ ବଦଳରେ କ୍ଷତି ହୋଇଥାଏ ।
କେବେ ବି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ରଖିବା ଅନୁଚିତ । ଏପରି ହେଲେ ଅଶୁଭ ଫଳ ମିଳିଥାଏ । ତୁଳସୀ ଗଛକୁ ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ । ତଳେ ତୁଳସୀ ଗଛ ଲଗାନ୍ତୁ ନାହି । ସର୍ବଦା ମାଟି ପତ୍ରରେ ଲଗାଇବା ଉଚିତ । ମାଟିର ତଳେ ତୁଳସୀ ଗଛ ଲଗାଇବା ଦ୍ଵାରା ରୋଗଗ୍ରସ୍ତଷ୍ଟହେବାର ସମ୍ଭାବନା ରହିଥାଏ । ଯେଉଁ ନାରିଙ୍କର ମାସିକ ଧର୍ମ ଚାଲିଥିବ ସେମାନେ ତୁଳସୀ ଗଛ ପୂଜା କରିବା ଅନୁଚିତ । ତୁଳସୀ ଗଛ ପବିତ୍ର ଗଛ ତେଣୁ ଏହାକୁ ପତୀବ୍ରତା ସ୍ତ୍ରୀ ହିଁ କରିପାରିବେ ।
ଯେଉଁ ସ୍ତ୍ରୀ ପର ପୁରୁଷ ସହ ସଂଭୋଗ ରଖିଥାନ୍ତି ତାଙ୍କୁ ତୁଳସୀ ପୂଜା କରିବା ଅନୁଚିତ । ଯଦି ଚରିତ୍ରହୀନା ସ୍ତ୍ରୀ ତୁଳସୀ ପୂଜା କରିଥାଏ ଅଶୁଭ ଫଳ ମିଳିଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ତ୍ରୀ କପଟ କରୁଥାଉ ବା ଖରାପ ଚିନ୍ତା କରୁଥାଏ ସେମାନେ ତୁଳସୀ ପୂଜା କରିବା ଉଚିତ ନୁହେଁ । ଏମିତି ହେଲେ ଅଶୁଭ ଫଳ ମିଳିଥାଏ । ଏହା ଥିଲା ତୁଳସୀ ଗଛ ସହ ଜଡିତ ବିଶେଷ କଥା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।