GK – 4ଟି ସେଓ କୁ ନ କାଟି ନ ଭାଙ୍ଗି 7 ଜଣ ଲୋକଙ୍କ ମଧ୍ୟରେ କେମିତି ବାଣ୍ଟି ହେବ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଏମିତି କିଏ ସେ ଯିଏ ଆମକୁ ସୁନ୍ଦର ସୁନ୍ଦର ସ୍ଵପ୍ନ ଦେଖାଇଥାଏ କିନ୍ତୁ ରାତି ରେ ସମସ୍ତଙ୍କ ପାଖକୁ ଆସିଥାଏ ?
ଉତ୍ତର- ନିଦ ।

2- ଏମିତି ଏକ ବାକ୍ୟ କୁହନ୍ତୁ ଯେଉଁଥିରେ ହିନ୍ଦୀ, ପଞ୍ଜାବୀ, ଉର୍ଦ୍ଦୁ ଓ ଇଂରାଜୀ ର ପ୍ରୟୋଗ କରାଯାଇଥାଏ ?
ଉତ୍ତର- ଇସ୍କ କି ଗଲି ବିଚ ନୋ ଏଣ୍ଟ୍ରି ।

3- ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉତ୍ତର- ନିଜେ ଇନ୍ଦିରା ଗାନ୍ଧୀ ।

4- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?
ଉତ୍ତର- ଧୋକା ।

5- ଜଜ ର ପୁଅ ଓକିଲ, ଓକିଲ ର ବାପା ପୋଲିସ ଅଟେ ତେବେ ଜଜ ଓକିଲ ର କଣ ହେବେ ?
ଉତ୍ତର– ଜଜ ତାଙ୍କ ମା ।

6- କଣ ଆପଣ ଜାଣିଛନ୍ତି କି ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ମଶାଲ ।

7- ଏମିତି କେଉଁ ପ୍ରାଣୀ ଯିଏ ନିଜ ସାଇଜରୁ 100 ଗୁଣା ବଡ ଖାଦ୍ୟ ଖାଇଥାଏ ?
ଉତ୍ତର- ସାପ ।

8- କେଉଁ ରେଲୱେ ଷ୍ଟେସନର ଏକ ଭାଗ ମହାରାଷ୍ଟ୍ର ରେ ଅଛି ଓ ଦ୍ଵିତୀୟ ଗୁଜୁରାଟ ରେ ଅଛି ?
ଉତ୍ତର- ନବପୁର ।

9- ଏକ ମାଦା ମଶା ଥରେ କେତୋଟି ଅଣ୍ଡା ଦେଇଥାଏ ?
ଉତ୍ତର- 100 ।

10- ମଣିଷ ପରେ ସବୁଠାରୁ ବୁଦ୍ଧିମାନ ଜୀବ କାହାକୁ କୁହାଯାଏ ?
ଉତ୍ତର- ଡଲଫିନ ।

11- କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ଜୀବ ଅଛି ଯିଏ ନିଜ ମୁହଁରେ ପାଣି ପିଇଥାଏ ?
ଉତ୍ତର- ବେଙ୍ଗ ।

12- ବିଶ୍ଵର ସବୁଠୁ ମହଙ୍ଗା ପଶୁ କିଏ ?
ଉତ୍ତର- ରେଶ ର ଘୋଡା ।

13- ଏମିତି କେଉଁ ଜୀବ ସେ ଯିଏ ନିଜ ଓଜନ ଠାରୁ 50 ଗୁଣା ଅଧିକ ଓଜନ ଉଠାଇପାରେ ?
ଉତ୍ତର- ପିମ୍ପୁଡି ।

14- 4ଟି ସେଓ କୁ ନ କାଟି ନ ଭାଙ୍ଗି 7 ଜଣ ଲୋକଙ୍କ ମଧ୍ୟରେ କେମିତି ବାଣ୍ଟି ହେବ ?
ଉତ୍ତର- ସେଓ ର ସେକ କରି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *