ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 25 ଅକ୍ଟୋବର ରୁ ନଭେମ୍ବର 3 ଯାଏଁ ଏହି ରାଶିର ସବୁ ଦୁଃଖ କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗବାଲି…

ବନ୍ଧୁଗଣ ପୋଛି ଦିଅନ୍ତୁ ଆଖି ରୁ ଲୁହ । କାରଣ ପ୍ରଭୁ ହନୁମାନ ଙ୍କ କୃପା ଏବେ କିଛି ରାଶିଙ୍କ ଉପରେ ପଡିବାକୁ ଯାଉଛି । ଆସନ୍ତା 25 ଅକ୍ଟୋବର ଠାରୁ ନଭେମ୍ବର 3 ତାରିଖ ଯାଏଁ ଏହି ରାଶିଙ୍କ ଉପରେ ହନୁମାନ ଜୀ ଙ୍କ ସୀମା କୃପା କିଛି ରାଶିଙ୍କ ଉପରେ ରହିବାର ଅଛି । ଏହି ରାଶିଙ୍କୁ ମିଳିବାକୁ ଯାଉଛି ଖୁସି ହିଁ ଖୁସି । ଏହି ରାଶିଙ୍କ ଜୀବନରେ ବଡ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଏମାନଙ୍କ ଭାଗ୍ୟ ଚମକାଇ ଦେବ । ଏହି ରାଶିଙ୍କର ସବୁ କଷ୍ଟ ଦୂର କରିବେ ବଜରଙ୍ଗବାଲି । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ।

ମେଷ ରାଶି : ଆପଣଙ୍କର ଭାଗ୍ୟ ଅଚାନକ ଚମକି ଉଠିବ । ହନୁମାନ ଜୀଙ୍କ କୃପ ଆପଣଙ୍କ ଉପରେ ରହିବ । ଆପଣଙ୍କ ଜୀବନରେ ଖୁଶିର ସମୟ ଆସୁଛି । ଖରାପ ସମୟ ଚାଲିଥିଲେ ତାହାର ଅନ୍ତ ହେବାକୁ ଯାଉଛି । ବେରୋଜଗାରଙ୍କୁ ମନ ମୁତାବକ ଚାକିରି ମିଳିବ । ଅଟକିଥିବା ତାଙ୍କ ଫେରି ପାଇବେ ।

ମିଥୁନ ରାଶି : ଆପଣଙ୍କର ସମାଜରେ ମାନ ସମାନ ବୃଦ୍ଧି ପାଇବ । ହନୁମାନ ଜୀଙ୍କ କୃପାରୁ ଅଚାନକ କୌଣସି ଦିଗରୁ ଧନର ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଟକିଥିବା କାମ ପୂରଣ ହେବ । କାହାକୁ ଉଧାର ଦେଇଥିବା ତାଙ୍କ ଫେରି ପାଇବେ । ଖରାପ ସମସ୍ୟାର ଶେଷ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ ।

ସିଂହ ରାଶି : ପ୍ରଭୁ ହନୁମାନଙ୍କ କୃପାରୁ ଆପଣ ଆର୍ଥିକ କ୍ଷେତ୍ରରେ ଆଗକୁ ବଢିବେ । ଯେଉଁ ଲୋନ କରିଥିଲେ ତାହା ସୁଝି ଦେବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିବ । ପାଠ ପଢାରେ ମନ ଲାଗିବ । ପ୍ରତିଯୋଗୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ନିସନ୍ତାନ ଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଦୂର ହେବ ।

ଧନୁ ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପାଠ ପଢାରେ ମନ ଲାଗିବ । ସୁନା ଜିନିଷ କ୍ରୟ କରି ପାରନ୍ତି । ଦୀର୍ଘ ଦିନ ଧରି ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ମନ ମୁତାବକ ଚାକିରି ମିଳିବ । ଆର୍ଥିକ ସ୍ଥିତିରେ ଦୃଢ ଆସିବ । ଚାକିରିରେ ପ୍ରମୋଶନ ହେବ । ବିଜନେସ କରୁଥିଲେ ଭଲ ଲାଭ କରିବେ । କୋର୍ଟ କଚେରୀ ମାମଲାର ସମାଧାନ ହେବ ।

ତୁଳା ରାଶି : ହନୁମାନ ଜୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ଦୁଃଖ ସମସ୍ଯା ଦୂର ହେବାକାଉ ଯାଉଛି । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ପୂର୍ବ କର୍ମ ଫଳର ପରିଣାମ ପାଇବେ । ବଡ ଧନ ଲାଭର ଯୋଗ ଅଛି । ଆପଣଙ୍କର ନିକଟରେ ଦରମା ବୃଦ୍ଧି ହୋଇପାରେ । କାର୍ଯ୍ୟ କରୁଥିଲେ ସମୟ ଭଲ ରହିବ । ଆସୁଥିବା ସମୟ ସଙ୍କଟ ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *