ଶୁଖିଲା କାଶ ହେଉ ବା କଫ ବାଲା ମାତ୍ର 5 ମିନିଟ ରେ ଭଲ ହେବ…

ବନ୍ଧୁଗଣ ଶୁଖିଲା କାଶ ଯେତେ ବି ପୁରୁଣା ହେଉ ମାତ୍ର 5 ମିନିଟରେ ଠିକ ହୋଇଯିବ । ଆଜିର ଏହି ହୋମ ରେମେଡି ର ସେବନ କରିବା ଦ୍ଵାରା କାସ ଭଳି ସମସ୍ଯା ତୁରନ୍ତ ଠିକ ହୋଇଯିବ । ଏହି ରେମେଡି ତିଆରି କରିବା ବହୁତ ସହଜ ଅଟେ । ଘରେ ମିଳୁଥିବା ସାମଗ୍ରୀ ସାହାର୍ଯ୍ୟ ରେ ଏହି ରେମଡି କୁ ତିଆରି କରି ପାରିବେ । ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । କଫ ବା ଶୁଖିଲା କାଶ ହେଉ ଉଭୟ କ୍ଷେତ୍ରରେ ଏହି ରେମେଡି ଟି ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କ ସହ 2ଟି ଘରୋଇ ଉପଚାର ସେୟାର କରିବୁ । ଆସନ୍ତୁ ଜାଣିବା ।

ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଗୋଲମରୀଚ । ଗଲା ରେ ଇନଫେକସନ ବଢି କାଶ ହେଉଥିଲେ ଗୋଲମରୀଚ ବେଶ ଲାଭଦାୟକ ହୋଇଥାଏ । ଏଥିପାଇଁ ଗୋଟା ଗୋଲମରୀଚ ବା ଗୁଣ୍ଡ ବ୍ୟବହାର କରି ପାରିବେ । ଯଦି ଗୋଲମରିଚ ଗୁଣ୍ଡା ଅଛି ତେବେ ଅଧା ଚାମଚ ଯଦି ନାହିଁ ତେବେ 10ରୁ 12ଟି ଗୋଲମରୀଚ ନିଅନ୍ତୁ । ଓ ଏହାକୁ ଗୁଣ୍ଡ କରନ୍ତୁ ।

ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ 7ରୁ 10 ବୁନ୍ଦା ଦେଶୀ ଗାଈ ଘିଅ । ଏହା ଶୁଖିଲା କାଶ ପାଇଁ ବେଶ ଲାଭଦାୟକ ଅଟେ । ଏହି ରେମେଡି ର ପ୍ରୟୋଗ କରିଲେ ତୁରନ୍ତ ଆରାମ ମିଳିବ । ଏହି ରେମେଡି କୁ ଅଳ୍ପ ଗରମ କରନ୍ତୁ । ଘିଅ ଗରମ ହେବା ମାତ୍ରେ ଗ୍ଯାସ ବନ୍ଦ କରି ଦିଅନ୍ତୁ । ଏବେ ଆପଣଙ୍କର ଏହି ରେମେଡି ତିଆରି ହୋଇଗଲା ।

ଏହାକୁ ଥରେ ବନାଇ ରଖିଦେଇ ଏହାର ସେବନ କରନ୍ତୁ । ଏହି ମିଶ୍ରଣ ରୁ ଅଳ୍ପ ନେଇ ଏହାକୁ ଚୋବାଇ ଖାଆନ୍ତୁ । ଯେମିତି ଆପଣଙ୍କ ଗଳା ରେ ଲାଗିବ । କାଶ ଭଳି ସମସ୍ଯା ଲାଗି ରହିଛି ବା ଆରମ୍ଭ ହୋଇଛି ଦେଖିବେ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ଗୋଲମରୀଚ ର ଫାଇନ ପାଉଡର ।

ଏକ ଚତୁର୍ଥାଂଶ ଗୋଲମରୀଚ ପାଉଡର ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଏକ ଚାମଚ ମହୁ । ଆଉ ଏକ ସାମଗ୍ରୀ ମିଶାଇବେ ଯାହା ହେଉଛି ଅଦା ରସ । ଯାହା କଫ ଜନିତ କାଶ ଠିକ କରିବା ପାଇଁ ରାମବାଣ ଅଟେ । ଏହାର ପ୍ରୟୋଗ କରିଲେ ଛାତି ରେ ଜମା କଫ ବାହାରିଯିବ । ଅଦା ରସ ବଳରେ ଏଥିରେ ସୁଣ୍ଠି ପାଉଡର ବ୍ୟବହାର କରି ପାରିବେ ।

ସୁଣ୍ଠି ପାଉଡର ପକାଇଲେ ମହୁର ମାତ୍ରା ବଢାଇବାକୁ ହେବ । ଏବେ ଏହାକୁ ମିଶ୍ରଣ କରି ଦିନକୁ 2ରୁ 3 ଥର ସେବନ କରନ୍ତୁ । ଯଦି ଅଧିକ କାଶ ହେଉଛି ତେବେ ଦିନକୁ 3 ଥର ଓ ଏବେ କାସ ଆରମ୍ଭ ହୋଇଥିଲେ ଅଧା ଚାମଚ ସେବନ କରନ୍ତୁ । ଶୁଖିଲା ଓ କାଶ ବାଲା କାସ ପାଇଁ ଏହି ରେମେଡି ଟି ନିଶ୍ଚୟ ଟ୍ରାଏ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *