5 ମଇ ଚନ୍ଦ୍ର ଗ୍ରହଣ, 6ଟି ରାଶି କୋଟିପତି ! ଶୀଘ୍ର ଦେଖନ୍ତୁ ଆପଣଙ୍କ ରାଶି ଛି କି ?

ପୃଥିବୀରେ ବର୍ଷକୁ ଦୁଇଥର ଚନ୍ଦ୍ର ଗ୍ରହଣ ଲାଗିଥାଏ । ଯେତେବେଳେ ପୃଥିବୀ ଓ ଚନ୍ଦ୍ର ଏକ ସରଲା ରେଖାରେ ଅବସ୍ଥାନ କରିଥାନ୍ତି ସେତେବେଳେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ଏହାକୁ ଚନ୍ଦ୍ର ଗ୍ରହଣ କୁହାଯାଇଥାଏ । ଏହି ଗ୍ରହଣର ପ୍ରଭାବ ସାରା ବିଶ୍ବରେ ପଡିଥାଏ । ଏହି ବୈଶାଖ ମାସର ପୁର୍ଣିମା ତିଥିରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଆଜି ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣରେ କିପରି ପ୍ରଭାବ ପକାଉଚି ଓ କେଉଁ କେଉଁ ରାଶିରେ ପ୍ରଭାବ ପକାଉଛି ।

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଉପଛାୟା ଚନ୍ଦ୍ର ଗ୍ରହଣ ହେବ କାରଣରୁ ଏହାର ସୁତକ କାଳ ମାନ୍ୟ ହେବ ନାହିଁ । ଏହି ସୁତକ କାଳ ସମୟରେ ଘରୁ ବାହାରିବ ମନ ହୋଇଥାଏ । କୌଣସି ଖାଦ୍ଯ ଗ୍ରହଣ କରିବା ଉଚିତ ହୋଇନଥାଏ । ଗର୍ଭବତୀ ମହିଳା ମାନଙ୍କୁ ବହୁତ ସତର୍କ ରହିବା ଉଚିତ । ଚନ୍ଦ୍ରଙ୍କର ଛାୟା ଯେପରି ଗର୍ଭବତୀ ମହିଳାଙ୍କ ଉପରେ ନପଡିବା ବହୁତ ଭଲ ହୋଇଥାଏ । କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ହୋଇନଥାଏ , ବା ଶୁଭ କାର୍ଯ୍ୟର ଆଲୋଚନା କରିବା ମଧ୍ୟ ଉଛି ନୁହେଁ ।

ଗ୍ରହଣ ସମୟରେ କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଗ୍ରହଣ ସମୟରେ ଛୋଟ ପିଲାଙ୍କୁ ବହୁତ ସତର୍କର ସହ ରଖିବା ଉଛି ଯେପରି ଚନ୍ଦ୍ରଙ୍କ ଛାୟା ନପଡେ । ଛୋଟ ପିଲା ,ବୃଦ୍ଧ ବ୍ୟକ୍ତି ,ଗର୍ଭବତୀ ମହିଳା ଖାଦ୍ଯ ଗ୍ରହଣ କରିପାରିବେ କିନତି ଖାଦ୍ଯରେ ତୁଲସୀ ପତ୍ର ପକାଇ ଖାଇବା ଉଚିତ । ଚନ୍ଦ୍ର ଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଛି ହୋଇନଥାଏ । କାରଣ ଏହା କରିବା ଦ୍ଵାରା ସନ୍ତାନ ଉପରେ କିଛି ପ୍ରଭାବ ପଡିଥାଏ । ଏହି ସମୟରେ ଘର ଭିତରେ ରହିବା ଉଚିତ ।

ଯେପରି ଚନ୍ଦ୍ରଙ୍କ ଛାୟା ଘର ଭିତରକୁ ନପଡେ । ଘରର ସମସ୍ତ କବାଟ ,ଝରକା ବନ୍ଦ ରଖିବା ଉଚିତ । ଏହି ଚନ୍ଦ୍ର ଗ୍ରହଣରେ ସବୁ ରାଶି ଉପରେ କିଛି ନା କିଛି ପ୍ରଭାବ ପଡିବାକୁ ଯାଉଛି । କିନ୍ତୁ କିଛି ରାଶି ଉପରେ ଭଲ ପ୍ରଭାବ ପଡିବାକୁ ଯାଉଛି । ଯାହା ଦ୍ଵାରା ସେହି ରାଶିର ବ୍ୟକ୍ତିଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ । ୧୨ଟି ରାଶି ମାନଙ୍କ ମଧ୍ୟରୁ ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଏହି ଚନ୍ଦ୍ର ଗ୍ରହଣ ପରଠାରୁ ବହୁତ ପରିବର୍ତ୍ତନ ହେବାକୁ ଯାଉଛି ।

ସେହି ୬ଟି ରାଶି ହେଉଛନ୍ତି ମେଷ ରାଶି ,ମିଥୁନ ରାଶି , କନ୍ୟା ରାଶି ,ମକର ରାଶି ,ମୀନ ରାଶି ଏବଂ  ସିଂହ ରାଶି । ଏହି ୬ଟି ରାଶିର ବ୍ୟକ୍ତି ବହୁତ ଭାଗ୍ଯବାନ ହେବାକୁ ଯାଉଛନ୍ତି । ଅନ୍ୟ ସବୁ ରାଶି ମାନଙ୍କର ମାଧ୍ୟମ ଧରଣର ରହୁଛି । ତୁଳା ରାଶିଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଅଶୁଭ ରହୁଛି । ସେଥିଲାଗି ତୁଳା ରାଶିର ବ୍ୟକ୍ତି ମାନେ ଓ ସ୍ଵାତି ନାଖେତ୍ରର ବ୍ୟକ୍ତି ମାନେ ବହୁତ ସାବଧାନ ରହିବା ଉଚିତ । ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *