ସାବିତ୍ରୀ ବ୍ରତରେ ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ ! ନଚେତ ସ୍ଵାମୀ ଜୀବନ ଉପରେ ଆସିଥାଏ ମହା ବିପଦ

ପୃଥିବୀରେ ଅନେକ ପ୍ରକାର ପର୍ବ ପର୍ବାଣି ରହିଥାଏ । ସବୁ ପର୍ବ ପର୍ବାଣିକୁ ସମସ୍ତ ମନୁଷ୍ୟ ବହୁତ ଧୂମଧାମରେ ପାଳନ କରିଥାନ୍ତି । ପରିବାରର ସମସ୍ତ ମହିଳା ମାନେ ସବୁ ଓଷା ବ୍ରତ କରିଥାନ୍ତି । ଅନେକ ପର୍ବ ଭିତରୁ ସାବିତ୍ରୀ ଏକ ବିରଳ ପର୍ବ ଅଟେ । ଏହି ପର୍ବକୁ ସମସ୍ତ ମହିଳା ମାନେ ନିଜ ସ୍ଵାମୀର ଆୟୁଷ ପାଇଁ ଏହି ବ୍ରତ ରଖିଥାନ୍ତି । ଆଜି ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତରେ ଭୁଲରେ କରିବା ଉଚିତ ହୋଇନଥାଏ । ପୃଥିବୀର ପ୍ରତେକ ସାଧବା ନାରୀ ମାନେ ଏହି ସାବିତ୍ରୀ ବ୍ରତ କରେଇଥାନ୍ତି ।

ବହୁତ ଆଗରୁ ମାନ୍ୟତା ରହିଛି ଏହି ବ୍ରତ ରଖିବା ଦ୍ଵାରା ସ୍ଵାମୀର ଆୟୁଷ ବଢିଥାଏ । ଅଖଣ୍ଡ ଶୋଭାଗ୍ଯ ଓ ସନ୍ତାନ ସୁଖ ପାଇବା ପାଇଁ ଏହି ବ୍ରତ ରଖିଥାନ୍ତି । ଶସ୍ତ୍ର ଅନୁସାରେ ପଟି ପତ୍ନୀଙ୍କ ମଧ୍ୟରେ ଅଧିକ ପ୍ରେମ ବଢାଇବା ପାଇଁ ଏହି ସାବିତ୍ରୀ ବ୍ରତକୁ ସମ୍ପୂର୍ଣ ବିଧିରେ କରିବା ଦ୍ଵାରା ପଟି ପତ୍ନୀଙ୍କ ମଧ୍ୟ ଆହୁରି ଅଧିକ ପ୍ରେମ ବଢିଯାଇଥାଏ । ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତର ପୂଜା କରିବା ସମୟରେ ସାବିତ୍ରୀ ମାଙ୍କୁ ଚଢାଇବା ଉଚିତ ହୋଇନଥାଏ । ଯାହା ଦ୍ଵାରା ସାବିତ୍ରୀ ବ୍ରତର ପୂଜା ଅଧାରେ ରହିଯାଏ ।

ଏହି ସାବିତ୍ରୀ ବ୍ରତରେ ମହିଳା ମାନେ ଷୋଳଶ୍ରୀଙ୍ଗାର କରିବା ବହୁତ ଭଲ ହୋଇଥାଏ । ଏହି ଦିନ କଳା ବା ଧଳା କପଡା ପରିଧାନ କରିବା ଉଚିତ ହୋଇନଥାଏ । ଏହି ଦିନ ଲାଲ ବସ୍ତ୍ର ପିନ୍ଧିବା ବହୁତ ଶୁଭ ହୋଇଥାଏ । ଏହି ଦିନ ଶ୍ରୀଙ୍ଗାର ଦାନ କରନ୍ତୁ ,ମାନେ ରଖିବେ ନିଜ ଜିନିଷରୁ ଦାନ କରନ୍ତୁ ନାହିଁ । ବାହାରୁ ଦୋକାନରୁ କିଣିକି ଦାନ କରନ୍ତୁ । ସାବିତ୍ରୀ ବ୍ରତ କରୁଥିବା ମହିଳାଙ୍କୁ ଲୁଣ ସେବନ କରିବା ଉଚିତ ନୁହେଁ । ଏହା ସହ ମହିଳା ମାନେ ଶାରୀରିକ ସମ୍ପର୍କ ରଖିବା ମଧ୍ୟ ଭଲ ନୁହେଁ ।

ସାବିତ୍ରୀ ବ୍ରତ ଦିନ ଘରେ କିଛି ମିଠା ଜିନିଷ ବନାଇବା ବହୁତ ଭଲ ହୋଇଥାଏ । ସାବିତ୍ରୀ ବ୍ରତ ଦିନ ମହିଳା ମାନେ ନିଜ କେଶ କାଟିବା ଉଚିତ ହୋଇନଥାଏ । ଏହି ଦିନ ଗଳାରେ ମଙ୍ଗଳ ସୂତ୍ର ଓ ମଥାରେ ସିନ୍ଦୁର ଲଗାଇବା ଭୁଲିଯିବେ ନାହିଁ । ଆସନ୍ତୁ ଜାଣିବା କେଉଁ ମହିଳା ଏହି ବ୍ରତ କରିବା ଉଚିତ ହୋଇନଥାଏ । ପ୍ରଥମ ଯେଉଁ ମହିଳା ନିଜ ସ୍ଵାମୀ ଅପେକ୍ଷା ପର ପୁରୁଷଙ୍କୁ ପସନ୍ଦ କରିଥାଏ ବା ଭଲ ପାଇଥାଏ । ସେହି ମହିଳା ଏହି ବ୍ରତ ରଖିବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ପାପର ଭାଗୀଦାର ହେବାକୁ ପଡିଥାଏ ।

ଦ୍ଵିତୀୟରେ ଗର୍ଭବତୀ ମହିଳା ମାନେ ଏହି ବ୍ରତ ରଖିବା ଉଚିତ ହୋଇନଥାଏ । ରଖିବେ କିନ୍ତୁ ଖାଇକି ଏହି ବ୍ରତ ପାଳନ କରନ୍ତୁ । ତୃତୀୟରେ ଯେଉଁ ମହିଳା ମାନେ ବିବାହ ହୋଇନାହାଁନ୍ତି ବା ବିବାହର ସାତ ଫେରା ନେଇନାହାନ୍ତି ଖାଲି କୋଟ ମ୍ୟାରେଜ କରି ସ୍ଵାମୀ ସ୍ତ୍ରୀ ରହିଛନ୍ତି ତ ଏହି ମହିଳା ଏହି ବ୍ରତ ରଖିବା ଉଚିତ ହୋଇନଥାଏ । ଚତୁର୍ଥରେ ଯେଉଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇ ଛାଡପତ୍ର ଯାଏ କଥା ଗଲାଣି ତ ସେହି ମହିଳା ଏହି ବ୍ରତ ରଖିବା ଉଚିତ ହୋଇନଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *