7 ମାର୍ଚ୍ଚ ଦୋଳ ପୂର୍ଣ୍ଣିମା/ହୋଲି, ବନୁଛି ଗ୍ରହ ମାନଙ୍କର ମହାସଂଯୋଗ, ଏହି 5ଟି ରାଶିରେ ଭୟଙ୍କର ଘଟଣା

ବନ୍ଧୁଗଣ ମାର୍ଚ୍ଚ 7ରେ ପଡୁଛି ଦୋଳ ପୂର୍ଣ୍ଣିମା । ଏହି ଥର ଦୋଳ ପୂର୍ଣ୍ଣିମା ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପଡୁଛି । ଏହି ଦିନ ସିଦ୍ଧି ଯୋଗ ବନୁଅଛି । ଏହି ଦୋଳ ପୂର୍ଣ୍ଣିମାରେ ବନୁଛି ଗ୍ରହରେ ଅଦଭୁତ ମହା ସଂଯୋଗ । ଦୋଳ ଯାତ୍ରା ହିନ୍ଦୁ ମାନଙ୍କର ବଡ ପର୍ବ ଅଟେ । ଝୁଲଣ ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା ହେଉଥିବାରୁ ଏହାର ନାମ ଦୋଳ ଯାତ୍ରା କୁହାଯାଏ । ଫାଲ୍ଗୁନ ଦଶମୀ ତିଥିରୁ ଆରମ୍ଭ ହୋଇ ହୋଲି ପର୍ବରେ ଶେଷ ହୋଇଥାଏ । ଏହି ଥର 4ଟି ଗ୍ରହ ଏକା ସହ ବସିଛନ୍ତି ଯାହା କାରଣରୁ କିଛି ରାଶିଙ୍କୁ ଲାଭ ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବୃଷ ରାଶି : ଆପଣଙ୍କୁ କହୁ ରଖୁଛୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଦୋଳ ପୂର୍ଣ୍ଣିମା ଦିନ ଠାରୁ ଇନକମରେ ଜବରଦସ୍ତ ବୃଦ୍ଧି ଘଟିବ । ଧନରେ ମାଲାମାଲ ହେବାରୁ କେହି ଅଟକାଇ ପାରିବେ ନାହି । ବିଜେନ୍ସ ବ୍ୟାପାର ଚାଲିଅଛି ଦୁଇ ଗୁଣା ଧନ ଲାଭ ହୋଇପାରେ । ଯଦି ଚାକିରି କରୁଛନ୍ତି ପ୍ରମୋଶନ ହୋଇପାରେ । ବିବାହରେ ଡେରି ହେଉଥିଲେ ବିଭର ଯୋଗ ବଣୁଛି ।

କନ୍ୟା ରାଶି : ଏହି ଥର ଦୋଳ ପୂର୍ଣ୍ଣିମା ଠାରୁ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ଆପଣଙ୍କୁ ଅନେକ ଜାଗାରେ ଧନର ଲାଭ ହେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଘର ପରିବାରରେ ସୁଖ ଦେଖିବାକୁ ମିଳିବ । ଯାହା ସମସ୍ଯା ଥିଲା ତାହା ଦୂର ହେବ ।

ସିଂହ ରାଶି : ସିଂହ ରାଶିର ଜାତକ ଏବେ ଆପଣଙ୍କ ଭାଗ୍ୟ ଦୁଇ ଗୁଣା ଚମକି ଉଠିବ । ପ୍ରଭୁ କୃଷ୍ଣଙ୍କ କୃପାରୁ ଦୋଳ ପୁର୍ଣ୍ଣିମା ଦିନ ଠାରୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ । ଅଧୁରା କାର୍ଯ୍ୟ ପୁରା କରିବାକୁ ଚେଷ୍ଟା କରିବେ । ପ୍ରଭୁ କୃଷ୍ଣଙ୍କ କୃପା ଆପଣଙ୍କ ଉପରେ ବସିବା । ଜମିବାଡି ମାମଲାରେ ଆପଣଙ୍କୁ ଲାଭ ମିଳିବ । ଧନରେ ଲାଭ ହେବ ।

ତୁଳା ରାଶି : ତୁଳା ରାଶିର ଜାତକଙ୍କ ଉପରେ ପ୍ରଭୁ କୃଷ୍ଣଙ୍କ କୃପା ଏବେ ବର୍ଷିବାକୁ ଯାଉଛି । ଅନେକ ଜାଗାରୁ ଧନର ଲାଭ ହେବ । ବିଜନେସରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀରୁ ଚାକିରି ଅଫର ଆସିପାରେ । ଘର ପରିବାରରେ ସାକାରାତ୍ମକ ମାହୋଲ ଦେଖିବାକୁ ମିଳିବ । ଆପଣ ନୂଆ ଘର, ଗାଡି, ଜମି କ୍ରୟ କରିପାରନ୍ତି ।

କୁମ୍ଭ ରାଶି : ଆପଣଙ୍କୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ଦୋଳ ପୂର୍ଣ୍ଣିମା ଠାରୁ ଅନେକ ଜାଗାରୁ ଧନରେ ବୃଦ୍ଧି ହେବ । ଆୟରେ ମଧ୍ୟ ଜବରଦସ୍ତ ଲାଭ ଦେଖିବାକୁ ମିଳିବ । ଅଟକିଥିବା ଧନ ପ୍ରାପ୍ତ ହେବ । ଭଗବାନ କୃଷ୍ଣଙ୍କ କୃପାରୁ ଘର ପରିବାରରେ ଖୁସି ଦେଖିବାକୁ ମିଳିବ । ଘରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଦେଖିବାକୁ ମିଳିବ । ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *