ହୋଲି ଦିନ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, 24 ଘଣ୍ଟା ଭିତରେ ବଦଳିବ ଆପଣଙ୍କ ଭାଗ୍ୟ… ଘରେ ହେବ ଧନର ବର୍ଷା

ବନ୍ଧୁଗଣ ହିନ୍ଦୁ ଧର୍ମରେ ହୋଲିର ଦିନକୁ ବହୁତ ପବିତ୍ର ଦିନ ମାନାଯାଇଥାଏ । ଏହି ଦିନ ଭଗବାନ ବିଶୁଣୁ ହିରଣ୍ୟକଶ୍ୟପ ନାମକ ରାକ୍ଷସ ବଦ୍ଧ କରିଥିଲେ । ଏହି ଦିନ ହିରଣ୍ୟ ଭଉଣୀ ହୋଲିକାର ଦହନ ମଧ୍ୟ ହୋଇଥିଲା । ଏଥିପାଇଁ ପ୍ରତେକ ବର୍ଷ ହୋଲି ଖେଳିବା ପୂର୍ବରୁ ହୋଲିକା ପର୍ବ ମନାଯାଇଥାଏ । କୁହାଯାଏ ଏହି ଦିନ ଭଗବାନ ବିଶୁଣୁଙ୍କ ପୂଜା ଠିକ ଭାବେ କରିବା ତେବେ କୃପା ଲାଭ ହୋଇଥାଏ ।

ନବ ଗ୍ରହର ସ୍ଥିତି ଠିକ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରିଲେ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ହୋଲି ଦିନ କେଉଁ ଜିନିଷ ଘରକୁ ଆଣିଲେ ଭାଗ୍ୟ ଚମକି ଉଠିଥାଏ ତାହା କହିବାକୁ ଯାଉଛୁ । ଆମେ ଯେଉଁ ସବୁ ଉପାୟ କହିବୁ ତାହା ବର୍ଷରେ ଥରେ ପ୍ରୟୋଗ ହେବ । ଏଥିପାଇଁ ଦୁଇଟି ଦିନ ରହିଥାଏ । ଚଳିତ ବର୍ଷ ମାର୍ଚ୍ଚ 7 ରେ ପଡୁଛି ଦୋଳ ପୂର୍ଣ୍ଣିମା । ଏହି ଦିନ ଭଗବାନ ବିଶୁଣୁ ହିରଣ୍ୟକଶ୍ୟପର ବଦ୍ଧ କରିଥିଲେ ।

ଏହି ଦିନ ସାକ୍ଷାତ ଭଗବାନ ବିଶୁଣୁଙ୍କ ଆଶୀର୍ବାଦ ପାଇବାକୁ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ସକାଳୁ ଶଯ୍ୟା ତ୍ୟାଗ କରି ସ୍ନାନ କରି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ଏହା ପରେ ଘରକୁ ଆସି ଘିଅର ଦୀପ ଜଳାଇ ଭଗବାନ ବିଶୁଣୁଙ୍କର ବୀଜ ମନ୍ତ୍ର ଓମ ନମହ ଭଗବତେ ନମହ ଜପ କରନ୍ତୁ । ଏହା ଦ୍ଵାରା ଭଗବାନ ବିଶୁଣୁ ଙ୍କ କୃପା ପ୍ରାପ୍ତ ହେବ ।

ଆପଣଙ୍କର ନବ ଗ୍ରହ ଭଲ ସ୍ଥିତିକୁ ଆସିବାକୁ ଚାହୁଁ ଥିଲେ ଏହି ଉପାୟ ନିଶ୍ଚୟ କରନ୍ତୁ । ଅପରାଜିତା ଫୁଲର ଗଛ ର ଚେର ସୂର୍ଯ୍ୟାସ୍ତ ପୂର୍ବରୁ ଘରକୁ ଆଣନ୍ତୁ ହୋଲିକା ଦହନ ଦିନ । ଏହାକୁ ଗଙ୍ଗା ଜଳରେ ଧୋଇ ଉଜା ଘରକୁ ଯାଆନ୍ତୁ । ହଳଦିଆ ରଙ୍ଗର କନା ନେଇ ଅପରାଜିତା ଛେ ରଖନ୍ତୁ ଓ ତାହାକୁ ନାଲି ସୂତାରେ ଗୁଡାଇ ବାନ୍ଧି ଦିଅନ୍ତୁ ।

ଏହା ପରେ ଭଗବାନ ବିଶୁଣୁଙ୍କ ବୀଜ ମନ୍ତ୍ର 108 ଥର ଜପ କରିବା ପରେ ହଳଦିଆ କପଡାକୁ ଘରର ଛାତ ଉପରେ ରଖନ୍ତୁ । କାହିଁକି ନା କୌଣସି ବ୍ଯକ୍ତିର ରାହୁ-କେତୁ ହୋଇଥାନ୍ତି ସେମାନେ ଛାତ ଉପରେ ବାସ କରନ୍ତୁ । ଏହାକୁ ଆର ବର୍ଷ ହୋଲି ଯାଏଁ ଛାତ ଉପରେ ରଖନ୍ତୁ । ଏହା ଦ୍ଵାରା ରାହୁ-କେତୁ ଦୋଷ ଦୂର ହୋଇଥାଏ । ଆପଣ ଜୀବନରେ ଯାହା ବି ନିସ୍ପତି ନେବେ ସେଥିରେ ସଫଳ ହେବେ ।

ହୋଲି ଦିନ ଘରେ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ସହ ସୂର୍ଯ୍ୟାସ୍ତ ପୂର୍ବରୁ କଦଳୀ ଗଛର ଚେର ଆଣି ପୂଜା ଘରେ ରଖନ୍ତୁ । ଘିଅ ଦୀପ ଜଳାଇ ମା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର 1001 ଥର କରନ୍ତୁ । ନାଲି କପଡାରେ କଦଳୀ ଚେର ସହ ସିନ୍ଦୁର, ଅକ୍ଷତ, ହଳଦୀ ପକାଇ ନାଲି ସୂତାରେ ବାନ୍ଧି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଦେଖିବେ ଧନର ବର୍ଷା ସାରା ବର୍ଷ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *