ଏହି 7ଟି ସଙ୍କେତ ଯାହା କହିଥାଏ କି ବ୍ୟକ୍ତିର ଭଲ ସମୟ ଆସୁଛି, Sri Krishna

ନମସ୍କାର ବନ୍ଧୁଗଣ । ସମୟକୁ ବହୁତ ଶକ୍ତିଶାଳି କୁହାଯାଏ । ଯାହା ମଣିଷକୁ ସୁଖ , ଦୁଖ, ଲାଭ , କ୍ଷତି ସବୁ ଶିଖାଇ ଥାଏ । ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଏମିତି ସମୟ ଆସେ ଯାହାକି ରାଜାକୁ ଗରିବ ଲୋକ ଓ ଗରିବ ଲୋକଙ୍କୁ ରାଜା ବନାଇଦିଏ । ତା ସହିତ ମଣିଷ ଜୀବନରେ କେବେ ଖୁସି ଆସିଥାଏ ତ କେବେ ଦୁଖ ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଜୀବନରେ ସୁଖ ଆସୁଛି କେମିତି ଜାଣିବେ ଆସନ୍ତୁ ବନ୍ଧୁଗଣ ଜାଣିବା । ଆସନ୍ତୁ ଆପଣଙ୍କୁ ଆମେ କିଛି ସଙ୍କେତ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ଦିନ କିପରି ଘଟିବ ଆପଣ ଜାଣିପାରିବେ ।

1ରେ – ଯେଉଁ ବ୍ୟକ୍ତିର ବ୍ରହ୍ମ ମୂହୁର୍ତ୍ତ ରେ ଆଖି ଖୋଲିଲା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବେ କିମ୍ବା କୌଣସି ବ୍ୟକ୍ତି କିଛି ଅର୍ଥକୁ ଅନ୍ୟ ସ୍ଥାନକୁ ନେଇଯାଉଛନ୍ତି  । ତାହେଲେ ଆପଣ ଜାଣିବେ ଆପଣକର ଭାଗ୍ୟ ବଦଳିଯିବ। ଖୁଶିର ଦିନ ଆସିଯିବ। ଭଗବାନ ତାଙ୍କ ଉପରେ ପ୍ରସନ୍ନ ରହିବେ । 2ରେ – ଯଦି କୌଣସି ମନୁଷ୍ୟ ସବୁବେଳେ ଖୁସି ରହିବ ଯାଏଁ ନିଜର କ୍ରୋଧ କୁ ନିୟନ୍ତ୍ରଣ ରଖନ୍ତି ତାହେଲେ ଆପଣ ଜାଣିବେ ଆପଣଙ୍କର ଜୀବନରେ ଖୁଶିର ଦିନ ଆସିଗଲା ଓ ଯଦି କିଛି ବ୍ୟକ୍ତି କିଛି ବିଷୟରେ ଭାବନ୍ତି ତାହେଲେ ଆପଣ ଜାଣିବେ ଆପଣଙ୍କର ଶୁଭ ଦିନ ଆସିଗଲା ।

3ରେ – ଯଦି ଆପଣଙ୍କର ଘର ସାମ୍ନା ରେ ଗାଈ ପ୍ରତିଦିନ ଆସି ଠିଆ ହେବ ଓ ମାଙ୍କଡ ଘରର ଜିନିଷକୁ ନିଜ ଇଛା ରେ ଉଠେଇନେବ କିମ୍ବା ଆପଣଙ୍କର ଘର ଅଗଣାରେ  ବିଲେଇ ଛୁଆ କରିଥିବ। କିମ୍ବା ପକ୍ଷୀ ଆସିକି ଘରେ ବସା କରିବ ତାହେଲେ ଆପଣ ଜାଣିଯିବେ ଆପଣଙ୍କର ବହୁତ ଭଲ ସମୟ ଆସିଗଲା ।  ଆପଣ ବହୁତ ଶକ୍ତିଶାଳି ହୋଇଯିବେ। ଆପଣ ନିଜ ଜୀବନରେ ବହୁତ କିଛି ନୂଆ କାର୍ଯ୍ୟ କରିବାକୁ ପଡିବ । 4ରେ – ଯଦି ଗୋଟେ ଛୋଟ ଛୁଆ ଘର ଆଗରେ ଆସି ସର୍ବଦା ଖେଳିବ । ତାହାଲେ ଆପଣ ଜାଣିବେ ଆପଣଙ୍କର ଭଲ ସମୟ ଆସିଗଲା । ଆପଣଙ୍କର ଘରେ କିଛି ମାଙ୍ଗଳିକ କର୍ମ ଅନୁଷ୍ଠିତ ହେବ । 5ରେ – ଯଦି କୌଣସି ବ୍ୟକ୍ତିର ଧନ ଖର୍ଚ କମ ହେଲା ଧନ କମାଇବାର ନୂଆନୂଆ ବାଟ ଦେଖା ଗଲା ତାହେଲେ ଆପଣ ଜାଣିବେ ଆପଣଙ୍କର ଖୁଶିର ଦିନ ଆସିଗଲା ଆପଣ ବହୁତ ଧନୀ ହେବେ । ତାଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

6ରେ- ଯଦି କୌଣସି ବ୍ୟକ୍ତି ପୂଜା କରିବା ବେଳେ ପୂଜା  ଥାଳି ରଖି ପୂଜା କରିବେ ତାଙ୍କୁ ଲାଗିବ କି ଭଗବାନ ହସୁଛନ୍ତି  କିମ୍ବା ବଡଦିନ ପରେ ତାଙ୍କ ଘରେ ବନ୍ଧୁ ଆସିଲେ ତା ହେଲେ ଆପଣ ଜାଣିବେ ଆପଣଙ୍କର ଖୁଶିର ଦିନ ଆସିଗଲା । 7ରେ – ଯଦି କୌଣସି ବ୍ୟକ୍ତି ସକାଳୁ କୌଣସି ଭଲ କାର୍ଯ୍ୟରେ ବାହାରକୁ ବାହାରିଲେ ଗଲାବେଳେ ରାସ୍ତା ରେ ଗାଈ କିମ୍ବା କୌଣସି ସାଧୁ ପୁରୁଷଙ୍କ ଦେଖା ହୋଇଗଲା ତା ହେଲେ ଆପଣ ଜାଣିବେ ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଇଛନ୍ତି ସେହି କାର୍ଯ୍ୟ ପୁରା କରିବେ ଓ ଆପଣଙ୍କର ଖୁଶିର ଦିନ ଆସିଗଲା । ତାହେଲେ ବନ୍ଧୁଗଣ ଜାଣିଲେ ତ ଆପଣଙ୍କର ଖୁଶିର ଦିନ ଆସିବା ପୂର୍ବରୁ ଆପଣ ମାନେ କେମିତି ଜାଣିପାରିବେ ।

Leave a Reply

Your email address will not be published. Required fields are marked *