ଝିଅମାନେ ନିଜର କେଉଁ 4ଟି କଥା ସମସ୍ତଙ୍କୁ ମିଛ ଖାଇ ଥାନ୍ତି ? ଏହା ସହ ଆହୁରି 10+ Ajira Anucinta

ବନ୍ଧୁଗଣ ଆପଣ ନିଜ ଜୀବନରେ କିଛି ନୂଆ କଥା ଶିଖିବାକୁ ଚାହୁଁ ଛନ୍ତି ତେବେ ଆଜିର କିଛି ବଡ ଓ ମହତ୍ଵ ପୂର୍ଣ୍ଣ ଅନୁଚିନ୍ତା ବିଷୟରେ ନିଶ୍ଚୟ ଜାଣନ୍ତୁ । ହିନ୍ଦୁ ଧର୍ମ ର ବିଭିନ୍ନ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ଈଶ୍ବରଙ୍କ ବହୁତ ସୁନ୍ଦର ରଚନା ବୋଲି ବିବେଚନା କରା ଯାଇଛି । ପ୍ରତେକ ସଫଳ ଲୋକଙ୍କ ସଫଳତା ପଛରେ ଜଣେ ନାରୀରର ପ୍ରେରଣା ରହିଥାଏ ।

ସାରା ସଂସାର ଈଶ୍ବରଙ୍କ ଋଣି ହୋଇଥାଏ ତାଙ୍କ ପରେ ନାରୀ ମାନଙ୍କର ସମସ୍ତେ ଋଣି ହୋଇଥାନ୍ତି । ଆଜି ନାରିଙ୍କ ବିଷୟରେ କିଛି ଅନୁଚିନ୍ତା ଜାଣନ୍ତୁ । ୧- ଶାସ୍ତ୍ର ଅନୁସାରେ ଯେଉଁ ଘରେ ନାରୀର ସମ୍ମାନ ହୋଇଥାଏ ସେଠାରେ ସର୍ବଦା ଦେବତା ବାସ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ବଦନାମ ଘରର କନ୍ୟା ହେଲେ ବି ଯଦି ଉତ୍ତମ ଗୁଣ ସମ୍ପନ୍ନ ହୋଇ ଉଚିତ ଶିକ୍ଷା ଦେଇଥାଏ ତେବେ ତାହା ଗ୍ରହଣୀୟ ହୋଇଥାଏ ।

୨- ସଂସାରରେ ଯେତେ ସୁନ୍ଦର ବସ୍ତୁ ରହିଛି ସବୁଠାରୁ ନାରିଙ୍କର ସୁନ୍ଦରତା ଅଧିକ ହୋଇଥାଏ । ସଂସାରରେ ବିଚିତ୍ର କଥା ଏହା କି ଗୋଟେ ନାରୀ ଆଉ ଗୋଟେ ନାରୀର ପରମ ଶତ୍ରୁ ହୋଇଥାଏ ।

୩- ଯେବେ ଜଣେ ନାରୀ ଶିକ୍ଷିତ ହୋଇଥାଏ ସେ ଦୁଇଟି କୁଳର ଅନେକ ପିଢୀକୁ ଶିକ୍ଷିତ କରାଇଥାଏ । ଯେଉଁ ଘରର ଅଗଣାରେ ସ୍ତ୍ରୀଙ୍କର ବାସ ହୁଏ ନାହି ସେହି ଘର ନର୍କ ହୋଇଥାଏ ।

୪- ଯେଉଁ ଘରେ ନାରୀକୁ ଶକ୍ତି ରୂପରେ ପୂଜା କରାଯାଏ ସେହି ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ନାରୀ ଯଦି ସ୍ବାମୀଙ୍କ ବିନା ଅନୁମତିରେ ବ୍ରତ, ଉପବାସ କରିଥାନ୍ତି ତାଙ୍କର ଆୟୁଷ କମ ହୋଇଥାଏ ।

୫- ସ୍ତ୍ରୀଙ୍କୁ କୌଣସି ଜିନିଷ ବୁଝାଇବା ଏତେ ସହଜ ହୋଇନ ଥାଏ , ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ଜିନିଷ ବୁଝିଥାନ୍ତି ।

୬- ନାରୀ ବିବାହ ପରେ ଖୁସିରେ ରହିଥାନ୍ତି ବୋଲି ମିଛ କହିଥାନ୍ତି । ଶାଶୁ ଘରେ ଯେତେ କଷ୍ଟ ହେଲେ ବି ଘରେ ସମସ୍ତଙ୍କୁ ଖୁସିରେ ଅଛି ବୋଲି ମିଛ କୁହନ୍ତି । ନାରୀ ନିଜ ବୟସ ବିଷୟରେ ସବୁବେଳେ ମିଛ କହିଥାନ୍ତି ଓ  ନିଜ ସ୍ଵାମୀର ରୋଜଗାର ବିଷୟରେ ମଧ୍ୟ ମିଛ କହିଥାନ୍ତି ।

୭- ଯେଉଁ ଲୋକଙ୍କ ସ୍ତ୍ରୀ ସ୍ବାମୀଙ୍କ ପ୍ରତି ପ୍ରେମ ଭାବ ରଖିଥାଏ ଓ ସଦାଚାରୀ ହୋଇଥାଏ ସେହି ବ୍ୟକ୍ତି ସ୍ଵର୍ଗ ସୁଖକୁ ବି ତୁଛ ମନେ କରିଥାଏ ।

୮- ଘରର ଦକ୍ଷିଣ ଦିଗକୁ ମୁହଁ କରି ନାରୀ ରୋଷେଇ କରିବା ଦ୍ଵାରା ଆଁଠୁ ଗଣ୍ଠି ଯନ୍ତ୍ରଣା ଦେଖାଦିଏ ।

୯- ଘରର ଉତ୍ତର ପୂର୍ବ ଦିଗରେ ସୌଚାଳୟ କରିବା ଅନୁଚିତ । ଏହା ନାରିଙ୍କ ପ୍ରତି ବଂଶ ବୃଦ୍ଧିରେ ବାଧକ ହୋଇଥାଏ ।

୧୦- ସ୍ଵାମୀ ସ୍ତ୍ରୀଙ୍କ ଶୋଇବା ଘର ଘରର ଉତ୍ତର ପୁରା ଦିଗରେ ହେବା ଅନୁଚିତ ନଚେତ ଏହା ସେମାନଙ୍କ ସନ୍ତାନ ଉତପତିରେ ବାଧା ସୃଷ୍ଟି କରିଥାଏ ।

୧୧- ସ୍ତ୍ରୀ ଲୋକଙ୍କ ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ହେଲେ ରସୁଣକୁ ପ୍ରତିଦିନ କିଛି ଦିନ ଖାଇବା ଉଚିତ । ଏହା ଦ୍ଵାରା ଗର୍ଭାଶୟ ପରିଷ୍କାର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *