80 ବର୍ଷ ପର୍ଯ୍ୟନ୍ତ ଆଁଠୁ ଗଣ୍ଠି ଫିଟ ରହିବ, କେବଳ 1 ଗ୍ଳାସ ପିଅନ୍ତୁ…

ବନ୍ଧୁଗଣ ଯଦି ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ହେଉଛି ବା କଷ୍ଟ ହେଉଛି ବା ଫୁଲା ରହୁଛି ବା ଚାଲିବା ବୁଲିବାରେ ସମସ୍ଯା ହେଉଛି ତାହା ଦୂର କରିବା ପାଇଁ ଏହି ଉପାୟ ଟି ନିଶ୍ଚୟ ଆପଣଙ୍କୁ ସାହାର୍ଯ୍ୟ କରିବ । ଏହି ସମସ୍ଯା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ଏହି ସମସ୍ଯା ହେବାର ମୁଖ୍ୟ କାରଣ କ୍ୟାଲସିୟମର ଅଭାବ । ବୟସ ବଢିବା ସହ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ ।

ସେହି କାରଣରୁ ଗଣ୍ଠି ଓ ହାଡ ଦୁର୍ବଳ ହୋଇଥାଏ । ଶରୀରର କୌଣସି ଅଙ୍ଗରେ ଏହି ସମସ୍ଯା ଦେଖାଯାଏ । ତେଣୁ ଆଁଠୁ ରୁ ଏହାର ଆରମ୍ଭ ହୋଇଥାଏ । ଓଜନ ଅଧିକ ହେବ ମଧ୍ୟ ଆଁଠୁ ଗଣ୍ଠି ବିନ୍ଧାର ପ୍ରମୁଖ କାରଣ ହୋଇଥାଏ । ଅନେକ ଥର ଆଁଠୁ ରେ ଗିରିଶ କମ ହୋଇଯିବ ଅମଧ୍ୟ ଆଁଠୁ ଗଣ୍ଠି ବିନ୍ଧର କାରଣ ହୋଇଥାଏ । ଆଁଠୁ ରେ ଗ୍ଯାପ ହେବା କାରଣରୁ ଆଁଠୁ ର ହାଡ ପରସ୍ପର ସହ ରଗଡିଥାଏ ଯାହା ଅଧିକ ପେନଫୁଲ ହୋଇଥାଏ ।

ତେବେ ଏହି ସମସ୍ଯା ଦୂର କରିବା ପାଇଁ ଆସନ୍ତୁ ଜାଣିବା ଏକ ରେମେଡି ବିଷୟରେ । ଏହି ରେମେଡି ବଣାଇବା ପାଇଁ ଆବଶ୍ୟକ ରହିଛି 50 ଗ୍ରାମ ମେଥି, 50 ଗ୍ରାମ ଜୀରା, 50 ଗ୍ରାମ ସୁଣ୍ଠି ପାଉଡର ଓ 25 ଗ୍ରାମ ଗୋଲମରୀଚ । ଏହି ସବୁ ସାମଗ୍ରୀ କୁ ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ ଏହାକୁ ଛାଣି ନିଅନ୍ତୁ । ଏହାକୁ ଆପଣ କାଚ ଜାର ରେ ଷ୍ଟୋର କରି ରଖିପାରିବେ ।

ଏହି ଗୁଣଦାର ଏକ ଚାମଚ ଗରମ ପାଣି ରେ ମିଶିଆ ଏହାର ସେବନ ଦିନକୁ 2 ଥର କରିବାକୁ ହେବ । ସକାଳୁ ଜଳଖିଆ ଖାଇବାର ଅଧ ଘଣ୍ଟା ପରେ ଓ ରାତି ରେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଏହା ପିଇବାକୁ ଅଳ୍ପ ରାଗ ଲାଗିପାରେ । ସେଥିପାଇଁ ଆପଣ ଏଥିରେ ଏକ ଚାମଚ ମହୁ ବା ଗୁଡ ଆଡ କରି ପାରିବେ । ଏହି ରେମେଡି ଆଁଠୁ ଗଣ୍ଠି ର ଯନ୍ତ୍ରଣା କମ କରିବ ।

ଏହା ସହ ଫୁଲା କମ କରିବ , ଗିରିଶ କୁ ପୂରଣ କରିବ । ଏହା ଦ୍ଵାରା ଚାଲିବା ବୁଲିବା ସାହାର୍ଯ୍ୟ କରିବ । ଏହି ରେମେଡି କୁ ନିହାତି 40 ଦିନ ଯାଏଁ ଲଗାତାର ସେବନ କରନ୍ତୁ । ଏହା ସହ ଯଦି ଆପଣଙ୍କର ଓଜନ ଅଧିକ ଅଛି ତେବେ ଓଜନ କମାଇବା ଉଚିତ । ଏହା ଛଡା କ୍ଷୀର ସେବନ କରିବା ଦ୍ଵାରା ଶରୀରରେ କ୍ୟାଲସିୟମର ଅଭାବ ପୂରଣ ହୋଇଥାଏ ।

ଆଁଠୁ ବିନ୍ଧା ସମସ୍ଯା ଥିଲେ ସଂପୂର୍ଣ୍ଣ ରୂପେ ଚାଲିବା ବୁଲିବା ବନ୍ଦ କରିବା ଉଚିତ ନୁହେଁ । ସାଇକେଲିଙ୍ଗ କରିବା ଦ୍ଵାରା ଆଁଠୁ ଉପରେ କମ ପ୍ରେସର ପଡେ । ଏହା ସହ ସ୍ଵୀଲିଙ୍ଗ ମଧ୍ୟ କରି ପାରିବେ । ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ରୁ ମୁକ୍ତି ପାଇ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *