ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ଆମ ଶରୀରକୁ ସୁସ୍ଥ ରଖିବାରେ କିଛି ଘରୋଇ ଉପଚାର କୁ ନେଇ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।
1- କଣ ଆପଣ ଜାଣିଛନ୍ତି କି ବାହାଘରେ ବର କୁ ନୋଟ ର ମାଳା କାହିଁକି ପିନ୍ଧାଯାଏ ?
ଉତ୍ତର- ପୁରୁଣା ପରମ୍ପରା କାରଣରୁ ।
2- ଏମିତି କେଉଁ ଖଜାନା ଅଛି ଯାହାକୁ ଯେତେ ଲୁଟାଇଲେ ତାହା ବଢିଥାଏ ?
ଉତ୍ତର- ଜ୍ଞାନ ।
3- ଭାରତରେ ଖୋଜା ଯାଇଥିବା ସବୁଠୁ ପୁରୁଣା ସହରର ନାମ କଣ ?
ଉତ୍ତର- ହଡପ୍ପା ।
4- କଣ ଆପଣ ଜାଣିଛନ୍ତି କି ଫ୍ରିଜର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ବିଲିଅନ କୁଲେନ ।
5- ଏମିତି କେଉଁ କମ୍ପାନୀ ଅଛି ଯିଏ ନିଜ କର୍ମଚାରୀଙ୍କ ମୃତ୍ୟୁ ପରେ ବି ସାଲାରି ଦେଇଥାଏ ?
ଉତ୍ତର- ଗୁଗଲ ।
6- ଭାରତରେ ସବୁଠୁ ଅଧିକ ବିଦ୍ୟାଳୟ କେଉଁ ରାଜ୍ୟରେ ଅଛି ?
ଉତ୍ତର- ବିହାର ।
7- ପ୍ରସାଦକୁ ହିନ୍ଦୀ ରେ କଣ କୁହାଯାଏ ?
ଉତ୍ତର- ଗୁଡେଡ ଫ୍ଡ଼ୁତ୍ସ ।
8- ଏମିତି କେଉଁ ଜୀବ ଅଛି ଯିଏ ଲଗାତାର 3 ବର୍ଷ ସୋଇଥାଏ ?
ଉତ୍ତର- ଘେଘା ।
9- କୁକୁଡା ଆକାଶରେ କେତେ ସମୟ ଯାଏଁ ଉଡିପାରେ ?
ଉତ୍ତର- 10ରୁ 15 ସେକେଣ୍ଡ ।
10- ମଣିଷର ସବୁଠୁ ପସନ୍ଦୀୟ ରଙ୍ଗର ନାମ କଣ ?
ଉତ୍ତର- ହଳଦିଆ ।
11- ଏମିତି କେଉଁ ଜୀବ ଅଛି ଯାହା ନିଆଁ ରେ ବଞ୍ଚି ରହିଥାଏ ?
ଉତ୍ତର- ମୋଷ୍ଟ ପିଗଲେଣ୍ଡ ।
12- ଡ୍ରୋନ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ମାନବ ରହିବ ବିମାନ ।
13- ଭାରତରେ ସମୁଦାୟ କେତେ ପ୍ରତିଶତ ଲୋକ ଇଣ୍ଟରନେଟ ର ବ୍ୟବହାର କରିଥାନ୍ତି ?
ଉତ୍ତର- 40% ।
14- ଭାରତର ସବୁଠୁ ବଡ ଚିଡିୟାଘର କେଉଁ ଠାରେ ଅଛି ?
ଉତ୍ତର- କୋଲକାତା ।
15- ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ କେବେ ବୟସ ସୀମା ହେବା ଉଚିତ ?
ଉତ୍ତର- 25 ବର୍ଷ ।
16- ଗଛରେ ଲାଗୁଥିବା ଦୁନିଆର ସବୁଠୁ ବଡ ଫଳ ର ନାମ କଣ ?
ଉତ୍ତର- କଟହଳ ।
17- ଏମିତି କେଉଁ ଜୀବ ଅଛି ଯିଏ 1 ଦିନରେ ମାତ୍ର 16 ମିନିଟ ଆରାମ କରିଥାଏ ?
ଉତ୍ତର- ପିମ୍ପୁଡି ।
18- ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକ ଫିଙ୍ଗି ଦେଇଥାନ୍ତି ଓ ଧନୀ ଲୋକ ନିଜ ପାଖରେ ରଖିଥାନ୍ତି ?
ଉତ୍ତର- ସିଙ୍ଘାଣି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।