90 ବର୍ଷ ପରେ 7 ମାର୍ଚ୍ଚ ଫାଲ୍ଗୁନ ପୂର୍ଣ୍ଣିମା ଦିନ ଏହି 4 ରାଶିରେ ଲାଗିବ ଲଟେରୀ, ଦେଖନ୍ତୁ ସେହି ଭାଗ୍ୟଶାଳୀ ରାଶି ଆପଣ ନୁହନ୍ତି ତ !

ନମସ୍କାର ବନ୍ଧୁଗଣ, ଟଙ୍କାର ଅଭାବ ପୂରଣ କରିବ ଫାଲଗୁନ ପୁର୍ଣିମା । ଏହି ପୁର୍ଣିମା ଦିନ ମାତା ଲକ୍ଷ୍ମୀଙ୍କ କୃପା ୪ ରାଶି ଉପରେ ରହିବା ପାଇଁ ଯାଉଛି । ଫାଲଗୁନ ପୁର୍ଣିମା ଭଳି ଶୁଭ ଦିନ ଆସିବା ପାଇଁ ୭ ମାର୍ଚ୍ଚ ଦିନ । ଏହିଦିନ ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନର ଅଭାବ ଦୂର ହେବା ସହ ସମସ୍ତ ପ୍ରକାର ସୁଖ ସୁବିଧା ମଧ୍ୟ ହାସଲ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହିଦିନ କେଉଁ ୪ଟି ରାଶିରେ ଲାଗିବା ପାଇଁ ଯାଉଛି ଲଟେରୀ ।

ମିଥୁନ ରାଶି: ଆପଣଙ୍କ ପାଇଁ ଫାଲଗୁନ ପୁରଣିମା ବହୁତ ଲାଭକାରୀ ସାବ୍ୟସ୍ତ ହେବାକୁ ଯାଉଛି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ରହିବ । ଏଥିପାଇଁ ଆପଣଙ୍କ ଭାଗ୍ୟରେ ଧନ ଲାଭ କରିବାର ସମ୍ଭାବନା ଅଧିକ ବଢିସାରିଛି । ଯଦି ଆପଣ ଚାକିରି କରୁଥାନ୍ତି ତେବେ ଚାକିରିରେ ଆପଣ ଉନ୍ନତି କରିବେ ।

ଆପଣଙ୍କର ଚାକିରିରେ ପଦୋନ୍ନତି ହେବାର ଯୋଗ ରହିଛି । ଜଫି ଆପଣ ବିଦେଶରେ ଚାକିରି କରିବା ପାଇଁ ଚାହୁଁଥାନ୍ତି ତେବେ ଏହା ସହ ଜଡିତ ଥିବା କୌଣସି ଏକ ବଡ ଖୁସି ଖବର ଆପଣଙ୍କୁ ମିଳିବ । ଆପଣଙ୍କ ଆୟରେ ବୃଦ୍ଧି ହେବ । ଆପଣଙ୍କର ବ୍ୟବସାୟରେ ଦୁଇଗୁଣ ଉନ୍ନତି ହେବ ।

କନ୍ୟା ରାଶି: ଆପଣଙ୍କ ପାଇଁ ଫାଲଗୁନ ପୁର୍ଣିମା ବହୁତ ଶୁଭ ରହିବା ପାଇଁ ଯାଉଛି । ଆପଣଙ୍କ ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ଚାରିଆଡେ ଆପଣଙ୍କ ପ୍ରଶଂସା କରାଯିବ ।ବ୍ୟବସାୟ ପାଇଁ ହେଉ ବା ରୋଜଗାର ପାଇଁ ହେଉ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଧନ ସହ ଜଡିତ ଥିବା ସମସ୍ତ ଅସୁବିଧା ଆପଣଙ୍କ ଜୀବନରୁ ଦୂର ହେବ ।

ମକର ରାଶି: ଆପଣଙ୍କୁ ବହୁତ ଭଲ ଶୁଭ ସନ୍ଦେଶ ମିଳିବାର ଯୋଗ ରହିଛି । ଆପଣଙ୍କ ଦ୍ଵାରା କରାଯାଇଥିବା ଅକ୍ଲାନ୍ତ ପରିଶ୍ରମର  ଆପଣ ବର୍ତ୍ତମାନ ସମୟରେ ଫାଇଦା ହାସଲ କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ । ଆପଣଙ୍କ ମଧୁର ବାଣୀ ପାଇଁ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାର ସହ ପୁରା ହୋଇଯିବ ।

ମୀନ ରାଶି: ମାତା ଲକ୍ଷ୍ମୀ ଏହିଦିନ ଆପଣଙ୍କ ଘରକୁ ଆଗମନ କରିବା ପାଇଁ ଯାଉଛନ୍ତି । ଏହିଦିନ ଆପଣଙ୍କ ପାଇଁ ବହୁତ ଅଧିକ ଲାଭ ଆଣିଦେବ । ଆପଣ ଅଧିକ ରୁ ଅଧିକ ଧନ ରୋଜଗାର କରିବା ପାଇଁ ସକ୍ଷମ ହେବେ । ବ୍ୟବସାୟରେ ଆପଣଙ୍କ ସକ୍ଷମତା ସମସ୍ତେ ଦେଖିବେ । ଏହିଦିନ ଆପଣଙ୍କୁ ଧନ ମିଳିବାର ଯୋଗ ରହିଛି । ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧୁର ହେବା ସହ ଚିନ୍ତା ମୁକ୍ତ ଭାବରେ ଆପଣ ସମୟ ବିତାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *