150 ବର୍ଷ ପରେ ଆଜିଠାରୁ ବନୁଛି ଏହି 9ଟି ରାଶିର ପୁତ୍ର ଧନ ପ୍ରାପ୍ତି ଯୋଗ, 100% ମିଳିବ ଖୁସି ଖବର

ପ୍ରତେକ ଜାଗାରେ ଦଶହରା ଖୁବ ଧୂମ ଧାମ ରେ ପାଳନ କରା ଯାଏ କହିବା ପାଇଁ ଗଲେ ଆମେ ଜାଣି ପାରିବା କି ଏବେ ଶାରଦୀୟ ଦଶହରା ଆରମ୍ଭ ହେବା ପାଇଁ ଯାଉଛି ଆଜି ଠାରୁ ମାନେ 7 ଅକ୍ଟୋବର ରୁ ଏହା ସହ ମହା ଦୁର୍ଲଭ ଯୋଗ ମଧ୍ୟ ହେବା ପାଇଁ ଯାଉଛି । ଯାହା ଆଡବାର ଆକିଛି ରାଶି ମାନନକ ସବୁ ପ୍ରକାର ଖୁଶି ମିଳିବା ପାଇଁ ଯାଉଛି । ଆମେ ଏହି ସମୟରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାର ଦେଖିବା ।

ମା ଦୂର୍ଗା ଙ୍କୁ ପୂଜା କରିବା ଦ୍ଵାରା ସବୁ ଲୋକଙ୍କ ମନସ୍କାମନା ଆମେ ପାଇବା ପାଇଁ ଯାଉଛେ । ଆମେ ନବ ରାତ୍ର ରେ ଯେଉଁ ଉପାୟ ମାନ କରୁ ଏହା ନିଶ୍ଚିତ ଭାବେ ଫଳ ପ୍ରଦ ହୋଇ ଥାଏ । ମାତା ଦୂର୍ଗା ନବ ଶକ୍ତି ସହ ଆମ ଘରକୁ ଆସି ଥାନ୍ତି । ଏହା ସହ ଗ୍ରହ ଦୋଷ ମାନ ମଧ୍ୟ ଖଣ୍ଡନ ହୋଇ ଯାଇ ଥାଏ ଏହା ସହ ଭୂମି ଦୋଷ ମଧ୍ୟ କାଟି ଯାଇଆ ଥାଏ । ମା ଦୂର୍ଗା ଙ୍କ ଆରାଧନା କରିବା ଦ୍ଵାରା ଆମ ଉପରେ ଥିବା ନଜର ଦୋଷ ମଧ୍ୟ କଟି ଯାଇ ଥାଏ । ଏହି ପୂଜା ସମୟରେ ମଙ୍ଗଳ ଗ୍ରହ ଖୁବ ଭଲ ପରିସ୍ଥିତି ରେ ଅଛି । ଏହା ମେଶ ଓ ବିଛା ରାଶି ଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବେ ।

ସନ୍ତାନ ସୁଖ ଭୂମି ସୁଖ ଓ ଏହା ସହ କିଛି ପୈତୃକ ଦୋଷ ରୁ ମଧ୍ୟ ମୁକ୍ତି ପାଇବା ପାଇଁ ଯାଉଛନ୍ତି ଏହି ରାଶିର ଲୋକ ମାନେ । ଦ୍ଵିତୀୟ ରେ ମିଥୁନ ଓ କର୍କଟ ରାଶି ମଧ୍ୟ ଏହି ନବ ରାତ୍ର ରେ ଆରମ୍ଭ ହେବା ପାଇଁ ଯାଉଛି । ସନ୍ତାନ ସୁଖ ମିଳିବ ଅପାଇନ ଯାଉଛି ମାତା ଦୂର୍ଗାଙ୍କ କୃପା ରୁ ଆପଣଙ୍କ ସବୁ କାମ ହୋଇଯିବ । ଏକ ବର ପତ୍ରରେ 11 ଟି ଚାଉଳ ଏକ ମିଠା ପାନ କିଛି କେଶର ଏକ ସୁପାରି ମା ଦୂର୍ଗା ଙ୍କୁ ଅର୍ପଣ କରନ୍ତୁ । ଏହା ସହ କନ୍ୟା ରାଶି ଓ ସିଂହ ରାଶି ମଧ୍ୟ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ଯେଉଁ କାମ ଅଟକି ଯାଇ ଥିବା ଏହା ଚାଲିବା ରେ ଲାଗିବ ।

ଧନୁ ରାଶି ପାଇଁ ଓ ମକର, କୁମ୍ଭ ରାଶି ମାନଙ୍କ ପାଇଁ ମଧ୍ୟ ଏହି ସମୟ ଉତ୍ତମ ଅଟେ । କିଛି ରାଶି ମାନଙ୍କ ପାଇଁ ଏହି ସମୟ ଟିକେ ଦେଖି ଚାହିଁ ବିତାଇବା ପାଇଁ ପଡିବ । ଆପଣ ମାନେ ମା ଦୂର୍ଗା ଙ୍କୁ ପୂଜା କରିବା ସହ ଭଗବାନ ଶିବ ଙ୍କୁ ମଧ୍ୟ ପୂଜା କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ଯା ଦୂର ହୋଇ ଜୀବ ଖୁବ ଶୀଘ୍ର । ଏହି ଚାରି ରାଶି ମାନେ ହେଲେ ଧନୁ, ତୁଳା, ବୃଷ, ମୀନ ରାଶି ଏହି ରାଶି ମାନଙ୍କ ପାଇଁ ସମୟ ଟିକେ କଠିନ ରହିବା ପାଇଁ ଯାଉଛି ।

Leave a Reply

Your email address will not be published. Required fields are marked *