ଜାଣନ୍ତୁ କେଉଁ ସମୟରେ ଦେଖିଥିବା ସ୍ଵପ୍ନ ହୋଇଥାଏ ସତ

ଆଜି ଆମେ କହିବା କି କେଉଁ ଭଳି ସ୍ଵପ୍ନ କେଉଁ ଭଳି ସମୟରେ ଦେଖିଲେ ଏହା ଭଲ ହୋଇଥାଏ । ଆପଣ ଜାଣି ଥିବେ କି କୁହାଯାଏ କି କିଛି ସ୍ଵପ୍ନ ଏହି ବହଳି ଥାଏ ଯାହା ସତ୍ୟ ହୋଇ ଯାଇ ଥାଏ ଯଦି ଆମେ ଏହାକାଉ ସମୟ ଅଠାଉ ଦେଖୁ ଥିବା ତ ନିଶ୍ଚିତ ଭାବେ ସତ ହୋଇଜୀବ । କିଛି ଜଣ ଏହାକୁ ସତ ମାନିବାକୁ ଗଲେ କିଛି ବୈଜ୍ଞାନିକ ମାନେ ସବୁ ବେଳେ ଏହାକୁ ମାନି ନଥାନ୍ତି କହି ଥାନ୍ତି କି ଆମେ ଯାହା କିଛି ଭି ଦେଖି ଥାଉ ତାହା ଆମର ସ୍ଵପ୍ନ ରେ ଦେଖା ଦେଇ ଥାଏ ।

ଆପଣ ଯଦି କେଉଁ କଥାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ମଧ୍ୟ ଏହା ଆପଣଙ୍କୁ ସ୍ଵପ୍ନ ରେ ଦେଖା ଯାଇ ଥାଏ । ଆମ ଚିନ୍ତା କରୁଥିବା ଚେତନ ମସ୍ତିକ ଆମକୁ ଶୋଇବା ପାଇଁ ଦେଇ ଥାଏ ମାତ୍ର ଆମ ଅଚେତନ ମନ ଆମକୁ ଯାହା ଦେଖାଇ ଥାଏ ତାହା ବୋଧେ ହୁଏ ଆପଣ ଭବିଷ୍ୟତ ରେ ଦେଖିବେ ।

କିନ୍ତୁ କିଛି ସ୍ଵପ୍ନ ଏହି ଭଳି ଭି ଥାଏ ଯାହାକୁ ଆମେ ସାଧାରଣ ଭାବେ ଦେଖିବା ସମୟ ଅନୁସାରେ ଏହା ସତ ହୋଇ ଥାଏ । ଆଜି ଆମେ କହୁଥିବା ସମୟ ରେ ଆପଣ ଯଦି ଦେଖହୁ ଥାନ୍ତି ଏହି ସବୁ ସ୍ଵପ୍ନ ତାହା ସତ ହୋଇ ଥାଏ ।

ସ୍ଵପ୍ନ ଶାସ୍ତ୍ର ଅନୁସାରେ କିଛି ସ୍ଵପ୍ନ ଦେଖିବା ଦ୍ଵାରା ଆମର ଖୁବ ଭଲ ହୋଇ ଥାଏ ଓ କିଛି ସ୍ଵପ୍ନ ଦେଖିବା ଦ୍ଵାରା ଆମର କ୍ଷତି ହୋଇ ଥାଏ । ଆପଣ ରାତିରେ ଶୋଇବା ପାଇଁ ଲେଟ କରୁଥିବେ ଯଦି ଅନେକ ସମୟରେ ତେବେ ଆପଣ ଜାଣି ରଖନ୍ତୁ ହୁଏ ତ ଆପଣ ରାଗି ଥିବା ସମୟରେ ବହୁତ କିଛି ଭାବି ନେଇ ଥାନ୍ତି ତାକୁ ଅନେକ ସମୟରେ ଦେଖି ଥାଉ ।

ମାତ୍ର ଆଜି ଆମେ କହିବା କି ଆପଣ ଯଦି ରାତିରେ 10 ରୁ 12 ମଧ୍ୟରେ ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ସତ ହେବାର ସମ୍ଭାବନା ଖୁବ କମ ଥାଏ । ମାତ୍ର ଆପଣ ଯଦି 12 ଟା ପରେ ଦେଖୁଥିବା ସ୍ଵପ୍ନ ଆମକୁ ସତ ହୋଇ ପାରେ ।

12 ଟା ରୁ 1 ଟା ଯାଏ ଆମେ ଯଦି ଦେଖିବା ତ ଆମେ ଜାଣି ପାରିବା କି ଏହା ମଧ୍ୟରେ ଦେଖୁଥିବା ସ୍ଵପ୍ନ ସତ ହୋଇଥାଏ । 1 ରୁ 2 ମଧ୍ୟରେ ଥିବା ସ୍ଵପ୍ନ ବହୁତ ଭଲ ହୋଇଥାଏ ତାହା ସତ ହୋଇ ଥାଏ । 2 ରୁ 3 ଟା ଭିତରେ ଥିବା ସ୍ଵପ୍ନ ଭି ସତ ହୋଇ ଥାଏ ।

3 ରୁ 4 ମଧ୍ୟରେ ଥିବା ସ୍ଵପ୍ନ 6 ମାସ ମଧ୍ୟରେ ଦେଖା ଯାଇ ଥାଏ । ସକାଳ 4 ରୁ 5 ଯାଏ ଦେଖି ଥିବା ସ୍ଵପ୍ନ 3 ମାସରେ ସାକାର ହୋଇ ପାରିବ । ତେବେ ଏହି ସବୁ ସ୍ଵପ୍ନ ଆପଣ ଭଲ ଦେଖନ୍ତୁ କିମ୍ବା ଖରାପ ସତ ହେବାର ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *