ବନ୍ଧୁଗଣ ଯଦି ଆପଣଙ୍କ ଘରେ ଝିଟିପିଟି ଅଛି ଓ ଆପଣ ଜ୍ଯୋତିଷ ଶାସ୍ତ୍ର ରେ ବିଶ୍ଵାସ କରୁଛନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଥିବା ଝିଟପିଟି ବିଷୟରେ କିଛି ଖାସ କଥା । କିଛି ଏମିତି ସଂକେତ ରହିଛି ଯାହା ଝିଟିପତି ଦ୍ଵାରା ଜଣା ପଡିଥାଏ ଯାହା ଆଗାମୀ ଭବିଷ୍ୟତର ସୂଚନା ଦେଇଥାଏ । ହିନ୍ଦୁ ଧର୍ମ ରେ ଶୁଭ ଓ ଅଶୁଭର ମାନ୍ୟତା ରହିଛି ଯାହା ପୁରାତନ କାଳ ରୁ ଚାଲି ଆସିଛି । କିନ୍ତୁ ଆଜିକାଲି ଲୋକେ ଏହାକି ଅନ୍ଧବିଶ୍ଵାସ ମନେ କରିଥାନ୍ତି ।
ପ୍ରାଚୀନ କାଳରେ ବିଦ୍ଵାନ ମାନଙ୍କ ଦ୍ଵାରା କିଛି ବିଶେଷ ଘଟଣା ଭବିଷ୍ୟତ ସମ୍ବଧରେ କୁହା ଯାଉଥିଲା । ଏହି ସବୁ ବିଶେଷ ଘଟଣା ହିଁ ଶୁଭ ଓ ଅଶୁଭ ହୋଇଥାଏ । ଆଜି ବି ଲୋକେ ଏହାକୁ ମାନି ଏହାର ପାଳନ କରିଥାନ୍ତି । ଝିଟିପତି ଏକ ସାମାନ୍ୟ ବି ଅଟେ ଯାହା ଆମ ସମସ୍ତଙ୍କ ଘରେ ଦେଖା ଯାଇଥାଏ । ଝିଟିପିଟି ଶରୀର ରେ ପଡିଲେ ଧ୍ୟାନ ଦେବା ଦରକାର ତାହା କେଉଁଠି ଓ କେଉଁ ଦିଗରେ ପଡିଛି । ଏହା ସହ ଶରୀରର କେଉଁ ଅଙ୍ଗ ଉପରେ ପଡିଛି ତାହା ଧ୍ୟାନ ଦେବା ଉଚିତ ।
ଏମିତି କରିବା ଦ୍ଵାରା ଆଗାମୀ ସମୟରେ ହେବାକୁ ଯାଉଥିବା ଶୁଭ ଓ ଶୁଭ ଘଟଣାର ସୂଚନା ମିଳିଥାଏ । ସାମାନ୍ୟତ ଯଦି ପୁରୁଷଙ୍କ ଡାହାଣ ହାତରେ ଝିଟିପତି ପଡିଥାଏ ତେବ ଏହା ଶୁଭ ହୋଇଥାଏ । ଯେମିତିକି ବାମ ହାତରେ ପଡିଲେ ଅଶୁଭ ହୋଇଥାଏ । ନାରୀ ମାନଙ୍କ ସମ୍ଭଧରେ ଏହି କଥା ପୁଅର ବିପରିତ ଅଟେ । ନାରୀ ମାନଙ୍କ ଡାହାଣ ହାତରେ ଝିଟିପିଟି ପଡିଲେ ଶୁଭ ଓ ବାମ ହାତରେ ପଡିଲେ ଅଶୁଭ ହୋଇଥାଏ । ଘରେ ଝିଟିପିଟି ପ୍ରେମ ପ୍ରସଙ୍ଗରେ ଦେଖାଗଲେ ପୁରୁଣା ମିତ୍ରଙ୍କ ସହ ଭେଟ ହେବାର ସୂଚନା ମିଳିଥାଏ ।
ଭୋଜନ କରିବା ସମୟରେ ତାହା ହେଲେ ଏହା ଶୁଭ ହୋଇଥାଏ । ନାରୀ ର ବାମ ଅଙ୍ଗରେ ଝିଟିପିଟି ପଡିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ଡାହାଣ ଅଙ୍ଗରେ ପଡିଲେ ଧନ ହାନି ହେବାର ସମ୍ଭାବନା ରହିଥାଏ । ନାରୀ ର ନାଭି ଉପରେ ଝିଟିପିଟି ପଡିଲେ ପୁତ୍ର ପ୍ରାପ୍ତିର ସମ୍ଭାବନା ରହିଥାଏ । ଯେବେ ଘରେ ଝିଟିପିଟି ଝଗଡା କରିବାର ଦେଖାଯାଏ ତେବେ ସାବଧାନ ରହିବା ଦରକାର । କୌଣସି ବ୍ଯକ୍ତିର ଆଁଠୁ ଉପରେ ହିଟିପିଟି ପଡିଥାଏ ତେବେ ଶୁଭ ଖବର ପ୍ରାପ୍ତ ହେବ ।
ଯିବା ଆସିବା ସମୟରେ ପୁରୁଷର ମୁଣ୍ଡ ଉପରେ ବା ଡାହାଣ ହାତରେ ଝିଟିପିଟି ପଡିଯାଏ ତେବେ ନିକଟ ଭବିଷ୍ୟତରେ ମାନ ହାନି ହେବାର ସଂକେତ ମିଳିଥାଏ । ଏହି ପ୍ରକାରରେ ଯଦି ବାମ ହାତରେ ପଡିଲେ ଧନ ହାନି ହେବ ସହ ରୋଗର ଶିକାର ହେବାକୁ ପଡିଥାଏ । ଯଦି ଝିଟିପିଟି ବ୍ଯକ୍ତିର ଡାହାଣ ହାତରେ ଚଢି ବାମ ହାତରେ ଖସିଥାଏ ତେବେ ନିକଟ ଭବିଷ୍ୟତରେ ପଦୋନ୍ନତି ଓ ଧନ ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।