40ଟି ସ୍ଵପ୍ନ ଓ ତାର ଅର୍ଥ: Swapna Sashtra

ଆପଣ ମାନେ ଜାଣି ଥିବେ କି ଆମେ ଜୀବନରେ ଅନେକ ଥର ଅନେକ ପ୍ରକାର ସ୍ଵପ୍ନ ଦେଖୁଥିଲେ ମାତ୍ର ଆମେ ଏହାର ଅର୍ଥ ଜାଣିନେ । ଆଜି ଆମେ ଆପଣଙ୍କୁ କିଛି ସ୍ଵପ୍ନ ର ମାନେ କହିବା ଯାହାକୁ ଦେଖିଲେ ଏହାର ଅର୍ଥ କଣ ଆପଣ ଜାଣି ପାରିବେ । ଆପଣ ଯଦି ଚାନ୍ଦ ଦେଖୁଛନ୍ତି – ସମ୍ମାନ ମିଳିବ । ଚିଲ ଦେଖୁଛନ୍ତି – ଶତୃଙ୍କ ଠୁ ହାନି । ତାରା ମଣ୍ଡଲ ଦେଖିବା ଦ୍ଵାରା – ସୌଭାଗ୍ୟ ରେ ବୃଦ୍ଧି ମିଳେ । ତାସ ଦେଖିବା ଦ୍ଵାରା – ସମସ୍ଯା ଆସିବା ।

ତିର ଦେଖିବା – ସଫଳତା ମିଳିବ । ଆପଣ ଯଦି ଘାସ ଦେଖୁଛନ୍ତି – ଜୀବନର ସମସ୍ଯା ଆସିବ । ତ୍ରିସୁଲ ଦେଖିବା – ଶତୃଙ୍କ ଠୁ ମୁକ୍ତି । କ୍ଷୀର ଦେଖିବା – ଆର୍ଥିକ ଉର୍ଣ୍ଣତି । ଶତ୍ରୁ ଦେଖିବା – ଉତ୍ତମ ଧନ ଲାଭ । ରୁଦ୍ରାକ୍ଷ ଦେଖିବା – ଶୁଭ ସମାଚାର ମିଳିବ ।

ନଦୀ ଦେଖିବା – ସୌଭାଗ୍ୟ ରେ ବୃଦ୍ଧି । ନୀଳ ଗାଈ ଦେଖିବା – ସୁଖ ର ପ୍ରାପ୍ତି । ନେଉଳ ଦେଖିବା – ଶତ୍ରୁ ଭୟରୁ ମୁକ୍ତି । ପଗଡି ଦେଖିବା – ମାନ ସମ୍ମାନ ରେ ବୃଦ୍ଧି । ବସନ୍ତ ଋତୁ ଦେଖିବା – ସୌଭାଗ୍ୟ ରେ ବୃଦ୍ଧି । ବେଲ ପତ୍ର ଦେଖିବା ନୂଆ ମିତ୍ର ମିଳିବା ।

ଭିକ ମାଗିବା – ଧନ ହାନି ହେବା । ମହୁ ଦେଖିବା – ଜୀବନରେ ଅନୁକୂଳତା ଆସିବା । ଟଙ୍କା ଦେଖିବା – ଧନ ଲାଭ । ସ୍ଵର୍ଗ ଦେଖିବା – ଭୌତିକ ସୁଖ ରେ ବୃଦ୍ଧି । ସ୍ତ୍ରୀ କୁ ଦେଖିବା – ଦାଂପତ୍ଯ ରେ ପ୍ରେମ ବଢିବା । ପାରା କୁ ଦେଖିବା – ରୋଗ ରୁ ମୁକ୍ତି ।

ଅଜଗର ଦେଖିବା – ବେପାର ରେ ହାନି ହେବା । ଝିଟିପିଟି ଦେଖିବା – ଘରେ ଚୋରୀ ହେବା । ପକ୍ଷୀ ଦେଖିବା – ଚାକିରି ରେ ସଫଳତା । ଶୁଆ ଦେଖିବା – ସୌଭାଗ୍ୟ ରେ ବୃଦ୍ଧି । ଅଳେଇଚ ଦେଖିବା – ମା ସମାନ ର ପ୍ରାପ୍ତି । ଖାଲି ଥାଳି ଦେଖିବା – ଧନ ପ୍ରାପ୍ତି ର ଯୋଗ ।

ବାଘ ଦେଖିବା – ଶତ୍ରୁ ଉପରେ ବିଜୟ । ହାତୀ ଦେଖିବା – ଐଶୁର୍ଯ ର ପ୍ରାପ୍ତି । ଧଳା ବିଲେଇ ଦେଖିବା – ଧନ ର ହାନି । ଥଣ୍ଠ ଥିବା ପକ୍ଷୀ ଦେଖିବା – ବ୍ୟବସାୟ ରେ ଲାଭ । ଶୁଖିଲା ଜଙ୍ଗଲ ଦେଖିବା – ସମସ୍ଯା ଆସିବା । ସଳିତା ଜଳେଇବା – ଧନର ପ୍ରାପ୍ତି । ମୃତ୍ୟୁ ଶରୀର ଦେଖିବା – କାମ ପୁରା ହେବା ।

ଆଭୁଶଣ ଦେଖିବା – କାମ ପୁରା ହେବା । ଯାମୁନ ଖାଇବା – ସମସ୍ଯା ଦୂର ହେବା । ଜୁଆ ଖେଳିବା – ବେପାର ରେ ଲାଭ । ଚାନ୍ଦି ଦେଖିବା – ଧନ ଲାଭ । କାଦ ଦେଖିବା – ଚିନ୍ତା ବଢିବା । କଇଁଚି ଦେଖିବା – ଯଶ ବଢିବା । ଫଳ ଖାଇବା – ଧନ ଲାଭ ହେବା । ସୁନା ମିଳିବା – ଧନ ହାନି । ଧୂଆଁ ଦେଖିବା – ବେପାର ରେ ହାନି । ଭୂକମ୍ପ ଦେଖିବା – ସନ୍ତାନ କୁ କଷ୍ଟ ।

Leave a Reply

Your email address will not be published. Required fields are marked *