ବିନା ଔଷଧ ଓ ଅପରେସନରେ ମୂଳରୁ ଶେଷ ହୋଇଯିବ ଅର୍ଶ (Piles), ମାତ୍ର ଏହି 2ଟି ଘରୋଇ ଉପଚାର ଦ୍ଵାରା- Healthy Tips

ବନ୍ଧୁଗଣ ଅର୍ଶ ହେବାର ମୁଖ୍ୟ କାରଣ ହୋଇଥାଏ କବଚ ବା କୋଷ୍ଠ କାଠିନ୍ଯ । ଯେବେ କବଚ ସମସ୍ଯା ହୁଏ ପେଟ ଠିକ ଭାବେ ସଫା ହୁଏ ନାହି । କବଚ କାରଣରୁ କିଛି ଲୋକ ପ୍ରେସର ପକାଇଥାନ୍ତି ମଳତ୍ଯାଗ କରିବା ସମୟରେ ଯାହା କାରଣରୁ ମଳଦ୍ଵାର ରେ ଥିବା ସିର ଭେଁ ଫୁଲି ଯାଇଥାଏ । ସେଥିପାଇଁ କିଛି ଶୀର ବାହାରକୁ ବାହାରିଥାଏ ଯାହାକୁ ଅର୍ଶ କୁହାଯାଏ । ଆଉ କିଛି ଶୀର ଭିତରକୁ ରହିଥାଏ ଯାହା ଉପରେ ପ୍ରେସର ପଡେ । ଅର୍ଶ ୨ ପ୍ରକାରର ଯଥା ଶୁଖିଲା ଅର୍ଶ ଯେଉଁଥିରେ ରକ୍ତ ପଡେ ନାହି ଓ ଅନ୍ୟଟି ରକ୍ତାର୍ଷ ଯେଉଁଥିରେ ରକ୍ତ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଅର୍ଶ, ମଳକଣ୍ଟକ, ବିନା ଔଷଧରେ ଭଲ ହେବାର ହୋମ ରେମଡି ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ପାଇଁ ୨୫୦ ଗ୍ରାମ ପିଆଜ ନିଅନ୍ତୁ । ଏହା ପରେ ପିଆଜକୁ ଛୋଟ ଛୋଟ ପିସ କରି କାଟି ଖରା ରେ ଶୁଖାଇ ଦିଅନ୍ତୁ । ଯେତେ ଯାଏଁ ଯାଏଁ ପିଜା ରୁ ପାଣି ସଂପୂର୍ଣ୍ଣ ନ ଶୁଖିଛି ସେତେ ଯାଏଁ ଖରା ରେ ସୁଖାନ୍ତୁ । ଏହା ପରେ ଏକ ପ୍ୟାନ ରେ ଏକ ଚାମଚ ଘିଅ ପକାଇ ପିଆଜକୁ ବ୍ରାଉନ ରଙ୍ଗ ହେବା ଯାଏଁ ଭାଜନ୍ତୁ ।

ଆପଣଙ୍କର ପିଜା ହାଲକା ବ୍ରାଉନ ହେବା ପରେ ସଂପୂର୍ଣ୍ଣ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଶୁଖିଲା ଅର୍ଶ ଶେଷ କରିବା ପାଇଁ ଏକ ଚାମଚ ପିଆଜ ପେଷ୍ଟରେ ଏକ ଚାମଚ ମିଶ୍ରି ଗୁଣ୍ଡ ପକାନ୍ତୁ । ଏହା ପରେ ଆଡ କରନ୍ତୁ ଏକ ଚାମଚ ଦେଶୀ ଘିଅ ।

ଏହି ୩ଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ ଯାହା ଅର୍ଶ ଭଳି ରୋଗକୁ ଦୂର କରିବା ପାଇଁ ଚମତ୍କାରୀ ରେମେଡି ଅଟେ । ଆପଣ ଏହାକୁ ୩ ଦିନ ଲଗାତାର ସେବନ କରନ୍ତୁ । ଦେଖିବେ ପ୍ରଥମ ଦିନରୁ ଏହାର ଫରକ ଦେଖାଯିବ । ଶୁଖିଲା ଅର୍ଶ ଦୂର କରିବା ପାଇଁ ଏହି ରେମଡି ବହୁତ ଚମତ୍କାରୀ ଓ ବହୁ ପୁରାତନ ଘରୋଇ ଉପଚାର ଅଟେ ।

ଦ୍ଵିତୀୟ ରେମଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଲେମ୍ବୁ ଯାହା ରକ୍ତାର୍ଷ ଦୂର କରିବା ପାଇଁ ବହୁତ ଚମତ୍କାରୀ ହୋଇଥାଏ । ଲେମ୍ବୁ ରସ ନେଇ ସେଥିରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ଯେତିକି ଆପଣ ପିଇ ପାରିବେ ସେତିକି କ୍ଷୀର ନେଇ ଅଳ୍ପ ଲେମ୍ବୁ ରସ ପକାଇ ତୁରନ୍ତ ଏହାର ସେବନ କରନ୍ତୁ । ନଚେତ କ୍ଷୀର ଛିଡିଯିବ କାରଣ ଲେମ୍ବୁ ରସ ସଂସ୍ପର୍ଶରେ ଆସିଲେ ।

ଏମିତି ଥରକ ପର ଥରେ କ୍ଷୀର ନେଇ ଲେମ୍ବୁ ରସ ମିଶାଇ ତୁରନ୍ତ ସେବନ କରନ୍ତୁ । ଆପଣ ନିହାତି ଏହାକୁ ଟ୍ରାଏ କରି ଦେଖନ୍ତୁ । ପ୍ରଥମ ଦିନରୁ ଆପଣ ଏହାର ଫରକ ଦେଖାଯିବ । ଶୁଖିଲା ଅର୍ଶ ଓ ରକ୍ତାର୍ଷ ରୁ ମୁକ୍ତି ପାଇବା ପାଇଁ ଏହି ୨ଟି ଉପଚାର ଲାଭଦାୟକ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *