ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିବାହ ପ୍ରତେକ ମଣିଷ ଜୀବନରେ ଥରେ ଆସିଥାଏ । ବିବାହ ହେଉଛି ଏକ ପବିତ୍ର ବନ୍ଧନ ଯାହା ପ୍ରତେକ ପୁଅ ଓ ଝିଅଙ୍କ ଜୀବନରେ ବହୁତ ଖାସ ଓ ଗୁରୁତ୍ଵ ପୂର୍ଣ୍ଣ ହୋଇଥାଏ । ତେବେ ଜୀବନ ସାଥି ଠାରୁ ସୁଖ ଶାନ୍ତି ଓ ଭଲ ପାଇବା ମିଳିବା ଆଶାରେ ବିବାହ କରିଥାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ବିବାହ କିଛି ଦିନ ପାଇଁ ଚିର ସ୍ଥାୟୀ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ବିବାହ କରି ପୁରୁଷ ଓ ନାରୀ ଉଭୟ ପରସ୍ପରର ହାତ ସାତ ଜନ୍ମ ଯାଏଁ ଧରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୩ଟି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ପରେ ମୃତ୍ୟୁ ଯାଏଁ ନିଜ ସାଥିଙ୍କର ହାତ ଛାଡନ୍ତି ନାହି ।
ମକର ରାଶି : ଏହି ରାଶିର ଲୋକ ମାନେ ପ୍ରେମ ମାମଲାରେ ବହୁତ ଗମ୍ଭୀର ହୋଇଥାନ୍ତି । ବାହାଘର ପରେ ଏମାନଙ୍କର ସମ୍ପର୍କ ଜନ୍ମ ଜନ୍ମର ହୋଇଯାଏ । ଏମାନେ ସମ୍ପର୍କକୁ କେବେ ଅବହେଳା କରନ୍ତି ନାହି । ଯାହା କାରଣରୁ ଏମାନଙ୍କର ଦାଂପତ୍ଯ ଜୀବନ ବହୁତ ଭଲ ହୋଇଥାଏ । ଏମାନେ ନିଜ ସାଥିଙ୍କର ବହୁତ କେୟାର ନେବା ସହ ଆଖି ବନ୍ଦ କରି ଭରସା କରିଥାନ୍ତି ।
ଯଦି ଆପଣ ଖକୁ ଭଲ ପାଉଛନ୍ତି ବା ବିବାହ କରିବାକୁ ଯାଉଛନ୍ତି ବ ବିବାହ କରି ସାରିଛନ୍ତି ତେବେ ମକର ରାଶିର ଲୋକ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ଜୀବନର ସୁଖ ଶାନ୍ତିରେ ବ୍ଯତୀତ ହୋଇଥାଏ । କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ପ୍ରେମ ମାମଲାରେ ସାଥି ବହୁତ ଲକି ହୋଇଥାନ୍ତି । କାରଣ ଏମାନେ ନିଜ ସାଥୀଙ୍କୁ କେବେ ଏକ ଛାଡନ୍ତି ନାହି ।
ଏମାନେ ନିଜ ସାଥୀଙ୍କୁ ଖୁସିରେ ରଖିବାକୁ ବହୁତ କିଛି କରିଥାନ୍ତି ଆଉ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ସ୍ଵଭାବରେ ଗମ୍ଭୀର ହୋଇଥାନ୍ତି । ଏମାନଙ୍କୁ ବହୁତ ସୁନ୍ଦର ସ୍ତ୍ରୀ ଓ ସ୍ଵାମୀ ମିଳିଥାନ୍ତି । ଏମାନେ ବହୁତ ଶାନ୍ତ ସ୍ଵଭାବ ହେବାର ସହ ଏମାନେ ନିଜ ସାଥିଙ୍କ ସାଥ କେବେ ଛାଡନ୍ତି ନାହି । ଏମାନେ ଜୀବନରେ ବହୁତ ଉନ୍ନତି କରିବା ସହ ଭଲ ପୋଷ୍ଟରେ ରହିଥାନ୍ତି ।
କର୍କଟ ରାଶି : ଏହି ରାଶିର ଲୋକ ମାନେ ବିବାହ ପରେ ଭାଗ୍ୟ ଖୋଲି ଯାଇଥାଏ । ଏମାନଙ୍କର ସାଥି ଏମାନଙ୍କ ପାଇଁ ସବୁ କିଛି ହୋଇଥାନ୍ତି । ନିଜ ସାଥିଙ୍କ ମନ କଥା ବୁଝିଥାନ୍ତି ଯାହା ପାଇଁ ଦାମ୍ପତ୍ୟ ଜୀବନ ବହୁତ ଭଲ ହୋଇଥାଏ । ଯଦି ଆପଣ ଏହି ରାଶିର ପୁଅ ବା ଝିଅକୁ ମ୍ୟାରେଜ କରୁଛନ୍ତି ତେବେ ଲକି ହୋଇଥାନ୍ତି । ମ୍ୟାରେଜକୁ ଏମାନେ ଜୀବନ ସାରା ନିଭାଇଥାନ୍ତି ।
ସମୟର ଠିକ ବ୍ୟବହାର କରିଥାନ୍ତି । ଚାକିରି, ବ୍ୟବସାୟ କ୍ଷେତ୍ରରେ ଏମାନଙ୍କର ବିବାହ ପରେ ଭାଗ୍ୟ ଉଦୟ ହୋଇଥାଏ । ଏମାନେ ନିଜ ସାଥୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଆଉ ତାଙ୍କର କେୟାର ବି ନେଇଥାନ୍ତି । ଏମାନେ ନିଜ ସାଥିଙ୍କର ପ୍ରତେକ ସ୍ଥିତିରେ ସାଥ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବ ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।