ବନ୍ଧୁଗଣ କୁମ୍ଭ ରାଶି ଓ କନ୍ୟା ରାଶି ମଧ୍ୟରୁ କିଏ ସବୁଠାରୁ ଅଧିକ ଶକ୍ତିଶାଳୀ, ଏମାନଙ୍କ ମଧ୍ୟରୁ କିଏ ଅଧିକ ସମ୍ମାନ ଓ ଯଶ ଖ୍ଯାତି ଲାଭ କରିଥାନ୍ତି, କେଉଁ ରାଶିଟି ଶ୍ରେଷ୍ଠ ବିଚାର କରାଯାଏ ଏବଂ କେଉଁ ରାଶିର ଜୀବନରେ ଅଧିକ ଶୁଭ ପରିବର୍ତ୍ତନ ଆସିଥାଏ ସେହି ବିଷୟରେ ବିସ୍ତାର ଭାବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । କନ୍ୟା ରାଶି ଓ କୁମ୍ଭ ରାଶିର ବ୍ୟକ୍ତିଙ୍କର ବିଶେଷତା ବିଷୟରେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
କନ୍ୟା ରାଶିର ସ୍ଵାମୀ ବୁଧଦେବ ହୋଇଥିବାରୁ ଏମାନେ ବୁଦ୍ଧିମାନ ହୋଇଥାନ୍ତି ଯାହା ପାଇଁ ଏମାନଙ୍କୁ ସବୁ ରାଶି ଗୁଡିକ ମଧ୍ୟରୁ ସୁନ୍ଦର ରାଶି ବିଚାର କରାଯାଏ । ଏହି ରାଶିର ବ୍ୟକ୍ତି ସୁନ୍ଦର, ଆକର୍ଷକ, ପରିଶ୍ରମୀ, କାର୍ଯ୍ୟରେ ସାହାଜ୍ଯକାରୀ ହୋଇଥାନ୍ତି । ଏମାନେ ନିଜ ହିସାବରେ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଗୋଟିଏ ଥର ଯାହା ନିସ୍ପତି ନିଅନ୍ତି ତାହା କରିବାକୁ ବିଳମ୍ବ କରନ୍ତି ଅନହି ।
ଏମାନଙ୍କ ଥରେ ଚଞ୍ଚଳତା ଅଧିକ ରହିଥାଏ । ଏମାନେ କୌଣସି ଲକ୍ଷ୍ୟ ହାସଲ କରିବାକୁ ଧର୍ଯ୍ୟ ରଖନ୍ତି ନାହି । ଏମାନେ ଚିନ୍ତା ବିଚାର କରି ମିତ୍ରା କରିଥାନ୍ତି । ଏମାନେ ସୂକ୍ଷ୍ମଦର୍ଶୀ, ସଂବେଦନଶୀଳ ହୋଇଥାନ୍ତି । ଆଖପାଖରେ କଣ ଘଟୁଛି ଯାହା ଜାଣିବାକୁ ଚେଷ୍ଟା କରିଥାନ୍ତି ।
ଏମାନେ ନିଜ କାମ କରାଇବାରେ କୌଶଳ ବେଶ ଭଲ ଭାବେ ଜ୍ନାଇଥାନ୍ତି । ଏମାନେ ଜିଜ୍ଞାସୁ ହୋଇଥାନ୍ତି । ପ୍ରତେକ କାମକୁ ଶିଖିବାର ଓ ଜାଣିବାର ଇଚ୍ଛା ରଖିଥାନ୍ତି । ବୌଧିକ କଥାକୁ ମହତ୍ଵ ଦେଇଥାନ୍ତି । ତର୍କ କରିବା ସମୟରେ ଭାଷା ଉତ୍ତମ ଓ ପ୍ରଭାବଶାଳୀ ହୋଇଥାଏ । ମାନସିକ କାର୍ଯ୍ୟ ଅଧିକ ଭଲରେ କରିଥାନ୍ତି । କୌଣସି କମ୍ପାନୀର ମହତ୍ଵପୂର୍ଣ୍ଣ ସ୍ଥାନରେ ରହିଥାନ୍ତି । ପ୍ରତେକ କ୍ଷେତ୍ରରେ ଜ୍ଞାନ ଏମାନଙ୍କ ଠାରେ ରହିଥାଏ ।
କୁମ୍ଭ ରାଶିର ବ୍ୟକ୍ତି ଜ୍ଞାନୀ ସ୍ଵଭାବର ହୋଇଥାନ୍ତି । ଏମାନେ ବହୁତ ପ୍ରଗତିଶୀଳ ହେବା ସହ ପରୋପକାର ଭାବନା ଏମାନଙ୍କର ବ୍ୟକ୍ତିତ୍ବର ପ୍ରମାଣ ଦେଇଥାଏ । ଚିନ୍ତାଧାରା ସ୍ଵଚ୍ଛ ହେବ ସହ ଏମାନେ ଆଧୁନିକ ସ୍ଵଭାବ ହୋଇଥାନ୍ତି । ନିଜ ବ୍ୟବହାର ପ୍ରତି ସତର୍କ ରହିଥାନ୍ତି । ମାନ ପ୍ରତିଷ୍ଠା ପ୍ରତି ଯତ୍ନବାନ ହୋଇଥାନ୍ତି । ନିଜର ଚିନ୍ତାଧାରାରେ ଅନ୍ୟ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହି । ଏମାନଙ୍କର ସ୍ଵଭାବ ମେଳାପୀ ହୋଇଥାଏ । ଦେଖିବାକୁ ସୁନ୍ଦର ଓ ଆକର୍ଷକ ହେବ ସହ ବାଣୀ ଦ୍ଵାରା ସମସ୍ତଙ୍କୁ ମୋହିତ କରିଥାନ୍ତି ଯାହା ପାଇଁ ମିତ୍ର ସଂଖ୍ୟା ଅଧିକ ରହିଥାଏ ।
ଏମାନଙ୍କର ମନ କଥା ବୁଝିବା କଷ୍ଟକର । ଧାର୍ମିକ ସ୍ଵଭାବର ହୋଇଥାନ୍ତି । ନିଜର ସାନ୍ତ, କର୍ମଠ ବ୍ୟବହାର କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଥାଏ । ଲାଭ ଲାଇଫରେ ଏମାନେ ସ୍ଵତନ୍ତ୍ର ବିଚାର ର ହୋଇଥାନ୍ତି । କୌଣସି କ୍ଷେତ୍ରରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରନ୍ତି ନାହି । ଏମାନେ ବହୁ ରୋମାଣ୍ଟିକ ହୋଇଥାନ୍ତି ।
ଶନି ଗ୍ରହ ଏମାନଙ୍କର ସ୍ଵାମୀ ଗ୍ରହ ହୋଇଥିବାରୁ ଗ୍ରହ ଗୋଚର ସମ୍ଭାଳି ନେଇଥାନ୍ତି । ସଠିକ ମାର୍ଗକୁ ଅନୁସରଣ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।