ଆଜି “କୁମାର ପୁର୍ଣ୍ଣିମା” ଓ ଗଜଲକ୍ଷ୍ମୀ ପୂଜା, ବନୁଛି ବିରାଟ ମହାସଂଯୋଗ… ଏହି 6ଟି ରାଶିର ବଦଳିବ ଭାଗ୍ୟ, ହେବ ଖାଲି ଟଙ୍କା ବର୍ଷା

ନମସ୍କାର ବନ୍ଧୁଗଣ, କୁଆଁରୀ ଝିଅ ମାନେ କୁମାର ପୁର୍ଣିମା ଓଷାକୁ ପାଳନ କରିଥାନ୍ତି । ଏହି ବର୍ଷର ପବିତ୍ର କୁମାର ପୁର୍ଣିମା ଦିନ ଗ୍ରହ ନକ୍ଷତ୍ରଙ୍କ ପରିବର୍ତ୍ତନ ହେତୁ କିଛି ରାଶିରେ ରାଜଯୋଗ ବନୁଅଛି । ତେବ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସେହି ୬ ରାଶିଙ୍କ ବିଷୟରେ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟ ଚମକିବାକୁ ଯାଉଛି । ଏବଂ ଜୀବନରେ ସମସ୍ତ ସୁଖ ଶାନ୍ତି ଆସିବାକୁ ଯାଉଛି । ତେବେ ଆଉ ଡେରି ନକରି ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ସମ୍ପର୍କରେ ।

ବୃଷ ରାଶି: କୁମାର ପୁର୍ଣିମା ଠାରୁ ଆପଣ ସମସ୍ତ ଖରାପ କାମ କରିବା ବନ୍ଦ କରିଦିଅନ୍ତୁ । ଆପଣଙ୍କର ଖରାପ ସମୟର ଏବେୟାନ୍ତ ଘଟିବ । ନିଜର ଆତ୍ମ ବିଶ୍ଵାସ ବୃଦ୍ଧି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସକ୍ଷମ ହେବେ । ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହେବ । ଜମି ସମ୍ଭନ୍ଧୀୟ କିଛି ଅର୍ଥ ଲାଭ କରିପାରନ୍ତି ଏହି ସମୟରେ । ମନରେ ଭାବିଥିବା ଆର୍ଥିକ ଯୋଜନା ସଫଳ ହେବ ।

ସିଂହ ରାଶି: ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ରହିବ । ଜୀବନରେ ଅନେକ ପରିବର୍ତ୍ତନ ଖୁବ ଶୀଘ୍ର ଆପଣ ଦେଖିବେ । କରିଥିବା ସମସ୍ତ କରଜରୁ ଆପଣ ମୁକ୍ତି ପାଇବେ । ବ୍ୟବସାୟରେ ନିଜ ମନ ନିବେଶ କରିବେ । ଜୀବନରେ ଅନେକ କ୍ଷେତ୍ରରୁ ଆପଣ ଲାଭ ପାଇବେ । ଆପଣଙ୍କ ଭାଗ୍ୟ ପୁରା ପୁରୀ ବଦଳିଯିବ । ବିଦ୍ୟାର୍ଥୀ ମାନେ ନିଜ ପାଠ ପଢାରେ ଉନ୍ନତି କରିବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଏହି ସମୟରେ ଭଲ ସୁଯୋଗ ମିଳିବ ।

କନ୍ୟା ରାଶି: ଆଗାମୀ ସମୟ ଆପଣଙ୍କ ଭୁତ ହିଁ ଭଲ ରହିବ । ଆପଣ କରୁଥିବା ପରିଶ୍ରମର ଉଚିତ ଫଳ ଆପଣ ପାଇବେ । ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତି ହେବାର ଯୋଗ ରହିଛି । ଭାତରୁ ସହଯୋଗ ମିଳିବ । ବନ୍ଧୁ ମାନଙ୍କ ସହଯୋଗରେ ବହୁତ ଉନ୍ନତି କରିବେ । ତୁଳା ରାଶି: କରୁଥିବା ବିଜନେସରେ ବହୁତ ଲାଭ ପାଇବେ । ପିତା ମାତାଙ୍କ ସ୍ଵାସ୍ତରେ ସୁଧାର ଦେଖିବାକୁ ପାଇବେ ।

ଅନେକ ସମସ୍ୟାର ସମାଧାନ ହେବ । ଯାନ ବାହାନ କିଣିବାର ଯୋଜନା ମଧ୍ୟ କରିପାରନ୍ତି । ଆସୁଥିବା ସମୟରେ କୌଣସି ବଡ ଖୁସି ଖବର ପାଇବେ । କୌଣସି ପୁରୁଣା ରୋଗରେ ପୀଡିତ ଥିଲେ ସେଥିରୁ ମୁକ୍ତି ପାଇବେ । ମେଷ ରାଶି: ନିଜ ଜୀବନରେ ଖୁବ ଉନ୍ନତି କରିବେ । ଆୟର ବୃଦ୍ଧି ହେତୁ ସମସ୍ତ କାର୍ଯ୍ୟ ସହଜରେ ହୋଇଯିବ । ନୂଆ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ରହିଛି । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ଅଟକି ରହିଥିବା ଧନକୁ ଫେରି ପାଇବେ ।

କୁମ୍ଭ ରାଶି: ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ । ପ୍ରେମ ସମ୍ଭନ୍ଧୀୟ ଥିବା ସମସ୍ତ ବାଧା ଦୂର ହେବ । ଗଚ୍ଛିତ ଧନକୁ ବୃଦ୍ଧି ପାଇଁ ଚେଷ୍ଟା ଜାରି ରଖିବେ । ସମାଜରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କରିବେ । ଜୀବନରେ ସମସ୍ତ ପ୍ରକାର ଖୁସି ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *