Interesting GK Questions: କେଉଁ ଡର ଗୋଟିଏ ଝିଅକୁ ସୁନ୍ଦର ଦେଖା ଯିବାରେ ସାହାର୍ଯ୍ୟ କରେ ? ଏହା ସହ ଆହୁରି 23 GK Quiz

ନମସ୍କାର ବନ୍ଧୁଗଣ, ନିଜ ପିଲା ଏବଂ ନିଜ ଜ୍ଞାନର ବୃଦ୍ଧି କରନ୍ତୁ କିଛି ଏମିତି ପ୍ରଶ୍ନର ଉତ୍ତର ଜାଣି ଯାହାକୁ ଆପଣ କେବେ ମଧ୍ୟ ଆଗରୁ ଜାଣିନଥିବେ । ଆପଣଙ୍କ ମନରେ ଏହି ପ୍ରଶ୍ନ କେବେ ନା କେବେ ନିଶ୍ଚୟ ଉଙ୍କି ମାରିଥିବ ଯାହାର ଉତ୍ତର ଆପଣ ବହୁତ ଖୋଜି ମଧ୍ୟ ବିଫଳ ହୋଇଥିବେ । ତେବେ ଆଜି ଆସନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନର ଉତ୍ତର ।

1- କାହାର ରକ୍ତ ଅଧିକ ମୂଲ୍ୟବାନ ? ଉତ୍ତର: ମହିଳା । 2- କେଉଁ ଖାଦ୍ୟରୁ ସବୁ ଉପାଦାନ ମିଳିଥାଏ ? ଉତ୍ତର: କ୍ଷୀର । 3- କେଉଁ ଜଳ ପିଇବା ପାଇଁ ବିଶୁଦ୍ଧ ଅଟେ ? ଉତ୍ତର:ନଳକୂପ । 5- ବାୟୁକୁ ନିର୍ମଲ କରେ କିଏ ? ଉତ୍ତର: ବୃକ୍ଷ । 6- ବାୟୁ ପ୍ରଦୂଷଣରୁ କେଉଁ ରୋଗ ରହିଥାଏ ? ଉତ୍ତର: ଶ୍ଵାସ । 7- କୁକୁର ଏବଂ ସାପ କାମୁଡା କ୍ଷେତରେ କେଉଁ ଲେପ ଦିଆଯାଏ ? ଉତ୍ତର: କଲରା ।

8- ଆମକୁ ପୁଷ୍ଟିସାର କିଏ ଯୋଗାଇଥାଏ ? ଉତ୍ତର: ପ୍ରାଣୀ । 9- କେଉଁଥିରେ ଶ୍ଵେତ ସାର ରହିଥାଏ ? ଉତ୍ତର: ଚାଉଳ ଏବଂ ଗହମ । 10- କେଉଁ ପ୍ରକାର ଖାଦ୍ୟ ଆମ ଶରୀରରେ ଉତ୍ତାପ ରକ୍ଷା କରେ ? ଉତ୍ତର: ଶ୍ଵେତସାର ଓ ସ୍ନେହସାର । ଏହି ପ୍ରକାର ଖାଦ୍ୟ ଆମ ଶରୀରରେ ଉତ୍ତାପ ରକ୍ଷା କରିଥାଏ । ତେଣୁ ସବୁବେଳେ ଏହି ଖଦୟା ଖାଇବା ପାଇଁ ଚେଷ୍ଟା କରନ୍ତୁ ।

11- ଧମନୀରେ କେଉଁ ରକ୍ତ ପ୍ରବାହିତ ହୋଇଥାଏ ? ଉତ୍ତର: ବିଶୁଦ୍ଧ ରକ୍ତ ଆମ ଧମନୀରେ ପ୍ରବାହିତ ହୋଇଥାଏ । 12- କେଉଁ ଡର ଗୋଟିଏ ଝିଅକୁ ସୁନ୍ଦର ଦେଖା ଯିବାରେ ସାହାର୍ଯ୍ୟ କରେ ? ଉତ୍ତର: ପାଉଡର । 13- କାହାର ଆଠଟି ଆଖି ରହିଛି ? ଉତ୍ତର: ମାଙ୍କଡଶା । 14- ମୟୁର ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ? ଉତ୍ତର: 18 । 15- କାହାର ଆଖି ନାହିଁ ? ଉତ୍ତର: ଜିଆ ।

ଏହା ଗୋଟିଏ ହିଁ ପ୍ରାଣୀ ଯାହାର ଆଖି ନାହିଁ । 16- କିଏ ପହଁରି ପାରେ ନାହିଁ ? ଉତ୍ତର: ଓଟ । 17: କାହାର ମେରୁଦଣ୍ଡ ନାହିଁ ? ଉତ୍ତର: କଙ୍କଡା । 18- କାହାର 5ଟି ଆଖି ଅଛି ? ଉତ୍ତର: ମହୁମାଛି । 19- କେଉଁ ଜୀବ ସବୁଠାରୁ ବେଶୀ ଦିନ ବଞ୍ଚିଥାଏ ? ଉତ୍ତର: କଇଁଛ । 20- କିଏ ସର୍ବଦା ଜିଭ ବାହାର କରେ ? ଉତ୍ତର: ସାପ । 21- କିଏ ବସା ତିଆରି କରିପାରେ ନାହିଁ ? ଉତ୍ତର: ବାଦୁଡି ।

22- କେଉଁ ପକ୍ଷୀର ଦାନ୍ତ ଅଛି ? ଉତ୍ତର: ବାଦୁଡି । 23- କେଉଁ ଗଛର ଫୁଲ ନାହି ? ଉତ୍ତର: ଛତୁ । 24- ଚୂଲିର ତିନି ମୁଣ୍ଡକୁ କଣ କୁହାଯାଏ ? ଉତ୍ତର: ଝିଙ୍କା । ଆଶା କରୁଛୁ ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ପାଇଁ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *